Latest Odisha News

BREAKING NEWS

Browsing Category

ଫିଚର

୨୮ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ଆସନ୍ତା ୨୮ ତାରିଖରୁ ସମଗ୍ର ମହାରାଷ୍ଟ୍ରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ନାଇଟ୍…

ମଣିଷ ଶରୀରରୁ ବାହାର କରାଗଲା ୫୯ ଫୁଟର ପରଜୀବୀ, ଡାକ୍ତରମାନେ ବି ଚକିତ

ନୂଆଦିଲ୍ଲୀ: ଥାଇଲାଣ୍ଡର ଏକ ବ୍ୟକ୍ତିଙ୍କ ଶରୀରରୁ ୫୯ ଫୁଟ ଲମ୍ବାର ପରଜୀବୀ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି । ହଁ ଆପଣମାନେ ଠିକ୍ ପଢ଼ୁଛନ୍ତି ଏତେ ବଡ ପରଜୀବୀ କିପରି ଉକ୍ତ ମଣିଷ ଶରୀରରେ ରହିଥିଲା, ତାହା ଡାକ୍ତରଙ୍କୁ ବି ଚକିତ କରିପକାଇଛି । ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ..…

ମୁମ୍ବାଇରେ ଲାଗୁ ହୋଇପାରେ ଲକଡାଉନ୍

ମୁମ୍ବାଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାକୁ ନେଇ ସରକାର ଚିନ୍ତାରେ ଥିବା ବେଳେ, ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମହାରାଷ୍ଟ୍ର । କାରଣ ପ୍ରତିଦିନ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ହୋଇପାରେ…

ଭୁବନେଶ୍ବରରେ ଆହୁରି କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢ଼ିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଏନେଇ ଚିନ୍ତା ବଢ଼ିଥିବା ବେଳେ, କଟକଣା ଲଗାଇବାକୁ ଅଣ୍ଟା ଭିଡିଲେଣି ସରକାର । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛି ଭୁବନେଶ୍ବର ମହାନଗର ନିଗମ…

ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବା ବେଳେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୩ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନୂଆପଡ଼ାରୁ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼,…

ଏନସିବିକୁ ବଡ ସଫଳତା, ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଗିରଫ

ମୁମ୍ବାଇ:ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ(ଏନସିବି)କୁ ଶୁକ୍ରବାର ବଡ ସଫଳତା ହାତ ଲାଗିଛି । ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଶାଦବକୁ ଗିରଫ କରିଛି । ଗୁରୁବାର ବିଳମ୍ବିତ ରାତିରେ ଏନସିବି ପକ୍ଷରୁ ଲୋଖଣ୍ଡୱାଲା, ବର୍ସାବା ଓ ମୀରା ରୋଡ ଅଂଚଳରେ ଏକାବେଳେ ଚଢ଼ାଉ…

ରାହୁଲଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୩୩୭ ରନର ଟାର୍ଗେଟ

ପୁଣେ:ଚଳିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୩୩୭ ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ କେଏଲ ରାହୁଲଙ୍କ ଶତକ(୧୦୮) ଏବଂ ଅଧିନାୟକ ବିରାଟ କୋହଲି(୬୬) ଓ ଋଷଭ ପନ୍ତଙ୍କ(୭୭) ଅର୍ଦ୍ଧଶତକ ସହାୟତାରେ ୫୦ ଓଭରରେ ୬ ଉଇକେଟ ବିନିମୟରେ ୩୩୬…

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ମହିଳା ଏସିଆନ୍ କପ୍ ଇଣ୍ଡିଆ-୨୦୨୨ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କଳିଙ୍ଗରେ ହେବ ଫୁଟବଲ ମହାସମର । ଭୁନେଶ୍ୱର କଳିଙ୍କ ଷ୍ଟାଡିୟମ ଆୟୋଜନ କରିବ ଆଉ ଏକ ଅନ୍ତର୍ଜତାୟୀ କ୍ରୀଡ଼ା ଇଭେଣ୍ଟ । ୨୦୨୨ AFC ମହିଳା ଏସିଆନ୍ କପ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭୁବନେଶ୍ୱର ସମେତ ମୁମ୍ବାଇ ଓ ଅହମ୍ମଦାବାଦରେ ମଧ୍ୟ ମ୍ୟାଚ୍…

ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଏସବୁ ପର୍ବପର୍ବାଣୀ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ବଢୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ମାସ ପରେ ଦୁଇ ଶହ ଟପିଛି । ଲଗାତାର ଦ୍ୱିତୀୟ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଉପରେ ରହିଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ରାଜ୍ୟରେ ଆଗକୁ ହେବାକୁ ଥିବା…

ନୂଆପଡ଼ାରେ ବଢୁଛି କରୋନା କାୟା, ଆଜି ରାଜ୍ୟରୁ ୨୩୪ ପଜିଟିଭ୍

ଭୁବନେଶ୍ୱର: ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ବଢୁଛି । ଓଡ଼ିଶା ସୀମାନ୍ତ ଜିଲ୍ଲା ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁରରୁ ବଢୁଛି ଭୟ । ଗତ ୨୪ ଘଣ୍ଟାରେ ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ । ଗତ ୨୪…