Latest Odisha News

BREAKING NEWS

Browsing Category

ଫିଚର

ମୁକୁଲ ରାୟଙ୍କ କଭି ହାଁ କଭି ନାଁ ମନ୍ତବ୍ୟ !

କୋଲକାତା: ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିବା ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରାୟଙ୍କ ଏକ ମନ୍ତବ୍ୟ ଏବେ ରାଜନୀତି ମହଲରେ ଚର୍ଚ୍ଚାର କାରଣ ସାଜିଛି । ମୁକୁଲ ବିଜେପି ଛାଡିଥିଲେ ମଧ୍ୟ କ୍ରିଷ୍ଣନଗର ବିଧାନସଭା ଆସନରୁ ଇସ୍ତଫା ଦେଇ ନାହାନ୍ତି । ଖାଲି ପଡିଥିବା ୭ଟି ଆସନ ପାଇଁ ଉପ…

ମନ ଜିଣିଲେ ଭାରତୀୟ ଗଲ୍ଫର ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଗଲ୍ଫର ଅଦିତି ଅଶୋକ ଏ ଭଳି ପ୍ରଦର୍ଶନ କରିବେ କେହି କେବେ ଭାବି ନ ଥିଲେ । ମାତ୍ର ଗୋଟିଏ ପଂଏଟ ପାଇଁ ଅଦିତି ପଦକ ହାସଲରୁ ବଂଚିତ ହୋଇଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଅଦିତି ଗୋଟିଏ ବାର୍ଡି ଆବଶ୍ୟକ କରୁଥିଲେ, ମାତ୍ର ପ୍ରଥମ ଉଦ୍ୟମରେ ସେ ବିଫଳ…

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ବିନ୍‍ ବୈଷ୍ଣବଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି । ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ…

ଢେଙ୍କାନାଳରେ ଅବକାରୀ ବିଭାଗର ଚଢ଼ାଉ, ୮୪୦୦ ଲିଟର ଦେଶୀ ମଦ ଜବତ

ଢେଙ୍କାନାଳ : ଢେଙ୍କାନାଳ କଙ୍କଡାହାଡ ବ୍ଳକରେ ଅବକାରୀ ବିଭାଗର ଚଢ଼ାଉ । ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ । ଆଜି ଜିଲ୍ଲା ଅବକାରୀ ବିଭାଗ, କାମାକ୍ଷାନଗର ଅତିରିକ୍ତ ତହସିଲଦାର ଓ କଙ୍କଡାହାଡ଼ ପୋଲିସ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ । ଚଢ଼ାଉ ବେଳେ ୮୪୦୦ ଲିଟର ଦେଶୀ ମଦ ସହ ଅନ୍ୟ…

ନୂତନ ଏସୀୟ ରେକର୍ଡ ସତ୍ୱେ ରିଲେ ଫାଇନାଲକୁ କ୍ୱାଲିଫାଇ କରିପାରିଲେନି ଭାରତୀୟ ଟିମ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ୪ ଗୁଣନ ୪୦୦ ରିଲେରେ ଚମତ୍କାର ପ୍ରଦର୍ଶନ କରିବା ସତ୍ୱେ ପାଇନାଲକୁ କ୍ୱାଲିଫାଇ କରିପାରି ନାହିଁ । ଭାରତୀୟ ଟିମ୍ ମହମ୍ମଦ ଅନାସ ୟାହିୟା, ଟମ ନାଥାନ ନିର୍ମାଲ, ରାଜୀବ ଆରୋକିଆ ଓ ଆମୋଜ ଜ୍ୟାକବ ୩:୦୦.୨୫ ସେକେଣ୍ଡରେ ସେମାନଙ୍କ ରେସ ସମ୍ପୂର୍ଣ୍ଣ କରି…

କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲେ ପରିବାର ଲୋକ

କଟକ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାରେ ତନାଘନା । ତୁଷାରଙ୍କର କେମିତି ମୃତ୍ୟୁ ହେଲା ? ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଛାନବିନ୍ କରୁଛି ପୋଲିସ । ଏହି ଘଟଣାକୁ ନେଇ ପରିବାର ଲୋକ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଛନ୍ତି ।…

ସରିଲା ରିମାଣ୍ଡ, ଜେଲ୍ ଗଲେ କୋଟିପତି ପିଏସ ବିରଞ୍ଚି ସାହୁ

ଭୁବନେଶ୍ବର : ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ଏହାପରେ କୋଟିପତି ବିରଞ୍ଚି ସାହୁଙ୍କୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ ବ୍ୟାଙ୍କ…

ମେଜର ଧ୍ୟାନଚନ୍ଦଙ୍କ ନାମରେ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାଁ ବଦଳାଇଛନ୍ତି କେନ୍ଦ୍ର ସରକାର । ଏବେ ରାଜୀବ ଗାନ୍ଧୀଙ୍କ ନାଁ ବଦଳରେ ମେଜର ଧ୍ୟାନଚନ୍ଦଙ୍କ ନାଁରେ ପ୍ରଦାନ କରାଯିବ ଖେଳରତ୍ନ ପୁରସ୍କାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ଭୁବନେଶ୍ବର ନାଇଜରକୁ ଡ୍ରୋନ ବ୍ୟବହାର ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତି

ଭୁବନେଶ୍ବର : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ ବା ନାଇଜର ପାଇଁ କୋହଳ ହେଲା ମାନବବିହୀନ ବିମାନ ବ୍ୟବସ୍ଥା (ୟୁଏଏସ) ନିୟମାବଳୀ । ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି…

ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ସିପିଏମ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଘଟିପାରେ ବଡ ଧରଣର ପରିବର୍ତ୍ତନ । ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରରେ ଥିବା ସିପିଏମ । ଏନେଇ ସୂଚନା ଦେଇଛନ୍ତି ସିପିଏମ ରାଜ୍ୟ ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର । ଏପରିକି ବିଜେପି ସହ ଟିଏମସିକୁ ତୁଳନା କରିବା…