Latest Odisha News

BREAKING NEWS

Browsing Category

ଫିଚର

ରବିବାରରୁ ଗୋଆରେ ୧୫ ଦିନିଆ କର୍ଫ୍ୟୁ

ପାଣାଜୀ : ଦେଶରେ ଦିନକୁ ଦିନ ବଢୁଛି ମହାମାକରରୀ କରୋନାର ପ୍ରକୋପ । ଆକ୍ରାନ୍ତ ସଂଖ୍ୟା ସାଙ୍ଗକୁ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ କିପରି ସଂକ୍ରମଣକୁ ରୋକାଯିବ ସେଥିପାଇଁ ଅନେକ ରାଜ୍ୟରେ ଲାଗୁ ହେଲାଣି ଲକଡାଉନ୍ । ଏବେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଗୋଆରେ…

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ମିଳିଲା ଅନୁମତି । ୧୫ ଜଣ ସେବାୟତଙ୍କୁ ନେଇ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ତେବ ଚନ୍ଦନ ଯାତ୍ରା ପାଇଁ ସମସ୍ତ ସେବାୟତଙ୍କର ୪୮ ଘଣ୍ଟା ଭିତରେ ଆରଟିପିସିଆର…

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ରୋଇଂ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ରୋଇଂ ଟିମ୍ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏସିଆ-ଓସେନିଆ କଂଟିନେଟାଂଲ କ୍ୱାଲିଫାଇଙ୍ଗ ଇଭେଂଟରେ ଭାରତୀୟ ଟିମ୍ ଅର୍ଜୁନ ଲାଲ-ଅରବିନ୍ଦ ରୌପ୍ୟ ପଦକ ଜିତି ଏହି ସଫଳତା ହାସଲ କରିଛନ୍ତି । ସିଙ୍ଗଲ୍ସରେ ଜାଖର ଖାଁ ୪ର୍ଥ ସ୍ଥାନରେ ରହିବା…

ଭୁବନେଶ୍ବରରୁ ଆଉ ୧୦୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ ଦୃତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୪୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି…

ସୋନପୁରରେ ସର୍ବାଧିକ ତାତି, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ବର : ପୁଣି ବଢ଼ିଲା ପାରଦ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ୪୦.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଟିଟିଲାଗଡ଼ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର…

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ:ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଚୟନ କମିଟି ଶୁକ୍ରବାର ଦଳ ଘୋଷଣା କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୨୦ ଜଣିଆ ଏହି ଦଳରେ ୬ ପେସ ବୋଲର ଏବଂ ୩ ସ୍ପିନର ରହିଛନ୍ତି । ପ୍ରଥମ ଥର ପାଇଁ ହେଉଥିବା ଟେଷ୍ଟ…

ଚୂଡ଼ାନ୍ତ ହେଲେ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପଦ୍ଧତି

କଟକ : ଚୂଡ଼ାନ୍ତ ହେଲା ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପଦ୍ଧତି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମ ଶ୍ରେଣୀର ଷାଣ୍ମାଷିକ ଓ ବାର୍ଷିକ ଫଳାଫଳକୁ ବିଚାର କରାଯିବ । ସେହିପରି ଦଶମର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ଫଳାଫଳକୁ ମଧ୍ୟ ବିଚାରକୁ…

କିଏ ରାଗି କରି କହିଲେ ରାକ୍ଷସୀ ମମତା ତୁମ ଅନ୍ତର ସମୟ ଆସିଗଲା

ମୁମ୍ବାଇ: ବଲିଉଡର ବିବାଦୀୟ କୁଇନ ରଙ୍ଗନା ରାନାୱତ ପଶ୍ଚିମବଙ୍ଗରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବାରୁ ରାଗି ଯାଇଛନ୍ତି । ସେ ଲେଖିଛନ୍ତି ବିଡମ୍ବନା ଏହା କି ରକ୍ତର ହୋଲୀ ଖେଳୁଥିବା ରାକ୍ଷସୀ ମମତା ମୋତେ ତାଙ୍କ କ୍ଷମତା ଦେଖାଉଛନ୍ତି । ହତ୍ୟାକାରୀ ମୋତେ କମ୍ୟୁନାଲ ୱାଇଲ୍ଡସ କହୁଛି ।…

ଟ୍ରେନ୍ ଯାତ୍ରା ପାଇଁ ରେଳବାଇ ଜାରି କଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍

ଭୁବନେଶ୍ବର : ସାରା ଦେଶରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ଦେଶ୍ୟରେ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ବା ଏସଓପି ଜାରି କରିଛି ରେଳ ମନ୍ତ୍ରଣାଳୟ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ…

ପୃଥିବୀ ଉପରେ ଖସିପାରେ ଚୀନ ରକେଟର ବଡ଼ ଭଗ୍ନାଂଶ

ନୂଆଦିଲ୍ଲୀ: ଚୀନର ଏକ ରକେଟର ଭଗ୍ନାଂଶ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଯାହା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏହି ଭଗ୍ନାଂଶ ପୃଥିବୀ ଉପରେ ଖସିପାରେ । ତେବେ ଭଗ୍ନାଂଶ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଖସିବ ତାହା ସ୍ପଷ୍ଟ ହୋଇନାହିଁ । ଚୀନ୍ ଏପ୍ରିଲ ୨୯ରେ ଚୀନ ରକେଟ୍ ୫ବିର ଉତକ୍ଷେପଣ…