Latest Odisha News

BREAKING NEWS

Browsing Category

ଫିଚର

ଆଜି ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଆସୁଛନ୍ତି ରାଷ୍ଟ୍ରପତି

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱରରୁ ବାହାରି ସକାଳ ୯ଟା ୫ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିବେ । ପାଖାପାଖି ୪୦ ମିନିଟ ମନ୍ଦିର ଭିତରେ ରହିବେ ରାଷ୍ଟ୍ରପତି । ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ଯିବେ ।…

ଜଙ୍କିଆରେ ବୋମା ସହ ଟେକା ପଥର ମାଡ଼, ୫ ଆହତ

ଟାଙ୍ଗି : ଟାଙ୍ଗି ଜଙ୍କିଆ ଥାନା ଓଳସିଂ ପଞ୍ଚାୟତ ଡମଣଭୂମି ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ବୋମାମାଡ଼ ସାଙ୍ଗକୁ ଟେକା ପଥର ମାଡ଼ କରିଛନ୍ତି । ଟେକା ପଥର ମାଡ଼ରେ ୫ ଜଣ ଆହତ ହୋଇଚନ୍ତି । ସମସ୍ତ…

ଟିମ୍ ଇଣ୍ଡିଆ ଦଣ୍ଡିତ

ଅହମ୍ମଦାବାଦ: ୫ମ ଟି୨୦ରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ୩-୨ରେ ସିରିଜ ହାତେଇ ନେଇଛି । ତେବେ ଅନ୍ତିମ ଦିନିକିଆରେ ଧିମା ବୋଲିଂ ହାର ନେଇ ଟିମ୍ ଇଣ୍ଡିଆ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛି । ଜରିମାନା ବାବଦକୁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ…

ବିଜେପିକୁ ରାକ୍ଷାସଙ୍କ ଦଳ କହିଲେ ଦିଦି

କୋଲକାତା: ଆଗାମୀ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇପଡିଥିଲା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଭାରତୀୟ ଜନତା ପାର୍ଟିକୁ ଅଶାନ୍ତି ଏବଂ ଆତଙ୍କବାଦୀ ଦଳ ବୋଲି କହିଛନ୍ତି। ପଶ୍ଚିମବଙ୍ଗର ନନ୍ଦକୁମାର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ମମତା…

ଆସନ୍ତାକାଲି ପୁରୀ ଓ କୋଣାର୍କ ଯିବେ ରାଷ୍ଟ୍ରପତି

ପୁରୀ : ଆସନ୍ତାକାଲି ପୁରୀ ଓ କୋଣାର୍କ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗସ୍ତ ପୂର୍ବରୁ ବରିଷ୍ଠ ପୋଲିସ ଅଧିକାରୀ…

ପ୍ରମୋଦ, ସ୍ୱୟମ୍ସ, ପଂଚାନନ ଓ ଅରୁଣଙ୍କୁ ମିଳିଲା ସମ୍ମାନଜନକ ଓସଜା ପୁରସ୍କାର

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡମିଂଟନ ତାରକା ପ୍ରମୋଦ ଭଗତ(୨୦୧୯), ଚେସ୍ ଗ୍ରାଣ୍ଡମାଷ୍ଟର ସ୍ୱୟମ୍ସ ମିଶ୍ର(୨୦୨୦)ଙ୍କୁ ରବିବାର ଆୟୋଜିତ ଏକ ନିରାଡମ୍ବର ପରିବେଶରେ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଖେଳାଳିରୁ ସଫଳ ପ୍ରଶିକ୍ଷକ…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି

କୋଲକାତା : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଇସ୍ତାହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳୀୟ ଇସ୍ତାହାର ଜାରି କରିଛନ୍ତି । ଇସ୍ତାହାର ପ୍ରକାଶ ସମୟରେ ଶାହା କହିଛନ୍ତି, ବିଜେପି ପଶ୍ଚିମବଙ୍ଗ ଲୋକଙ୍କ ଇଚ୍ଛା ପୂରଣ କରିବ । ଆମେ ଏହି…

ରାଜସ୍ଥାନର ୮ଟି ସହରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହେଲାଣି କଟକଣା । ଏହି କ୍ରମରେ ରାଜସ୍ଥାନ ସରକାର ରାଜ୍ୟର ୮ଟି ସହରରେ ଲାଗୁ କରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ମହାମାରୀ ପାଇଁ ଆଜମେର,…

ଆସନ୍ତୁ ଜାଣିବା ଭାରତ-ଇଂଲଣ୍ଡ ଟି୨୦ ସିରିଜର ୧୨ ରେକର୍ଡ ବିଷୟରେ

ମେଟେରା: ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ବିଜୟ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଆସନ୍ତୁ ଜାଣିବା ଏହି ସିରିଜରେ ୧୨ଟି ରେକର୍ଡ ବିଷୟରେ- ୧.ବିରାଟ କୋହଲି ଅଧିନାୟକ ଭାବେ ସର୍ବାଧିକ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ କେନ…

ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ସମାଲୋଚନା: ମୁଁ ପ୍ରକୃତ ଦେଶଭକ୍ତ, ହାରମଖୋର ନୁହେଁ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ରବିବାର ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ଆଣିଥିବା ଅଭିଯୋଗ ଏବେ ସାରା ଭାରତରେ ରାଜନୈତିକ ଝଡ ସୃଷ୍ଟି କରିଛି । ଏହାକୁ ଟାର୍ଗେଟ କରି କଙ୍ଗନା…