Latest Odisha News

BREAKING NEWS

Browsing Category

ଫିଚର

କ୍ୱାରେଣ୍ଟାଇନ୍ ଶିଶୁଙ୍କ ମନମୋହକ ଆଲିଙ୍ଗନ ଦୃଶ୍ୟ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନା ମହାମାରୀ ଅନେକ ଲୋକଙ୍କୁ ଆଣିଦେଇଥିଲା ଅକସ୍ମାତ ଦୁଃଖ । ହେଲେ ସେହି ଦୁଃଖରେ ବି ଦୁନିଆ ଖୁସୀରେ ରହିବା ଶିଖିଗଲାଣି । ସୋସିଆଲ ମିଡିଆରେ ଦୁଇଟି ଶିଶୁଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ତେବେ ଭାଇରାଲ୍ ହେବାଠୁ ଅଧିକ ଏହି ଭିଡିଓର ମର୍ମ ଅନେକଙ୍କୁ ମାନସିକ…

ଶେଷ ହେଲା ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମୟୂରଭଞ୍ଜରେ ହେଉଛି ବର୍ଷା

ଭୁବନେଶ୍ବର : ଶେଷ ହୋଇଛି ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ଏବେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି । ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ।…

କ୍ୱାରେଂଟାଇନରେ ବି କଡା ଅଭ୍ୟାସ କରୁଛନ୍ତି ଟିମ୍ ଇଣ୍ଡିଆର ଯୁବ ଖେଳାଳି

ମୁମ୍ବାଇ:ଆସନ୍ତା ମାସରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ କଡା ଅଭ୍ୟାସ କରୁଛନ୍ତି । ଈଶାନ୍ତ ଶର୍ମା, ମହମ୍ମଦ ସାମି, ରିଷଭ ପନ୍ତ, ଶୁଭମନ ଗିଲ ଜିମରେ ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳିଛି । ୧୮ ଜୁନରେ ଭାରତ ଏବଂ ନ୍ୟୁଜିଲାଣ୍ଡ…

ବ୍ରହ୍ମାସ୍ତ୍ରର ୧୦ ଟିଜର, ୧୩ ମୋଶନ ପୋଷ୍ଟର୍ସକୁ ମିଳିଲା ଅନୁମତି

ମୁମ୍ବାଇ: ଧର୍ମା ପ୍ରଡକ୍ସନର ବ୍ରହ୍ମାସ୍ତ୍ର ଫିଲ୍ମ କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ରିଲିଜ ନ ହୋଇ ଅଟକି ରହିଛି । ରଣବୀର କାପୁର ଅଭିନୀତ ଏହି ଫିଲ୍ମର ୧୦ ଟିଜର ଏବଂ ୧୩ ମୋଶନ ପୋଷ୍ଟର୍ସକ୍‌ୁ କ୍ରିଏଟିଭସ ସେଂଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ଅନୁମତି ପ୍ରଦାନ କରିଛି ।…

ଆସନ୍ତୁ ଜାଣିବା କେଉଁ ଫିଲ୍ମରେ ଅକ୍ଷୟ, ରଣବୀର ଓ ଅଜୟଙ୍କୁ ଏକତ୍ର ଫାଇଟ କରୁଥିବା ଦେଖିବାକୁ ମିଳିବ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୂ ପ୍ରତୀକ୍ଷିତ ସୂର୍ଯ୍ୟବଂଶୀ ଫିଲ୍ମ ପ୍ରାୟ ୧ ବର୍ଷ ଧରି ରିଲିଜ ହୋଇପାରୁ ନାହିଁ । ରୋହିତ ଶେଟ୍ଟୀ ଏହି ପୋଲିସ ଡ୍ରାମା ଥିଏଟରରେ ରିଲିଜ କରିବାକୁ ଚାହୁଁଥିବା ବେଳେ କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରୁ ନାହିଁ । ତଥାପି ସେ ଆଉ କିଛି ଦିନ ଅପେକ୍ଷା…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଭିକ୍କିଙ୍କ ସର୍ଦ୍ଦାର ଉଧମ ସିଂ

ମୁମ୍ବାଇ:ଫିଲ୍ମ ହଲରେ ରିଲିଜ କରିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ସର୍ଦ୍ଦାର ଉଧମ ସିଂ ଟିମ୍ ଏଥର ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛନ୍ତି । ସ୍ୱାଧୀନ ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ଭିକ୍କି କୌଶଲ ଅଭିନୟ କରୁଛନ୍ତି । ଫିଲ୍ମର ଶୁଟିଂ ଗତ ବର୍ଷରୁ ସମାପ୍ତ…

୧୧ ବର୍ଷ ମଧ୍ୟରେ ଖାଇବା ତେଲର ଦାମ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଗାତାର ଦରବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଶରେ ଖାଇବା ତେଲର ଦାମ ନିୟମିତ ବଢ଼ି ଚାଲିଛି । ସରକାରୀ ତଥ୍ୟ ଅନୁସାରେ, ଚଳିତ ମାସରେ ଖାଇବା ତେଲର ଦାମ ଗତ ୧୦ ବର୍ଷ ମଧ୍ୟରେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର ଖାଦ୍ୟ ଓ…

ବାତ୍ୟା ଯିବା ପରେ ପୁନରୁଦ୍ଧାର ଜୋରଦାର: ଲାଗିଛନ୍ତି ଉଦ୍ଧାରକାରୀ ଟିମ୍, ଦେଖନ୍ତୁ ଫଟୋ

ଭୁବନେଶ୍ୱର: ବାତ୍ୟା ୟାସ୍ ଓଡ଼ିଶା ଉପକୂଳ ଛାଡୁଛି । ତିନି ଚାରି ଘଣ୍ଟା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରକୋପ ଦେଖାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୟାସ୍ ପ୍ରଭାବ ପକାଇଛି । ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ବିଭିନ୍ନ…

ସିଲେରୁ ନଈରେ ଡଙ୍ଗା ବୁଡ଼ି ଘଟଣା, ନିଖୋଜ ୨ ଜଣଙ୍କ ମୃତଦେହ ଠାବ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି । ଗତକାଲି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଥିଲେ । ଗତକାଲି ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ୫ ଜଣ ଶିଶୁଙ୍କ ସହ ଜଣେ ମହିଳା ଥିଲେ। ଗତ ୬ ମାସ ତଳେ…

କରୋନା ରେଡ୍ ଜୋନରୁ ବାହାରିଲା ନୂଆପଡ଼ା ଜିଲ୍ଲା, ରେଡ୍ ଜୋନରେ ୨୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୨ ହଜାର ରହୁଛି । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏବେ ଖସିବାରେ ଲାଗିଛି ଦୈନିକ ସଂକ୍ରମଣ । କରୋନା ରେଡ୍ ଜୋନରୁ ବାହାରିଛି ନୂଆପଡ଼ା ଜିଲ୍ଲା । ୟେଲୋ ଜୋନକୁ ଆସିଛି । ଅର୍ଥାତ କରୋନାକୁ ତାବୁ ପାଉଛି…