Latest Odisha News

BREAKING NEWS

Browsing Category

ଫିଚର

ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ, ୨ ମୃତ

ବାରିପଦା: ଘାଟିରୁ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କର…

ଆଜିଠୁ ମାଟ୍ରିକ ଅଫଲାଇନ୍ ପରୀକ୍ଷାର ଖାତାଦେଖା

କଟକ: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖା ଯାଉଛି । କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଥିରେ ନିୟୋଜିତ ଅଛନ୍ତି ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ । ଗତକାଲି…

ଆଜି ଓଡ଼ିଶାରୁ ୧୦୭୮ କରୋନା ପଜିଟିଭ୍, ୧୫ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍

ଭୁବନେଶ୍ୱର: ରାଜ୍ୟରେ ଏବେ ହଜାରେ ଉପରେ ରହୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୭୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୨୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୨ ଆକ୍ରାନ୍ତ ଚିହ୍ନଟ…

ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ନବମ ଓ ଦଶମ ପରୀକ୍ଷା, ଆସିଲା ନୂଆ ସର୍କୁଲାର

ଭୁବନେଶ୍ୱର: ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ହେବ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ଟର୍ମରେ ପରୀକ୍ଷା ହେବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ବି ନୂଆ ସର୍କୁରାଲ ଜାରି ହୋଇଛି । ମାଧ୍ୟମିକ…

ରାଜଧାନୀରେ ହଜାରେ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ପାର କରିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରୁ ଆଉ ୩୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧ହଜାର ୯କୁ ବୃଦ୍ଧି ପାଇଛି । ତେବେ ସେମାନଙ୍କ ଭିତରୁ ୭୦୬…

ଅଲିମ୍ପିକ୍ସ ଫେରନ୍ତା ୪ ଓଡ଼ିଆ ହକି ଖେଳାଳିଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫେରିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମରେ ଭାଗ ନେଇଥିବା ୪ ଓଡ଼ିଆ ଖେଳାଳି । ପୁରୁଷ ହକି ଦଳର ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଡିଫେଣ୍ଡର ଅମିତ ରୋହିଦାସ ଏବଂ ମହିଳା ଟିମର ଉପଅଧିନାୟିକା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ସେମାନଙ୍କୁ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୀଘା ଓ ମଠକରଗୋଳା ପଞ୍ଚାୟତ ପିଇଓ ସନ୍ତୋଷ ସାହୁଙ୍କ ଘରେ ରେଡ୍ ହୋଇଛି । ୫ଟି ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚଳାଇଛନ୍ତି । ଢେଙ୍କାନାଳ ଜିଲ୍ଲାର ୫ଟି…

ଭିନେଶ ଫୋଗଟ ଅସ୍ଥାୟୀ ରୂପରେ ବାସନ୍ଦ, ସୋନମଙ୍କୁ ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଟୋକିଓ ଅଲିମ୍ପିକ୍ସରେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବା ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ ଆଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶୃଙ୍ଖଳିତ ଆଚରଣ ଯୋଗୁ ଭିନେଶଙ୍କୁ ଅସ୍ଥାୟୀ ଭାବେ ବାସନ୍ଦ କରାଯାଇଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ…

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କେର୍ଣ୍ଣସ ଗୁରୁତର

ମୁମ୍ବାଇ: ନ୍ୟୁଜିଲାଣ୍ଡ କ୍ରିକେଟର ମହାନ ଅଲରାଉଣ୍ଡର କ୍ରିସ କେର୍ଣ୍ଣସଙ୍କ ଅବସ୍ଥା ଗୁରୁତର ରହିଛି । ଏହି ପୂର୍ବତନ ଅଲରାଉଣ୍ଡରଜଣକ ଏବେ ଲାଇଫ ସପୋର୍ଟରେ ଅଛନ୍ତି । ଅପରେଶନ ଏବଂ ଚିକିତ୍ସା ସତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ଘଟୁ ନାହିଁ । ମୁଖ୍ୟ ଧମନୀର ଭିତର ଅଂଶ ଫାଟି ଯାଇଥିବା କୁହାଯାଇଛି…

୩୫ ବର୍ଷରେ ଆରପାରିକୁ ଚାଲିଗଲେ ସରନ୍ୟା ଶଶି

ମୁମ୍ବାଇ: ମାଲାୟଲମ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସରନ୍ୟା ଶଶିଙ୍କ ୩୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିବା ଏହି ଅଭିନେତ୍ରୀ ଏଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ । ତିରୁଭାନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ…