Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରୁ ଆଉ ୪୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ଡରାଇ ଚାଲିଥିବା ବେଳେ ଏବେ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୪୬ ଆକ୍ରାନ୍ତ । ଫଳରେ ଏହି ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 8୭୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ…

ସୁନ୍ଦରଗଡ଼ରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ବର : ସୁନ୍ଦରଗଡ଼ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର, ଭବାନୀପୁର ଠାରେ…

ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର କୁଆଖିଆ ପୋଲିସ

ଯାଜପୁର : ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଯାଜପୁର କୁଆଖିଆ ପୋଲିସ । ଲୁଟରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧ଟି ବାଇକ୍ ଓ ୧୫ଟି ମୋବାଇଲ ଜବତ କରାଯାଇଛି । ସୂଚନା ମୁତାବକ, କୁଆଖିଆ ଓ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଓ ମୋବାଇଲ…

ଅଲିମ୍ପିକ୍ସରେ ଭାରତର ରେକର୍ଡ ପ୍ରଦର୍ଶନ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଓଭରାଲ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୭ ପଦକ ହାସଲ କରିସାରିଛି । ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ହାସଲ କରିଥିଲା । ମହିଳା ହକି ଏବଂ ମହିଳ ଗଲ୍ଫରେ ଭାରତ ବ୍ରୋଞ୍ଜ ପଦକ ହାସଲରୁ ଅଳ୍ପକେ ରହି…

ସିଆଇଆଇ ପକ୍ଷରୁ ସମ୍ ଅଲଟିମେଟ୍ ମେଡିକେଆର ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ସାମିଲ ହୋଇ ୨୪…

ବୋମା ଗୁଜବ ପରେ ମୁମ୍ବାଇର ୩ଟି ରେଳ ଷ୍ଟେସନ ସହ ଅମିତାଭ ବଚ୍ଚନଙ୍କ ଘରେ ବଢ଼ିଲା ସୁରକ୍ଷା

ମୁମ୍ବାଇ : ବୋମା ଗୁଜବ ପରେ ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରେ ବଢ଼ାଗଲା ସୁରକ୍ଷା । ବୋମା ଥିବା ଖବର ପ୍ରକାଶ ପରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ବାଇକୁଲା ଓ ଦାଦର ରେଳ ଷ୍ଟେସନରେ ବ୍ୟାପକ ଖାନତଲାସି କରାଯାଇଛି । ଏହାସହ ଜୁହୁସ୍ଥିତ ଅମିତାଭଙ୍କ…

ନିୟମଗିରି ପାହାଡରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟଗଡ଼ା : ସିଆରପିଏଫ ଯବାନଙ୍କ ସଫଳତା । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଆଜି ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା…

ଅଲିମ୍ପିକ ଭିଲେଜ ବାହାରେ ଜାପାନର ଏହି ବ୍ୟକ୍ତିଙ୍କ ପ୍ଲାକାର୍ଡ ପ୍ରଦର୍ଶନକୁ ସାରା ବିଶ୍ୱରେ ପ୍ରଶଂସା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସାରା ବିଶ୍ୱର ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କ୍ରୀଡାର ଏହି ମହାକୁମ୍ଭର ସମସ୍ତେ ପଦକ ଆଶା କରିଥାନ୍ତି । ଯେଉଁମାନେ ଏଥିରେ ସଫଳ ହୁଅନ୍ତି ସେମାନଙ୍କ ମନ ଖୁସି ରହିବା ସ୍ୱାଭାବିକ । ତେବେ ଏଥିରୁ ବାଦ୍ ପଡି ଯାଇଥିବା ଆଥଲେଟ ନିରାଶ ହୋଇ ପଡିଥାନ୍ତି ।ତେବେ…

ଜିମ୍ ବୟରୁ ଜାଭେଲିନ୍ ଜୁଏଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଶନିବାର ସନ୍ଧ୍ୟାବେଳେ ସମସ୍ତଙ୍କ ହୃଦୟର ସ୍ପନ୍ଦନ କିଛି ସମୟ ପାଇଁ ଥମି ଯାଇଥିଲା । ବିଶ୍ୱାସ ହେଉ ନ ଥିଲା । ଆଉ ମନ, ବିବେକ ଜାଣିବା ପରେ ଆନନ୍ଦ ମୁଖରିତ ହୋଇପଡିଲା ସାରା ଭାରତ ।…

ଘୋଡା ଡେଇଁଲାନି, ପ୍ରଥମ ସ୍ଥାନରୁ ୩୧କୁ ଖସି ଆସିଲେ ପେଂଟାଥାଲେଟ ପ୍ରତିଯୋଗୀ

ଟୋକିଓ: ଦୁର୍ଭାଗ୍ୟ ଯୋଗୁ ଜର୍ମାନୀର ଅନ୍ନିକା ସ୍କେଲୁ ଟୋକିଓ ଅଲିମ୍ପିକ୍ସରେ ଏକ ନିଶ୍ଚିତ ପଦକ ପାଇବାରୁ ବଂଚିତ ହୋଇଛନ୍ତି । ପେଂଟାଥାଲେଟ ପ୍ରତିଯୋଗିତାରେ ଅନ୍ନିକା ପ୍ରଥମ ସ୍ଥାନ ବଜାୟ ରଖିଥିଲେ । ତେବେ ଠିକ୍ ସମୟରେ ତାଙ୍କ ପ୍ରିୟ ଘୋଡା ଜମ୍ପ କରି ନ ଥିଲା । ଫଳରେ ୧ରୁ ୩୧କୁ ଖସି…