Latest Odisha News

BREAKING NEWS

Browsing Category

ଫିଚର

କେମିତି ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ହେଲା ହାଇଦର ?

ଭୁବନେଶ୍ୱର: ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । ହାଇଦରର କଳା ସାମ୍ରାଜ୍ୟର ତାଲିକା ଢେର ଲମ୍ବା । ଯେତିକି ଚାଞ୍ଚଲ୍ୟକର ସେତିକି ରହସ୍ୟମୟ । ଆଗରୁ ଦୁଇ ଦୁଇ ଥର ଗୁଳି ଖାଇ ବଞ୍ଚି ଯାଇଥିବା ହାଇଦର ଏଥର ଏନକାଉଣ୍ଟରରେ ନିହତ ହୋଇଛି । ୩୦ ବର୍ଷ ଧରି ଅପରାଧିକ ଦୁନିଆରେ ଜଡ଼ିତ ଥିଲା ।…

ଡବଲ୍ସ ସ୍କଲ୍ସ ସେମିରେ ଭାରତ, ଶୁଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅପରପକ୍ଷରେ ରୋଇଂର ଲାଇଟ ୱେଟ ଡବଲ୍ସ ସ୍କଲ୍ସରେ ଭାରତୀୟ ଯୋଡି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ରୋଇଂ: ଭାରତର ଅର୍ଜୁନ ଲାଲ ଓ ଅରବିନ୍ଦ ସିଂ ଯୋଡି ରୋଇଂ ପୁରୁଷ ଲାଇଟ ୱେଟ ଡବଲ୍ସ ସ୍କଲ୍ସ ଇଭେଂଟର…

ଜୁନ୍ ୨୦୨୨ ସୁଦ୍ଧା ସରିବ ବରମୁଣ୍ଡା ବସଷ୍ଟାଣ୍ଡ ଟର୍ମିନାଲ କାମ, ସ୍ଥିତି ପରଖିଲେ 5T ସଚିବ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି. କେ. ପାଣ୍ଡିୟାନ୍ । ଆଜି ସକାଳୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବରମୁଣ୍ଡାରେ ନିର୍ମାଣଧୀନ ଅତ୍ୟାଧୁନିକ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାମର ଅନୁଧ୍ୟାନ କରିଛନ୍ତି ।…

ହାଇଦରକୁ ଏନକାଉଣ୍ଟର ସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଥିବା ସ୍ଥଳରେ ଖୋଳତାଡ । ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ପ୍ରମାଣ ଯୋଗାଡ କରିଛି । ଖୋଳତାଡ ବେଳେ ଏନକାଉଣ୍ଟରସ୍ଥଳରୁ ମିଳିଛି ୨ଟି ଖୋକା । ଆଉ କିଛି ଖୋକା ପଡ଼ିଛି କି ନାହିଁ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ ।…

ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସରେ ଗ୍ରୁପ୍ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ସଟଲର ପି. ଭି. ସିନ୍ଧୁ । ଗ୍ରୁପ-ଜିର ପ୍ରଥମ ମୁକାବିଲାକୁ ସେ ଜିତି ନେଇଛନ୍ତି । ଇସ୍ରାଏଲର ସୋନିଆ ପୋଲିକାରପୋଓ୍ୱାଙ୍କୁ ୨୧-୭, ୨୧-୧୦ ସେଟରେ ହରାଇଛନ୍ତି । ମାତ୍ର ୨୯ ମିନିଟ ଲଢ଼େଇ ବାଜି ମାରିଛନ୍ତି…

ଆଜି ଓଡ଼ିଶାରୁ ୧୮୩୩ କରୋନା ପଜିଟିଭ୍, ୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ଧିରେ ଧିରେ କମୁଛି । ପ୍ରତିଦିନ ପାଖାପାଖି ଦୁଇ ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୩୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬୨ ଓ ଲୋକାଲ୍ କଣ୍ଟାକ୍ଟ…

ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ଯାଏ ଦିନ ୧୧ଟା ଯାଏ ୧୪୪(୨) ଧାରା ଜାରି ରହିବ…

[ଭିଡିଓ] ଓଡିଶାରେ ମାତିଛନ୍ତି ବାହାର ରାଜ୍ୟର ଗଂଜେଇ ବେପାରୀ

ଗୁଣୁପୁର: ଦିନକୁ ଦିନ ଓଡିଶାରେ ଗଂଜେଇ କାରବାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଗଂଜେଇ ଚାଲାଣରେ ସଂପୃକ୍ତ ରହୁଛନ୍ତି ବାହାର ରାଜ୍ୟର ଲୋକେ । ନିକଟରେ ପୁଣିଥରେ ରାୟଗଡାରେ ଧରାପଡିଛନ୍ତି ଏକାଧିକ ଗଂଜେଇ ବେପାରୀ । ଗିରଫଦାରୀ ସହ ଜବତ ହୋଇଛି ବିପୁଳ ପରିମାଣର ଗଂଜେଇ ଓ ନଗଦ…

ହ୍ରିତିକ, ଦୀପିକା ଅଭିନୀତ ରାମାୟଣ ଥ୍ରୀଡି ଫିଲ୍ମରୁ ଓହରିଲେ ମହେଶ ବାବୁ

ମୁମ୍ବାଇ: ରାମାୟଣ ଏବଂ ମହାଭାରତ ଉପରେ ଫିଲ୍ମ କରିବା ଟ୍ରେଣ୍ଡ ସାଜିଛି । ପ୍ରଭାସ, ଦୀପିକା ପାଦୁକୋନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଶୁଟିଂର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ମଧୁ ମଂଟେନାଙ୍କ ରାମାୟଣ ଥ୍ରୀଡି ଷ୍ଟାର କାଷ୍ଟ ଚୟନରେ ବାରମ୍ବାର ବାଧା ଉପୁଜିଛି । ଏହି ଫିଲ୍ମରେ ହ୍ରିତିକ…

ମାତିଛନ୍ତି ନର ପିଶାଚ, ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅନୁଗୁଳ: ଜଣେ କଲେଜ ଛାତ୍ରୀଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳର ଗିରିଧିବାସିଆ ଗାଁ । ଏକ ନାଳ ପାଖରେ ଥିବା ବୁଦାମୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଆଜି ସକାଳ ପ୍ରାୟ ୮ଟାବେଳେ ଘର ପାଖ ନାଳକୁ ଯୁବତୀ ଜଣକ…