Latest Odisha News

BREAKING NEWS

Browsing Category

ଫିଚର

[ଭିଡ଼ିଓ] ରାସ୍ତାରେ ବିକୁଥିଲା ମୋଜା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଡାକରା !

ଲୁଧିଆନା: ରାସ୍ତାରେ ବୁଲୁଥିଲା ଜଣେ ପଂଜାବୀ ନାବାଳକ । ବୁଲିବୁଲି ବିକୁଥିଲା ମୋଜା । ଖାସ ନିଜ ପରିବାରକୁ ସାମାନ୍ୟ ଆର୍ଥିକ ସହାୟତା ଦେବା ପାଇଁ । ଗତକାଲିର ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଅନେକଙ୍କ ମନରେ ଛାପିଥିଲା କରୋନା ଭୟାବହତା ଓ ଲକଡାଉନ୍ ପ୍ରଭାବର…

ମଠାଧୀଶଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୨ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିଶିମୁଣ୍ଡା ଗାଁ ରାଧାକୃଷ୍ଣ ମଠର ମଠାଧିଶ ବାବା କୃଷ୍ଣଚନ୍ଦ୍ର ଦାଶଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବାବାଙ୍କ ସମ୍ପର୍କୀୟ ଦୁଇ ପୁତୁରା ଅମିତ ଓରଫ ଶମ୍ଭୁ ଭୂଷଣ ମିଶ୍ର ଓ…

ଭୁବନେଶ୍ବରରୁ ଆଉ ୧୦୩୪ ପଜିଟିଭ୍ ଚିହ୍ନଟ, ୧୦୧୯ ସୁସ୍ଥ

ଭୁବନେଶ୍ବର : ମହାମାରୀ ଭିତରେ ଚିନ୍ତା ବଢ଼ାଇଛି ଭୁବନେଶ୍ବର । ସଂକ୍ରମଣରେ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୩୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୪ ଜଣ ଥିବା ବେଳେ,…

ରାଜ୍ୟରେ ଖସୁଛି ପାରଦ, କେବଳ ୪୦ ଡିଗ୍ରୀ ଉପରେ ବୌଦ୍ଧ ସହର

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ମିଳିଛି ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ହିନ୍ଦୁ ରାଓ ଡାକ୍ତରଖାନାରୁ ଲୁଚି କରି ପଳାଇ ଗଲେ ୨୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । ମାତ୍ର କେତେକଙ୍କ ଦାୟିତ୍ୱ ହୀନତା ଯୋଗୁ କରୋନା ସହଜରେ ଆମକୁ ଛାଡି ଯାଉ ନାହିଁ । ଶନିବାର ଉତର ନଗର ନିଗମ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ଡାକ୍ତରଖାନାରୁ ୨୩ କରୋନା ସଂକ୍ରମିତ ଲୁଚି…

କରୋନାରୁ ସୁସ୍ଥ ହେଲେ ଆଉ ୭୬୬୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୬୬୪ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରୁ…

ଭାରତର ୪ର୍ଥ ମହିଳା ରେସଲର ଭାବେ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ସୀମା

ନୂଆଦିଲ୍ଲୀ: ଭାରତର ୪ର୍ଥ ମହିଳା ରେସଲର ଭାବେ ସୀମା ବିସଲା ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭିନେଶ(୫୩ କିଗ୍ରା), ଅଂଶୁ ମଲିକ (୫୭କିଗ୍ରା) ଓ ସୋନମ ମଲିକ (୬୨କିଗ୍ରା) ଅଲିମ୍ପିକ ଟିକେଟ କାଟି ସାରିଥିଲେ । ବିଶ୍ୱ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ୫୦…

ପେସ ବୋଲର ପ୍ରସିଦ୍ଧ କରୋନା ସଂକ୍ରମିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ପ୍ରିସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ । ସେ କୋଲକାତାର ୪ର୍ଥ ଖେଳାଳି ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଙ୍ଗାଲୋରରେ ନିଜ ଘରେ ସେ ଆଇସୋଲେଶନରେ ରହିଛନ୍ତି ।…

ଆଇଓସିର ଦୃଢ଼ୋକ୍ତି, ଟୋକିଓ ଅଲିମ୍ପିକ୍ସ ନିଶ୍ଚିତ ହେବ !

ଟୋକିଓ: କରୋନା ମହାମାରୀର ଦ୍ୱିତୀୟ ଲହରୀ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ଉପୁଜୁଛି । ଏପରିକି ଜାପାନ ଜନସାଧାରଣ ଧିରେ ଧିରେ ଏଥିପ୍ରତି ବିମୁଖ ହେଲେଣି । ଏହି ଅବସରରେ କିନ୍ତୁ ଶନିବାର ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦୃଢ଼ ଭାବରେ କହିଛି ସେ ଯାହା ବି ହେଉ ଟୋକିଓ…

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ 2-DG ଔଷଧ ବ୍ୟବହାର ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଆଉ ଏକ ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ (2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍…