Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରରେ ଆଜିଠୁ ନୂଆ SOPରେ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ନୂଆ ନିୟମ । ଜଗା ଦର୍ଶନ ପାଇଁ କଡାକଡି ପାଳନ କରାଯାଉଛି ଗାଇଡଲାଇନ୍ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ନେଇ ନୂଆ ଏସଓପି ଜାରି କରିଥିଲା ପ୍ରଶାସନ । ଆଜିଠୁ ରାଜ୍ୟ ବାହାର ଭକ୍ତଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ କିମ୍ବା…

ରାଜ୍ୟରୁ ସୁସ୍ଥ ହେଲେ ୧୩୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୧୩୦୯ ଜଣ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ତେବେ ସୁନ୍ଦରଗଡ଼ରୁ ଆଜି ସର୍ବାଧିକ ୨୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । ତାତି ବଢ଼ିବା ସହ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୫ ସହର । ତେବେ ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସୁବୁଠୁ ଉତ୍ତପ୍ତ ସହର ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବାଲେଶ୍ବରରେ ତାପମାତ୍ରା…

ଭୁବନେଶ୍ବରରୁ ୩୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୩୮ ଜଣ କରୋନା ଆକ୍ରାନ୍ତ । ସ୍ଥାନୀୟ ଅଞ୍ଚଳରୁ ୨୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, କ୍ବାରେଣ୍ଟାଇନରୁ ୪୮ ଜଣ ପଜିଟିଭ୍ ଅଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି…

ଆଇପିଏଲ: କମାଲ କଲେ ବାଙ୍ଗାଲୋର ବୟ

ଚେନ୍ନାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଏଠାରେ ରବିବାର ଅନୁଷ୍ଠିତ ମୁକାବିଲାରେ ବାଙ୍ଗାଲୋର ୩୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଗ୍ଲେନ ମ୍ୟାକ୍ସୱେଲ(୭୮) ଓ ଏବି ଡିଭିଲର୍ସ(୭୬…

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା

ଗଞ୍ଜାମ : ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ପାଇଁ ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଯଦି…

ଶ୍ରୀମନ୍ଦିରରେ ରକ୍ତଛିଟା, ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ କରାଯାଇଛି ମହାସ୍ନାନ । ଆଜି ଶ୍ରୀମନ୍ଦିରରେ ଦୁଇ ଜଣ ଜେଟିପି ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଗଣ୍ଡଗୋଳରେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ…

ମ୍ୟାକ୍ସୱେଲ, ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇ:ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡିଭିଲର୍ସ ବିସ୍ପୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖର ରଖିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି…

ଆସନ୍ତୁ ଜାଣିବା ବଲିଉଡ ସେଲିବ୍ରେଟିଙ୍କ ଭୟ ବିଷୟରେ

ମୁମ୍ବାଇ: ବଲିଉଡ ସେଲିବ୍ରେଟିଙ୍କ ବିଷୟରେ ପ୍ରଶଂସକମାନେ ସବୁ କିଛି ଜାଣିବାକୁ ଚାହାନ୍ତି । ତେବେ ଏହି ସେଲିବ୍ରେଟିମାନେ ମଧ୍ୟ ଭୟ କରନ୍ତି । ଆସନ୍ତୁ ଜାଣିବା କେତେକ ସେଲିବ୍ରେଟି ଭୟ ବିଷୟରେ.. ଶାହାରୁଖ ଖାଁ : ବଲିଉଡ ସୁପରଷ୍ଟାର ହାତ ଉଠାଇ ସ୍ୱତନ୍ତ୍ର ଷ୍ଟାଇଲରେ ଛିଡା ହେବା ଆଇକନିକ…

ସୁନା ଜିତିଲେ ଓଡିଆ ଝିଅ ଝିଲି

ଭୁବନେଶ୍ୱର: ତାସକେଂଟରେ ଅନୁଷ୍ଠିତ ଏସିଆନ୍ ଭାରୋତୋଳନ ଚାମ୍ପିୟନଶିପରେ ବାଜି ମାରିଛନ୍ତି ଓଡିଆ ଝିଅ ଝିଲି ଦଳବେହେରା । ସେ ୪୫ କେଜି ବିଭାଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୬୯ ଓ କ୍ଲିନ ଆଣ୍ଡ ଜର୍କରେ ୮୮ କେଜି ଭାର ଉଠାଇଥିଲେ । ୨ଟି ଯାକ ବିଭାଗରେ ସେ ମୋଟ…