Latest Odisha News

BREAKING NEWS

Browsing Category

ଫିଚର

ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ୍ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ସହରରେ ବଢ଼ୁଥିବା ଅପରାଧ । ଛିନତାଇରୁ ରାହାଜାନୀ ଆଉ ମର୍ଡର ସବୁକିଛି ଦିନ ଦ୍ୱିପ୍ରହରରେ ଘଟୁଛି ରାଜଧାନୀର ରାସ୍ତାରେ । ଏସବୁ ଉପରେ ଲଗାମ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ବିଚ୍ ରାସ୍ତାରେ କୌଣସି ଅପରାଧ…

ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବସ୍

ପୁରୀ : ପୁରୀ ବସଷ୍ଟାଣ୍ଡରେ ଅଭାବନୀୟ ଘଟଣା । ବସଷ୍ଟାଣ୍ଡରେ ନିଆଁ ଲାଗି ଜଳିଗଲା ୩ଟି ବସ୍ । ବସଷ୍ଟାଣ୍ଡରେ ୩ଟି ବସ୍ ଛିଡା ହୋଇଥିବା ବେଳେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ବସଟି ଜଳୁଥିବା ବେଳେ, ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ,…

ଉଦଘାଟିତ ହେଲା କୃଷି ଓଡ଼ିଶା ୨୦୨୧

ଭୁବନେଶ୍ବର : ଉଦଘାଟିତ ହୋଇଛି କୃଷି ଓଡ଼ିଶା ୨୦୨୧ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶାକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସାଥିରେ…

ମମତାଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଲେ ଶୁଭେନ୍ଦୁ

କୋଲକାତା: ବିଜେପିର ଶୁଭେନ୍ଦୁ ଅଧିକାରୀ ସୋମବାର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ନାମାଙ୍କନ ପତ୍ର ସତ୍ୟପାଠରେ ମମତା ତାଙ୍କ ବିରୋଧରେ ଥିବା ୬ ମାମଲାର ତଥ୍ୟ ଦେଇ ନାହାନ୍ତି । ଶୁଭେନ୍ଦୁ ଏ ନେଇ ନିର୍ବାଚନ ଆୟୋଗଙ୍କ…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ସରକାର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ଏହା ଭୁବନେଶ୍ୱରର ଲୋକଙ୍କ ମିଳିତ ଉଦ୍ୟମ । ଏଥି ସହ ସେ ଲେଖିଛନ୍ତି ଯେ, 'ଭୁବନେଶ୍ୱରବାସୀଙ୍କ…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିଛି । ଏ ନେଇ ସାଧାରଣଲୋକ ଅସନ୍ତୋଷ ବ୍ୟକ୍ତ କରିବାରରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, 'ହାଇକୋର୍ଟଙ୍କ ରାୟ ଆସିବା ଯାଏଁ ପୁରୁଣା ଦରରେ ଟିକସ…

ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ବିବାହ କଲେ କ୍ରିକେଟର ଜସ୍‌ପ୍ରୀତ ବୁ‌ମ୍ରା

ଗୋଆ: ଭାରତୀୟ କ୍ରିକେଟର ଜସପ୍ରୀତ ବୁ‌ମ୍ରା ଆଜି ଟିଭି ଉପସ୍ଥାପିକା ସଞ୍ଜାନା ଗଣେଶନଙ୍କ ହାତ ଧରିଛନ୍ତି । ସୋସିଆଲ ମିଡିଆରେ ବୁ‌ମ୍ରା ବିବାହ ଫଟୋ ସେୟାର କରିଛନ୍ତି । ଗୋଆରେ ଅଳ୍ପ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି । “Love, if it finds you worthy,…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବୌଦ୍ଧ ଧର୍ମ ଗ୍ରହଣ କଲେ କି ଧୋନୀ ?

ଭୁବନେଶ୍ୱର: ଚର୍ଚ୍ଚାରେ ଧୋନୀ । ଚର୍ଚ୍ଚାରେ ଧୋନୀଙ୍କ ବୌଦ୍ଧ ଭିକ୍ଷୁକ ଅବତାର । ଆଇପିଏଲ୍ ପୂର୍ବରୁ ଧୋନୀ ଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଚହଳ ଖେଳାଇଛି । ହେଲେ ଏହି ଫଟୋ ପଛର ଅସଲ କାହାଣୀ କ’ଣ ? କାହିଁକି ଧୋନୀ ନେଇଛନ୍ତି ଏପରି ବିଚିତ୍ର ଅବତାର ? ସତରେ କ’ଣ ସେ ବୌଦ୍ଧ ଧର୍ମ ଗ୍ରହଣ…

ଖୋଲିବ ନରକଙ୍କାଳ ରହସ୍ୟ: ଡିଏନଏ ଟେଷ୍ଟ ପାଇଁ ପଠାଗଲା ଶରୀରର ଅଂଶବିଶେଷ

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ନରକଙ୍କାଳ ଜବତ ଘଟଣାର ଖୋଳତାଡ ଚାଲିଛି । ମୃତକଙ୍କ ପରିଚୟ ଜାଣିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଆଜି ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ଶରୀରର ଅଂଶବିଶେଷ । ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବ୍ ପଠାଯାଇଛି ।…

ଆଠ ଦିନ ହେଲା ବଢୁଛି: ଦେଶରେ ୧ଲକ୍ଷ ୭୪ ହଜାର ନୂଆ କରୋନା ଆକ୍ରାନ୍ତ, ୯୬୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ଆଠ ଦିନ ହେବ ବଢୁଛି । ଦୈନିକ ସଂକ୍ରମଣ । ୧୮ହଜାରରୁ ବଢ଼ି ୨୫ ହଜାର ପାର କରିଛି । ଗତ ୮ ଦିନ ଭିତରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୭୪ହଜାର ୧୪୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଲାଣି ୯୬୯ ଜୀବନ ।…