Latest Odisha News

BREAKING NEWS

Browsing Category

ଫିଚର

ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ

ତାଳଚେର : ତାଳଚେର କଣିହାଁ ଥାନା କଂସମୁଣ୍ତା ଗାଁରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ କଂସାମୁଣ୍ଡା ଗାଁର ଘନଶ୍ୟାମ ନାଏକଙ୍କ ପତ୍ନୀ ମାଳତୀ ନାଏକ । ଆଜି ବର୍ଷା ପବନ ଆସିବା ପରେ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ମାଳତୀ । କିନ୍ତୁ…

ବାହାଘର ପ୍ରୋସେସନ ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

ଗଜପତି : ଗଜପତି ଆର.ଉଦୟଗିରି ଥାନା ଛେଳିଗଡ଼ ଗାଁ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । ବାହାଘର ପ୍ରୋସେସନ ଚାଲିଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ପ୍ରୋସେସନ ଚାଲିଥିଲା । କିନ୍ତୁ ଘଟଣାସ୍ଥଳରେ ଆର.ଉଦୟଗିରି ତହସିଲଦାର…

୧୪ ଦିନ ପାଇଁ ପୂରା ଲକଡାଉନ୍ ହେବ କର୍ଣ୍ଣାଟକ

କର୍ଣ୍ଣାଟକ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା। ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ମୁକାବିଲା ପାଇଁ ଲକଡାଉନ ସାଙ୍ଗକୁ କର୍ଫ୍ୟୁ ବି ଲାଗୁ ହୋଇଛି । ତେବେ କର୍ଣ୍ଣାଟକରେ ମାମଲା ବଢୁଥିବାରୁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

ଦକ୍ଷିଣ ଆଫ୍ରିକାରେ ମିଳିଲା ୭୮୦୦୦ ବର୍ଷ ତଳର କବର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କେନିୟାର ଏକ ଗୁମ୍ଫାରେ ୭୮୦୦୦ ବର୍ଷ ତଳର ଏକ କବର ମିଳିଛି । ଯାହାକୁ ଆଫ୍ରିକାର ସବୁଠାରୁ ପୁରୁଣା କବର ଭାବେ ବିବେଚନା କରାଯାଇଛି । ଏଥିରେ ଗୋଟିଏ ଛୋଟ ପିଲାର ଶବର ପାଦ ଏବଂ ଛାତିକୁ ମୋଡିକରି ପୋତା ଯାଇଥିଲା । ପିଲାଟି ପୁଅ କିମ୍ବା ଝିଅ ତାହା ସ୍ପଷ୍ଟ…

ରବିବାରରୁ ଗୋଆରେ ୧୫ ଦିନିଆ କର୍ଫ୍ୟୁ

ପାଣାଜୀ : ଦେଶରେ ଦିନକୁ ଦିନ ବଢୁଛି ମହାମାକରରୀ କରୋନାର ପ୍ରକୋପ । ଆକ୍ରାନ୍ତ ସଂଖ୍ୟା ସାଙ୍ଗକୁ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ କିପରି ସଂକ୍ରମଣକୁ ରୋକାଯିବ ସେଥିପାଇଁ ଅନେକ ରାଜ୍ୟରେ ଲାଗୁ ହେଲାଣି ଲକଡାଉନ୍ । ଏବେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଗୋଆରେ…

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ମିଳିଲା ଅନୁମତି । ୧୫ ଜଣ ସେବାୟତଙ୍କୁ ନେଇ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ତେବ ଚନ୍ଦନ ଯାତ୍ରା ପାଇଁ ସମସ୍ତ ସେବାୟତଙ୍କର ୪୮ ଘଣ୍ଟା ଭିତରେ ଆରଟିପିସିଆର…

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ରୋଇଂ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ରୋଇଂ ଟିମ୍ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏସିଆ-ଓସେନିଆ କଂଟିନେଟାଂଲ କ୍ୱାଲିଫାଇଙ୍ଗ ଇଭେଂଟରେ ଭାରତୀୟ ଟିମ୍ ଅର୍ଜୁନ ଲାଲ-ଅରବିନ୍ଦ ରୌପ୍ୟ ପଦକ ଜିତି ଏହି ସଫଳତା ହାସଲ କରିଛନ୍ତି । ସିଙ୍ଗଲ୍ସରେ ଜାଖର ଖାଁ ୪ର୍ଥ ସ୍ଥାନରେ ରହିବା…

ଭୁବନେଶ୍ବରରୁ ଆଉ ୧୦୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ ଦୃତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୪୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି…

ସୋନପୁରରେ ସର୍ବାଧିକ ତାତି, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ବର : ପୁଣି ବଢ଼ିଲା ପାରଦ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ୪୦.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଟିଟିଲାଗଡ଼ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର…

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ:ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଚୟନ କମିଟି ଶୁକ୍ରବାର ଦଳ ଘୋଷଣା କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୨୦ ଜଣିଆ ଏହି ଦଳରେ ୬ ପେସ ବୋଲର ଏବଂ ୩ ସ୍ପିନର ରହିଛନ୍ତି । ପ୍ରଥମ ଥର ପାଇଁ ହେଉଥିବା ଟେଷ୍ଟ…