Latest Odisha News

BREAKING NEWS

Browsing Category

ଫିଚର

ସୋସିଆଲ ମିଡିଆରେ ବି କିଙ୍ଗ ସାଜିଛନ୍ତି ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏବେ ସୋସିଆଲ ମିଡିଆରେ କିଙ୍ଗ ସାଜିଛନ୍ତି । ବଲିଉଡ ଅଭିନେତା, କ୍ରିକେଟ ଖେଳାଳିଙ୍କଠାରୁ ଆରମ୍ଭ କରି ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ । ସ୍ୱର୍ଣ୍ଣ ଜିତିବା ପୂର୍ବରୁ ନୀରଜଙ୍କ…

ସମ୍ୱଲପୁରରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଠାବ, ୬ ଜଣ ଗିରଫ

ସମ୍ୱଲପୁର: ଜାଲ୍ ନୋଟ୍ କାରବାର ରାକେଟର ପର୍ଦ୍ଦାଫାସ । ସମ୍ୱଲପୁରରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୩ ଲକ୍ଷ ଟଙ୍କାର ନକିଲ ନୋଟ୍ ଜବତ ହୋଇଛି । ଏଥିରେ ଅଛି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ । ନକଲି ନୋଟ୍ ତିଆରି ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ…

ପାଇଖାନା ପ୍ୟାନରେ ଫସିଗଲା ଗୋଧି, ୩ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: ପାଇଖାନା ପ୍ୟାନ ଭିତରେ ପଶିଗଲା ଗୋଧି । ଶରୀରର ଅଧାରୁ ଅଧିକ ଅଂଶ ଭିତରେ ଫସିଗଲା । କେବଳ ବାହାରକୁ ଥିଲା ମୁଣ୍ଡ ଓ ଦୁଇଟି ଗୋଡ଼ । ଭାରି ଛଟପଚ ହେଉଥିଲା ଗୋଧି । ଭୁବନେଶ୍ୱର ବାଣୀବିହାର ପରିସରରେ ଆଇନ ବିଭାଗ ପ୍ରଫେସର ବିନୟ ଦାସଙ୍କ ଆଉଟ ହାଉସରେ ଥିବା ପାଇଖାନା ପ୍ୟାନରେ ଗୋଧି…

ଦିଲ୍ଲୀ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଦିଲ୍ଲୀ ପୋଲିସକୁ ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଅଲକାଏଦା ଆତଙ୍କବାଦୀ ସଂଗଠନ ନାଁରେ ଆସିଛି ଇ-ମେଲ୍ । ଯେଉଁଥିରେ ଆଗାମୀ କିଛି ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇ…

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ: ରୌପ୍ୟରୁ ଆରମ୍ଭ, ସ୍ୱର୍ଣ୍ଣରେ ଶେଷ

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କରୋନା କାଳରେ କଟକଣା ସହ ମେଗା ଇଭେଣ୍ଟ ଆୟୋଜନ ସବୁଦିନ ପାଇଁ ମନେ ରହିବ । ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ବି ସ୍ମରଣୀୟ ରହିବ । ମୋଟ ୭ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ରୌପ୍ୟରୁ ଆରମ୍ଭ ଓ ସ୍ୱର୍ଣ୍ଣ ପଦକ…

ଟ୍ରକରେ ଯାଉଥିଲା ଆଲମୀରା, ତାଭିତରେ ଥିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଆଲମୀରା ଭିତରେ ଗଞ୍ଜେଇ ପ୍ୟାକେଟ୍ । ଆଲମୀରାକୁ ଟ୍ରକରେ ଲଦି କୋରାପୁଟରୁ ଚାଲାଣ ହେଉଥିଲା ଉତ୍ତରପ୍ରଦେଶ । ବିଶେଷସୂତ୍ରରୁ ଖବର ପାଇଁ ଚଢ଼ାଉ କଲା ପୋଲିସ । ଯାଞ୍ଚ ବେଳେ ଆଲମୀରା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ, ଗାଡ଼ିରୁ ବାହାରିଲା ୨ଲକ୍ଷ ୭୭ ହଜାର ଟଙ୍କା

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । ଟଙ୍କା ଧରି କଟକ…

ଭୁବନେଶ୍ୱର ଏହି ମାଛ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ବନ୍ଦ ହେଲା ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ । ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛି ବିଏମସି । ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚଳାଇଥିଲେ । ମାର୍କେଟ ସିଲ୍ ସରିବା ସହ ଦୋକାନୀ ଓ ଗୋଦାମ ମାଲିକଙ୍କ ଉପରେ ମୋଟା…

ଆଜି ଓଡ଼ିଶାରୁ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୧.୭୯%

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ହଜାରେରୁ ୧୫ଶହ ଭିତରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ଶହ ୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ରାଜ୍ୟରେ…

ପୁରୀରୁ ଗୁଣୁପୁର ଏବଂ ପାରାଦୀପ ପାଇଁ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀରୁ ପାରାଦୀପ ଓ ଗୁଣୁପୁର ଅଭିମୁଖେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏବଂ ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । ୦୮୪୧୪/୦୮୪୧୩…