Latest Odisha News

BREAKING NEWS

Browsing Category

ଫିଚର

୨୮ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: ଦୁଇ ମାସ ପରେ ଆସନ୍ତା ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି । କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଓ ଏମ୍ସରେ କୋଭିଡ୍ ରୋଗୀଙ୍କ ସଂଖ୍ୟା କମିବା ପରେ ଏହି ନିଷ୍ପତ୍ତି ହୋଇଛି । ଫଳରେ ଏଣିକି ଓପିଡିରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା ହୋଇ ପାରିବ । ଏମ୍ସରେ…

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଚାଲିଛି ସ୍ନାନ ଯାତ୍ରା । ରାତି ୨ଟାରେ ପୂଜାପଣ୍ଡା, ମୁଦିରସ୍ତ ଓ ପତି ମହାପାତ୍ର ତିନିବାଡରେ ମଙ୍ଗଳାର୍ପଣ କରିବା ପରେ…

ଦେବଙ୍କ ଗହଣେ ଦେବସ୍ନାନ

ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା । ଶାସ୍ତ୍ରଜ୍ଞଙ୍କ ମତରେ ଏହି ପବିତ୍ର ତିଥି ଉଦୟା ପୂର୍ଣ୍ଣିମା ବା ଉଦୟବ୍ୟାପିନୀ ପୂର୍ଣ୍ଣିମା ଭାବେ ବି ପରିଚିତ । ତେବେ ଲୋକାଚାରରେ ଏବଂ ଧର୍ମାଚାରରେ ଏହି ପାବନ ଦିନଟି ଦେବସ୍ନାନ ପୂର୍ଣ୍ଣିମା ରୂପେ ଅତି ପ୍ରଚଳିତ । ଏହି ତିଥିଟି ଦେବତାମାନଙ୍କ ସ୍ନାନ…

ବଳଦେବଜୀଉ ମନ୍ଦିର ନିକଟରେ ଜାରି ହେଲା ୧୪୪ ଧାରା

କେନ୍ଦ୍ରାପଡ଼ା : ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ମନ୍ଦିର ଚତୁପାର୍ଶ୍ବ, ରଥଦାଣ୍ଡ ସମେତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ…

ଟ୍ରଷ୍ଟ ଇନ ନ୍ୟୁଜ ସର୍ଭେରେ ଭାରତକୁ ୩୧ତମ ସ୍ଥାନ

ଭୁବନେଶ୍ୱର: ରଏଟର୍ସ ପକ୍ଷରୁ କରାଯାଇଥିବା ଟ୍ରଷ୍ଟ ଇନ ନ୍ୟୁଜ ସର୍ଭେରେ ଭାରତକୁ ୩୧ତମ ସ୍ଥାନ ମିଳିଛି । ରଏଟର୍ସ ଇନଷ୍ଟିଚ୍ୟୁଟ ଫର ଷ୍ଟଡି ଅଫ ଜର୍ଣ୍ଣାଲିଜିମରେ ଡିଜିଟାଲ ନ୍ୟୁଜ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ୪୬ ମିଡିଆ ମାର୍କେଟ ମଧ୍ୟରୁ ଭାରତ ୩୧ରେ ରହିଛି । ଏହାର ରିପୋର୍ଟ…

ଜୁଲାଇ ପହିଲାରୁ ପୂର୍ବତଟ ରେଳପଥରୁ ଚଳାଚଳ କରିବ ୨୨ ଯୋଡା ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ଜୁଲାଇ ପହିଲାରୁ ପୂର୍ବତଟ ରେଳପଥରୁ ଚଳାଚଳ କରିବ ୨୨ ଯୋଡା ସ୍ପେଶାଲ ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା…

ତହସିଲ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି କଂଗ୍ରେସ ଓ ଚାଷୀଙ୍କ ବିକ୍ଷୋଭ

ସୋନପୁର : ରବି ଋତୁରେ ଧାନ ବିକ୍ରି ପାଇଁ ଦେଖା ଦେଇଛି ଅନେକ ସମସ୍ୟା । ଧାନ ବିକ୍ରି ପାଇଁ ସରକାର ଚାଷୀଙ୍କୁ ମାତ୍ର ୧୨ ଦିନ ସମୟ ଦେଉଥିବାରୁ ଅନେକ ଚାଷୀଙ୍କ ଟୋକନ ବାତିଲ ହେଉଛି । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି । ଯାହାକୁ ନେଇ ଆଜି ସୋନପୁରରେ…

ରାତି ପାହିଲେ ସ୍ନାନଯାତ୍ରା, ମହାପ୍ରଭୁଙ୍କ ସେନାପଟା ଲାଗି କଲେ ସେବାୟତ

ପୁରୀ : ରାତି ପହିଲେ ସ୍ନାନଯାତ୍ରା । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ସେନାପଟା ଲାଗି କରିଛନ୍ତି ଦଇତାପତି ସେବକ । ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ରାତି ଗୋଟାଏରୁ ପହଣ୍ଡି କରିବାକୁ ହୋଇଛି ନିଷ୍ପତ୍ତି । କଟକଣାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫ଟି ସିସିଟିଭି ଜରିଆରେ…

ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୩୯ ରନର ବିଜୟ ଲକ୍ଷ୍ୟ

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍ ୧୩୯ ରନର ବିଜୟ ଲକ୍ଷ୍ୟ ରଖିଛି । ରିଜର୍ଭ ଦିବସରେ ବାକି ଥିବା ୫୩ ଓଭରରେ ନ୍ୟୁଜିଲାଣ୍ଡକୁ ଏହି ଲକ୍ଷ୍ୟ ହାସଲ କରିବାକୁ ପଡିବ । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭…

ବିପଦ ଏଡାଇବା ପାଇଁ ଟିମ୍ ଇଣ୍ଡିଆର ସଂଘର୍ଷ ଜାରୀ

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ବିପଦ ଏଡାଇବା ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନମାନେ ସଂଘର୍ଷ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିଥିଲା । ଦ୍ୱିତୀୟ…