Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ୨୪ ଘଣ୍ଟାରେ ଏସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଆଦି ଜିଲ୍ଲାରେ…

ରାଜ୍ୟରେ ପୁଣି ଶହେ ମୁହାଁ ଦୈନିକ କରୋନା କେସ୍, ଆଜି ୯୮ ପଜିଟିଭ୍

ଭୁବନେଶ୍ୱର: ମାଡୁଛି ମହାମାରୀ । ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆଜି ରାଜ୍ୟରେ ବି ବଢ଼ିଛି ଦୈନିକ କରୋନା କେସ୍ । ଓଡ଼ିଶାରେ ସଂକ୍ରମଣ ପୁଣି ଥରେ ଶହେ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ…

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, କୋଭିଡ୍ କଟକଣାରେ ପାଳନ ହେବ

ବ୍ରହ୍ମପୁର: କରୋନା କଟକଣାରେ ଚଳିତବର୍ଷ ହେବ ବ୍ରହ୍ମପୁରର ମାଆ ଠାକୁରାଣୀ ଯାତ୍ରା । ଏଥିପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ହେବ । ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ଯାତ୍ରା…

NIT ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ରାଷ୍ଟ୍ରପତି

ରାଉରକେଲା: ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି, ଯାହା ନିଜକୁ ସନ୍ତୁଷ୍ଟ କରେ ତାହା କରିବା ପାଇଁ ବାଛନ୍ତୁ ଜ୍ଝ ଏମିତି କର ଯାହା ତୁମକୁ ନିଜ ଆକାଂକ୍ଷା ପୂରଣ ଦିଗର୍ ଅଧିକ ନିକଟତର କରିବ ।…

କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ

ଅନୁଗୁଳ : ସାତକୋଶିଆରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ଆଜି ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବ । ଏଥି ପାଇଁ ଏକ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି । ଆଜି ଅପରାହ୍ନ ସୁଧା ଏହି ବିଶେଷଜ୍ଞ ଦଳ ଅନୁଗୁଳରେ ପହଞ୍ଚିବେ । ସାତକୋଶିଆ ବନ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଇଗୁଡା…

ଘଣ୍ଟାଏ ଧରି ଆକାଶରେ ଚକ୍କର ମାରିଲା ବିମାନ, ୩ ଥର ଅବତରଣ ବିଫଳ

ନୂଆଦିଲ୍ଲୀ: ଭାବନ୍ତୁ ଆପଣ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି । ଅଥଚ ବିମାନ ଅବତରଣ କରିପାରୁନାହିଁ । ପ୍ରାୟ ଗୋଟିଏ ଘଣ୍ଟା ଧରି ଅବତରଣ ଉଦ୍ୟମ କରି ବିଫଳ ହେଉଛି ବିମାନ । ତା’ପରର ଅବସ୍ଥା କଣ ହେବ ଆପଣଙ୍କର ? ନିଶ୍ଚୟ ମନରେ ଆଶଙ୍କା ସହ ଆପଣଙ୍କ ହୃଦସ୍ପନ୍ଦନ ବଢ଼ିଯିବ । ଏମିତି…

IPLରେ କେତେ ନମ୍ବରରେ ବ୍ୟାଟିଂ କରିବେ ବିରାଟ କୋହଲି ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ…

ଭାରତର ଭ୍ୟାକ୍ସିନ୍ କୂଟନୀତି, ଫେଲ୍ ମାରୁଛି ସେରମ !

ନୂଆଦିଲ୍ଲୀ: ଭାରତର ଭ୍ୟାକ୍ସିନ କୂଟନୀତିକୁ ଝଟକା ! ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିନି ଗୋଟି ରାଷ୍ଟ୍ରକୁ ଚିଠି ଲେଖିଛି । ଆଗାମୀ ମାସରେ ଭ୍ୟାକ୍ସିନ୍ ଯୋଗାଣ କରିବା ନେଇ ଅସମର୍ଥତା ଦର୍ଶାଇଛି ସେରମ । ବିଦେଶକୁ ଭ୍ୟାକ୍ସିନ୍ ରପ୍ତାନୀ ନେଇ ଥିବା ନୀତି ଏବଂ ଅନ୍ୟ ଦେଶର ଭ୍ୟାକ୍ସିନ୍…

ଦେଶରେ ପୁଣି ୩ଲକ୍ଷ ଟପିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟା ପାଖାପାଖି ୪୪ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ହଜାର ୮୪୬ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୧୯୭ ଜୀବନ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୫ ଲକ୍ଷ ୯୯ହଜାର…

ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ୮୦ ରନର ପାଳି ଖେଳି କୋହଲି କଲେ ନୂଆ ରେକର୍ଡ

ଅହମଦାବାଦ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଏକ ରୋମାଞ୍ଚକାର ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ୱେଣ୍ଟିରେ ଅପରାଜିତ ୮୦ ରନ୍ କରିଛନ୍ତି କୋହଲି । ଭାରତ ପଞ୍ଚମ ମ୍ୟାଚରେ ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଇନିଂସରେ ଆଉ…