Latest Odisha News

BREAKING NEWS

Browsing Category

ଫିଚର

କୃଣାଳଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦ ଦିନକ ପାଇଁ ଘୁଂଚିଲା

କଲମ୍ବୋ: ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ ଅବସରରେ କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆଜି ହେବାକୁ ଥିବା ୨ୟ ଟି୨୦ ମ୍ୟାଚକୁ ଆସନ୍ତାକାଲିକୁ ଘୁଂଚାଇ ଦିଆଯାଇଛି । ଉଭୟ ଟିମର ଖେଳାଳିମାନଙ୍କୁ ଆଇସୋଲେଶନରେ ପଠାଇ ଦିଆଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା…

କ୍ରୀଡା ମହାକୁମ୍ଭରେ ପ୍ରେମ ନିବେଦନ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ଆର୍ଜେଂଟିନାର ଅସୀଚାଳକ ମାରିୟା ବେଲେନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ତାଙ୍କ କୋଚ ଲୁକାସ ସୋସେଡୋ । ପ୍ରଥମ ରାଉଣ୍ଡରେ ହାରିବା ପରେ ମାରିୟା ମନଦୁଃଖରେ ଛିଡା ହୋଇଥିବା ବେଳେ କୋଚ ଏକ କାଗଜ ଧରି ତାଙ୍କ ପାଖରେ ଅଣ୍ଠେଇ ବସିଥିଲେ । ସେଥିରେ ଲେଖା…

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଜିଲ୍ଲା ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଗୋଟିଏ କୋଠାଘର,…

ଦୁର୍ଭାଗ୍ୟ: ଜିତି କରି ବି ନକଆଉଟ ପର୍ଯ୍ୟାୟକୁ ଯାଇ ପାରିଲେନି ସାଇରାଜ-ଚିରାଗ

ଟୋକିଓ: ବ୍ୟାଡମିଂଟନ ପୁରୁଷ ଡବଲ୍ସରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଚମତ୍କାର ପ୍ରଦର୍ଶନ କରି ତୃତୀୟ ମୁକାବିଲାରେ ବ୍ରିଟେନର ବେନ ଲେନ ଓ ସିନ ୱେଣ୍ଡି ଯୋଡିଙ୍କୁ ୨୧-୧୭, ୨୧-୧୯ରେ ପରାସ୍ତ କରିଥିଲେ । ତେବେ ଏହି ଚମତ୍କାର ବିଜୟ ସତ୍ୱେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଭାରତୀୟ…

ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ: ପୋଲିସ ବିଭାଗରେ ଚାକିରି, ନିଶା ସାପ ଧରିବା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ ଦାସିଆ । ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଘର । ପୋଲିସ ବିଭାଗରେ ହାବିଲଦାର ଭାବରେ କାର୍ୟ୍ୟରତ ଅଛନ୍ତି । କିନ୍ତୁ ତାଙ୍କର ନିଶା ହେଲା ସାପ ଧରିବା । କେଉଁଠି କାହା ଘରେ ସାପ ପଶିଥିଲେ କି ରାସ୍ତାରେ ବୁଲୁଥିଲେ ଖବର ପାଇ ଚଟାପଟ…

ଭାରତକୁ ଚେତାଇଲା ଆଫଗାନିସ୍ତାନ !

କାବୁଲ: ଆଫଗାନିସ୍ତାନ ଆଜି ଭାରତକୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନେଇ ସତର୍କ କରାଇଛି । ଲଶ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନ ପାକିସ୍ତାନରୁ ବେସ କ୍ୟାମ୍ପ ହଟାଇ ଆଫଗାନିସ୍ତାନରେ ଜଡ ମଜଭୁତ କରୁଛି । ତାଲିବାନ ଏବଂ ପାକିସ୍ତାନ ଏଥିରେ ସାହାଯ୍ୟ କରୁଛନ୍ତି ।…

ପଦକ ସମ୍ଭାବନା ସୃଷ୍ଟି କଲେ ମହିଳା ବକ୍ସର ଲଭଲିନା

ଟୋକିଓ: ଭାରତର ମହିଳା ବକ୍ସର ଲଭଲିନା ବୋରଗାହନ ଚଳିତ ଟୋକିଓ ଅଲିମ୍ପିକ୍ସରେ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଲଭଲିନା ୬୯ କିଗ୍ରା ବିଭାଗରେ ଜର୍ମାନୀର ନାଦିନ ଏପଟେଜଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୩ରାଉଣ୍ଡରେ ଜଜ ଲଭଲିନାଙ୍କ ସପକ୍ଷରେ ପକ୍ଷ ରଖିଥିଲା । ଆଉ…

ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ନୂଆ ମାଇଲଷ୍ଟୋନ୍

ଭୁବନେଶ୍ୱର: ହକିରେ ନୂଆ ମାଇଲଷ୍ଟୋନ୍ ପାର କରିଛନ୍ତି ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଟିମ୍ ଇଣ୍ଡିଆ ପାଇଁ ବୀରନ୍ଦ୍ର ଲାକ୍ରା ୨୦୦ ମ୍ୟାଚ୍ ଓ ଅମିତ ରୋହିଦାସ ୧୦୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ଦୁହେଁ ଏବେ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମରେ…

ଶ୍ରୀଲଙ୍କା ବିପକ୍ଷ T20 ସିରିଜ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର

କଲମ୍ବୋ(ଶ୍ରୀଲଙ୍କା): ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତି ଆଗକୁ ସିରିଜ ହାତେଇବା ଅଭିଯାନରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର । ଶ୍ରୀଲଙ୍କା ସହ ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ପ୍ଲେଇଂ…

ଆମେରିକାରେ ଆରମ୍ଭ ହେଲା ମୃତ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଇବା ଉଦ୍ୟମ

ୱାଶିଂଟନ: ଆମେରିକାରେ ମୃତ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଯିବା ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ ପ୍ରତିଷ୍ଠିତ ଶେଫ ତଥା ଟିଭି ପ୍ରେଜେଂଟର ଆନ୍ଥୋନୀ ବୋର୍ଡନଙ୍କ ଏକ ଡକ୍ୟୁମେଂଟ୍ରି ଏହି ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଥିଲା । ଏହା ଏପରି ଭାବେ ପ୍ରସ୍ତୁତ ହୋଇଥିଲା ଯେପରି ବୋର୍ଡନ…