Latest Odisha News

BREAKING NEWS

Browsing Category

ଫିଚର

ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ୮୦ ରନର ପାଳି ଖେଳି କୋହଲି କଲେ ନୂଆ ରେକର୍ଡ

ଅହମଦାବାଦ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଏକ ରୋମାଞ୍ଚକାର ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ୱେଣ୍ଟିରେ ଅପରାଜିତ ୮୦ ରନ୍ କରିଛନ୍ତି କୋହଲି । ଭାରତ ପଞ୍ଚମ ମ୍ୟାଚରେ ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଇନିଂସରେ ଆଉ…

ଆଜି ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳ ୯ଟାରେ ଶ୍ରୀ କୋବିନ୍ଦ କାରକେଡରେ ରାଜଭବନରୁ ବାହାରି ୯ଟା ୫ରେ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ୯ଟା ୧୫ମିନିଟରେ ଝାରସୁଗୁଡା ବିମାନବନ୍ଦର ଅଭିମୁଖେ ବିମାନରେ ଯିବେ । ସେଠାରେ ୯ଟା ୫୫ରେ…

ପଡ଼ୋଶୀ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ମାଆପୁଅ ମୃତ

ଯାଜପୁର: ଯାଜପୁର ବାଲିଚନ୍ଦ୍ରପୁର ଥାନା ନଳିପୁର ଗାଁରେ ଅଭାବନୀୟ ଘଟଣା । ପଡ଼ୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇ ପ୍ରାଣ ହାରିଲେ ମାଆପୁଅ । ପଡ଼ୋଶୀଙ୍କ ଘରେ ଲାଗିଥିବା ନିଆଁକୁ ଲିଭାଇବା ଉଦ୍ୟମ ବେଳେ ବିଦ୍ୟୁତ୍ ଆଘାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ…

ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜରପଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ସାମ୍ନା ପଟୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି…

ପରଲୋକରେ ଓଡିଶାର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଗତକାଲି ରାତିରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ…

ଢେଙ୍କାନାଳରେ ଭୋଜିଖାଇ ୨ ମୃତ, ୧୫ରୁ ଅଧିକ ଅସୁସ୍ଥ

ଢ଼େଙ୍କାନାଳ : ଢ଼େଙ୍କାନାଳ କାମାକ୍ଷାନଗର ଥାନା ବେଢ଼ାପାଳ ଗାଁରେ ଅଭାବନୀୟ ଘଟଣା । ଭୋଜି ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଅସୁସ୍ଥ ଅଛନ୍ତି । ମୃତକ ହେଲେ ବେଢ଼ାପାଳ ଗାଁର ବାଙ୍କ ମଲ୍ଲିକ ଓ ଭଗବାନ ମଲ୍ଲିକ । ଅସୁସ୍ଥଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୪ ଜଣ…

ଆଦିତ୍ୟ ଠାକରେ କରୋନା ପଜିଟିଭ୍

ମୁମ୍ବାଇ : ଶିବସେନା ନେତା ତଥା ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ କରୋନା ପଜିଟିଭରେ ସଂକ୍ରମିତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଆଦିତ୍ୟ ଠାକରେ । ପରୀକ୍ଷା ରପୋର୍ଟରେ ସେ କରୋନା ସଂକ୍ରମିତ ଥିବା ସୂଚନା ଦେଇଛନ୍ତି । ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା…

ରୋହିତ ଓ କୋହଲି ଦମଦାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ୨୨୫ ରନର ଟାର୍ଗେଟ୍

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଚାଲିଛି ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟି-ଟ୍ବେଣ୍ଟି । ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡ ଆଗରେ ୨୨୫ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨…

ଭାଇରାଲ୍ ପୋଷ୍ଟମୋର୍ଟମ: ଦରଘା ନିର୍ମାଣ, ୧୦୦ କୋଟି ଟଙ୍କା ଓ ରାଜସ୍ଥାନ ସରକାର

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦରଘା ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ମଂଜୁର କରିଛନ୍ତି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକେ ଘରଦୁଆର ବୁଲିବୁଲି ଅର୍ଥ ଆଦାୟ କରୁଛନ୍ତି । ହେଲେ କେତେ ସତ ଗେହଲୋଟଙ୍କ ବିରୋଧରେ ଏଭଳି ଆରୋପ ? ସତ୍ୟତା ଜାଣିବା ପାଇଁ ଦେଖନ୍ତୁ ଭାଇରାଲ୍…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଇଏମଡିର ବୁଲେଟିନ ଅନୁଯାୟୀ ଝାରସୁଗୁଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ଧରଣର ବର୍ଷା ସମ୍ଭାବନା ରହିଛି।…