Latest Odisha News

BREAKING NEWS

Browsing Category

ଫିଚର

କୋଭିଡ୍ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାର ଉପରେ ନଜର ରଖିବ ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା କାଳରେ ଔଷଧ କଳାବଜାର କରୁଥିଲେ ସାବଧାନ ହୁଅନ୍ତୁ । ନଚେତ୍ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାର ରୋକିବାକୁ ଗଠନ ହୋଇଛି ୨୩ଟି ସ୍ପେଶାଲ୍ ସ୍କ୍ୱାଡ୍ । ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । ଏନେଇ ଆଜି ସୂଚନା ଦେଇଛନ୍ତି…

ରାଜସ୍ଥାନରେ ୧୫ ଦିନ ଲକଡାଉନ୍, କିଛି କ୍ଷେତ୍ରରେ କଟକଣା କୋହଳ

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଲାଗିଲା ଲକଡାଉନ୍ । ଆଜିଠାରୁ ୧୫ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଆସନ୍ତା ମେ ୩ ତାରିଖ ଯାଏ ଲକଡାଉନ୍ ଜାରି ରହିବ । ତେବେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହି…

ଦିଲ୍ଲୀକୁ ଫେରିଲା ଲକଡାଉନ୍: ଆଜି ରାତି ୧୦ଟାରୁ ସପ୍ତାହେ ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଉଛି । ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କରୋନା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ । ବହୁବାର ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଟ୍ୱିଟ୍ କରି ନିଜେ ପ୍ରଦୀପ୍ତ ନାଏକ ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରିବା ପାଇଁ…

ରାହୁଲଙ୍କ ପରେ ମମତା: କୋଲକାତାରେ ଆଉ ପ୍ରଚାର କରିବେ ନାହିଁ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି । ଏପଟେ କରୋନା କାୟା ବି ବଢୁଛି । ଏଭଳି ସ୍ଥିତିରେ କୋଲକାତାରେ ଆଉ ପ୍ରଚାର ଅଭିଯାନ କରିବେ ନାହିଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ଟିଏମସି ନେତା ଡେରେକ୍ ଓ’ବ୍ରାଏନ୍ ସୂଚନା ଦେଇଛନ୍ତି…

ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ: ଦିନକରେ ୨ଲକ୍ଷ ୭୩ହଜାର ପଜିଟିଭ୍, ୧୬୧୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଉଛି କରାଳ ରୂପ । ଦୈନିକ ସଂକ୍ରମଣ ୩ଲକ୍ଷ ମୁହାଁ ହେଲାଣି । ପ୍ରତିଦିନ ରେକର୍ଡ କରୁଛି କରୋନା କାୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୭୩ହଜାର ୮୧୦ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହି ସମୟରେ ମହାମାରୀ ନେଇଛି…

ଆଜିଠୁ ରାଜ୍ୟ ବାହାରକୁ ଗଡ଼ିବନି ବସ୍, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡ଼ାକଡ଼ି ହେଲାଣି । ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ସେବା । ଓଡ଼ିଶାରୁ ବାହାର ରାଜ୍ୟକୁ କୌଣସି ବସ୍ ଯିବ ନାହିଁ କି ସେଠାରୁ ବସ୍ ଓଡ଼ିଶା ଆସିବ ନାହିଁ । କିନ୍ତୁ ରାଜ୍ୟ ଭିତରେ ବସ୍ ଚଳାଚଳରେ କୌଣସି କଟକଣା ନାହିଁ ।…

ଭାରତରୁ ବିମାନ ଉଡାଣ ଉପରେ ଦୁଇ ସପ୍ତାହ କଟକଣା ଲଗାଇଲା ଏହି ଦେଶ

ହଂକଂ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ବ୍ୟାପୁଥିବାରୁ ବିମାନଯାତ୍ରା ଉପରେ କଟକଣା ଲଗାଇଲା ହଂକଂ । ଭାରତରୁ ସମସ୍ତ ବିମାନ ସେବା ଉପରେ ଆସନ୍ତା ଦୁଇ ସପ୍ତାହ ଯାଏ କଟକଣା ଜାରି କରିଛି । ଭାରତ ସମେତ ପାକିସ୍ତାନ ଓ ଫିଲିପାଇନ୍ସରୁ ବିମାନ ସେବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ହଂକଂ…

ଓଡ଼ିଶାରୁ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ଘାତକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ରାଜ୍ୟରେ ସଂକ୍ରମଣ ସହ ପୁଣି ଥରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୪ ଆକ୍ରାନ୍ତଙ୍କ ଜୀବନ ନେଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଝାରସୁଗୁଡ଼ା ଓ…

କରୋନାର ଲମ୍ବା ଲମ୍ଫ: ଓଡ଼ିଶାରେ ୪୦୦୦ ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ମାରୁଛି ଲମ୍ବା ଡିଆଁ । ଦିନକରେ ସଂକ୍ରମଣ ୪ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪ହଜାର ୪୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫ଶହ ୭୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮ଶହ ୭୧ଟି ।…