Latest Odisha News

BREAKING NEWS

Browsing Category

ଫିଚର

ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ପର୍ଣ୍ଣ ଫିଲ୍ମ ସୁଟିଂ ମାମଲାରେ ସୁଟିଂ ସେଟର ପୂର୍ବତନ କର୍ମଚାରୀଙ୍କୁ ସାକ୍ଷୀ ଭାବେ…

ମୁମ୍ବାଇ : ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ । ପର୍ଣ୍ଣ ଫିଲ୍ମ ସୁଟିଂ ମାମଲାରେ ସୁଟିଂ ସେଟର ପୂର୍ବତନ କର୍ମଚାରୀଙ୍କୁ ସାକ୍ଷୀ ଭାବେ ନେଇପାରେ କ୍ରାଇମବ୍ରାଞ୍ଚ । ସେପଟେ ତଦନ୍ତରେ କୁନ୍ଦ୍ରା ସହଯୋଗ କରୁ ନଥିବା କହିଛନ୍ତି ତଦନ୍ତକାରୀ ଟିମ୍ । ତେଣୁ ସୁଟିଂ ସେଟ୍‌ରେ କାମ କରୁଥିବା ପୂର୍ବତନ…

ସୁପରହିଟ ଫିଲ୍ମ ଚାଲବାଜର ସିକ୍ୱେଲରେ ଶ୍ରୀଦେବୀଙ୍କ ଭୂମିକା କରିବେ ଶ୍ରଦ୍ଧା

ମୁମ୍ବାଇ: ୧୯୮୯ରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ଚାଲବାଜର ସିକ୍ୱେଲ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଶ୍ରୀଦେବୀ ଏହି ଫିଲ୍ମରେ ଡବଲ ରୋଲ କରିଥିବା ବେଳେ ସନି ଦେଓଲ ଓ ରଜନୀକାନ୍ତ ତାଙ୍କ ସହ ଅଭିନୟ କରିଥିଲେ । ଚାଲବାଜ ଇନ ଲଣ୍ଡନରେ ଶ୍ରୀଦେବୀଙ୍କ ଭୂମିକା ଶ୍ରଦ୍ଧା କାପୁର କରିବେ ।…

ଆଇପିଏଲ ଫେଜ-୨ର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଆଇପିଏଲ ୨୦୨୧ର ଫେଜ-୨ କାର୍ଯ୍ୟସୂଚୀ ଘୋଷଣା କରିଛି । ବଳକା ୩୧ ମ୍ୟାଚ ୧୯ ସେପ୍ଟମ୍ବରରୁ ୟୁଏଇରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲାରୁ ଏହା ଆରମ୍ଭ ହେବ । ୩୧ ମ୍ୟାଚରୁ ଦୁବାଇରେ ୧୩, ଶାରଜାରେ ୧୦ ଓ…

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ଏସଏଚିଜିଙ୍କୁ ନୂଆ ଦାୟିତ୍ବ, ଖରିଫ୍ ଧାନ ସଂଗ୍ରହ କରିବେ ୮ ଏସଏଚଜି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ କେବଳ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତିରେ ସୀମିତ ହୋଇ ରହି ନାହାନ୍ତି । ସେମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇ ସଶକ୍ତ କରାଯାଉଛି । ଏ କ୍ଷେତ୍ରରେ ଏସଏଚଜି ମହିଳାଙ୍କୁ ଆଉ ପାଦେ ଆଗକୁ ନେବା ପାଇଁ ଜିଲ୍ଲା ପ୍ରଶାସନ…

କାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଶହେ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ମେଟ୍ରୋ । ହେଲେ ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି…

କାଲି ଖୋଲିବ ସ୍କୁଲ, ପାଠପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା

ଭୁବନେଶ୍ବର : ଆସନ୍ତାକାଲି ଖୋଲିବ ସ୍କୁଲ । ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା । ଏନେଇ ସବୁ ପ୍ରସ୍ତୁତି ସରିଛି । କିପରି ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବ, ସେନେଇ ଜିଲ୍ଲାପାଳଙ୍କ ସହ ଡିଇଓ ଓ ବିଇଓଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସ୍କୁଲରେ ସାନିଟାଇଜର, ଥର୍ମାଲ ସ୍କାନିଂ ଓ…

ହକିରେ ଭାରତ ହାରିଲା: ମେରୀ କମ୍‌, ମନିକାଙ୍କ କମାଲ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ ବିଚାରକୁ ନେଲେ ମହିଳା ଖେଳାଳିମାନେ ସମ୍ମାନ ରଖିଛନ୍ତି । ହକିରେ ଭାରତୀୟ ପୁରୁଷ ଦଳ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ୧-୭ରେ ପରାଜିତ ହୋଇଛି । ଟିମ ବ୍ରାଣ୍ଡ, ଜୋଶୁଆ ବେଲ୍ଟଜ, ଡାନିଏଲ ଜେମ୍ସ, ଫ୍ଲାୟନ ଆଣ୍ଡ୍ର‌୍ୟୁ, ଜେରେମି ଥମାସ,…

‘ମନ୍ କି ବାତ୍’ରେ ସମ୍ବଲପୁରର ଇଷାକ ମୁଣ୍ଡାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଜିଲ୍ଲାର ମଫସଲ ଗାଁର ଇଷାକ ମୁଣ୍ଡାକୁ ତାରିଫ କରିଛନ୍ତି । ଦିନ ମଜୁରିଆ ଶ୍ରମିକ ଭାବରେ କାମ କରନ୍ତି ଇଷାକ । କିନ୍ତୁ ସେ କିଭଳି ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇଛନ୍ତି ସେକଥା…

ପତ୍ରରେ ୧୨ ସ୍ମାରକୀର କଳାକୃତି ଆଙ୍କି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଭରତ

ପାଟନା: ପାଟନାର ଭରତଜିତ ମାହୋତାଙ୍କ ପତ୍ର କଳାକୃତି ଏବେ ଚର୍ଚ୍ଚାର କାରଣ ସାଜିଛି । ୨୩ ବର୍ଷୀୟ ଭରତଜିତ ଦେଶର ୧୨ ସ୍ମାରକୀକୁ ପତ୍ର ଉପରେ ସାଂଉଟି ଆଣିଥିଲେ । ଏହି ଚମତ୍କାର କଳାକୃତି ଯୋଗୁ ସେ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଲକଡାଉନ ସମୟରେ ସୋସିଆଲ ମିଡିଆରେ ସେ ଏହା କଳାକୁ…

କେମିତି ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ହେଲା ହାଇଦର ?

ଭୁବନେଶ୍ୱର: ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । ହାଇଦରର କଳା ସାମ୍ରାଜ୍ୟର ତାଲିକା ଢେର ଲମ୍ବା । ଯେତିକି ଚାଞ୍ଚଲ୍ୟକର ସେତିକି ରହସ୍ୟମୟ । ଆଗରୁ ଦୁଇ ଦୁଇ ଥର ଗୁଳି ଖାଇ ବଞ୍ଚି ଯାଇଥିବା ହାଇଦର ଏଥର ଏନକାଉଣ୍ଟରରେ ନିହତ ହୋଇଛି । ୩୦ ବର୍ଷ ଧରି ଅପରାଧିକ ଦୁନିଆରେ ଜଡ଼ିତ ଥିଲା ।…