Latest Odisha News

BREAKING NEWS

Browsing Category

ଫିଚର

ବଂଚିଗଲା ଇମ୍ରାନଙ୍କ ସରକାର

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶନିବାର ସଂସଦରେ ନିଜ ସରକାରଙ୍କୁ ବଂଚାଇବାରେ ସଫଳ ହୋଇଛନ୍ତି । ବିଶ୍ୱାସ ମତରେ ଇମ୍ରାନଙ୍କ ସପକ୍ଷରେ ୧୭୮ ଭୋଟ ପଡିଥିଲା । ସରକାର ବଂଚାଇବା ପାଇଁ ତାଙ୍କୁ ୧୭୨ ଭୋଟର ଆବଶ୍ୟକତା ଥିଲା । ବାଚସ୍ପତି ମଧ୍ୟ ବିଧିବଦ୍ଧ ଭାବେ ଇମ୍ରାନଙ୍କ ସରକାର…

ଏପ୍ରିଲ ୧ରୁ ଡୁଆଲ୍ ଏୟାରବ୍ୟାଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏପ୍ରିଲ୍ ୧, ୨୦୨୧ରୁ ସମସ୍ତ ନୂତନ ଯାତ୍ରୀବାହୀ ଯାନରେ ଡୁଆଲ୍ ଏୟାରବ୍ୟାଗ ରହିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁରୁଣା ମଡେଲଗୁଡିକରେ ଏୟାରବ୍ୟାଗ ଲଗାଇବା ପାଇଁ ଅଗଷ୍ଟ ୩୧, ୨୦୨୧ ଯାଏଁ…

ଇଂଲଣ୍ଡ ବିପକ୍ଷରେ ଭାରତର ବିଶାଳ ବିଜୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ

ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡକୁ ଏକ ଇଂନିସ୍ ଓ ୨୫ ରନରେ ହରାଇଛି ବିରାଟଙ୍କ ଟିମ୍ । ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଆର୍ ଅଶ୍ୱିନ ଏବଂ ଅକ୍ଷର ପଟେଲଙ୍କ ସ୍ପିନ ବୋଲିଂରେ ଘାଇଲା ହୋଇ ଇଂଲଣ୍ଡ ଦଳ…

ଭାରତରେ ଖେଳାଯିବ ଆଇପିଏଲ୍ ୨୦୨୧, ୬ଟି ସ୍ଥାନରେ ଏପ୍ରିଲ ୯ରୁ ଖେଳାଯିବ ମ୍ୟାଚ୍‌

ଭୁବନେଶ୍ୱର: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ । ଏହା ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଏବଂ ମେ ୩୦ତାରିଖରେ ଶେଷ ହେବ । ଚଳିତ ଥର ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା ଘଟଣା, ଜାଣ‌ନ୍ତୁ କାହିଁକି ହାଣିଲେ ଅଭିଯୁକ୍ତ ?

ଭୁବନେଶ୍ୱର: ସିଆରପି ଛକରେ ଯୁବକଙ୍କ ହତ୍ୟା ଘଟଣା ପଛର ସତ୍ୟ ପୋଲିସ ହାତରେ ଲାଗିଛି । ପିକଅପ୍ ଭ୍ୟାନରେ ଥିବା ମୃତ ଜଟିଆ ସହ ହତ୍ୟାକାଣ୍ଡ ଭିଆଇ ଥିବା ସୁଧୀର ଓ ସାଗର ମଧ୍ୟ ଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାଗର ଓ ସୁଧୀର ଜଟିଆକୁ…

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଚକୋଲେଟ ଚୋରି କରି ଜେଲ ଗଲେ ଯୁବକ

ଚିତ୍ରକୂଟ: ରାଜସ୍ଥାନର ଚିତ୍ରକୂଟରେ ଗାର୍ଲଫ୍ରେଣ୍ଡ ପାଇଁ ଚକୋଲେଟ ଚୋରି କରି ଜଣେ ଅବିନାଶ ନାମକ ଜଣେ ଯୁବକ ଜେଲ ଯାଇଛନ୍ତି । ବିଳମ୍ବିତ ରାତିରେ ଗାର୍ଲଫ୍ରେଣ୍ଡ ଚକୋଲେଟ ଖାଇବା ପାଇଁ ଜିଦ୍ ଧରିଥିଲେ । ମାତ୍ର ରାତିରେ ଦୋକାନ ଖୋଲା ନ ଥିବାରୁ ଏହା ମିଳି ନ ଥିଲା । ଶେଷରେ ଗୋଟିଏ ଦୋକାନର…

ତାମିଲନାଡୁ ବିଧାନସଭା: ବିଜେପି ୨୦ ସିଟରେ ଲଢ଼ିବ

ଚେନ୍ନାଇ:ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ଏଠାରେ ମାତ୍ର ୨୦ଟି ଆସରେ ଲଢ଼ିବ । ସେହିପରି କନ୍ୟାକୁମାରୀ ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ଲଢ଼ିବେ । ଏପ୍ରିଲ ୬ରେ…

କୂଅ ଭିତରେ ଭାସୁଛି ମାଆ ସହ ୪ ବର୍ଷର ଝିଅର ମୃତଦେହ

ମାଲକାନଗିରି: ମାଥିଲି ଥାନା ଅଞ୍ଚଳରେ ଏକ କୂଅରେ ମାଆ, ଝିଅଙ୍କ ମୃତଦେହ ଭାସୁଛି । ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗାଁ କୂଅରେ ମାଆ ସହ ୪ ବର୍ଷର ଝିଅର ମୃତଦେହ ଭାସୁଛି । ଗତରାତିରେ ମାଆ, ଝିଅ ଖାଇପିଇ ଶୋଇଥିଲେ । ସକାଳ ହେଲା ବେଳକୁ ଉଭୟ…

କାଲି ଘରୁ ଫେରିଥିଲେ, ଆଜି ନିଜକୁ ଗୁଳି କରିଦେଲେ ଯବାନ

ଲମତାପୁଟ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ଯବାନ । କୋରାପୁଟ ଜିଲ୍ଲା ଜଲାପୁଟରେ ଥିବା ବିଏସଏଫ୍ ୧୫ ବାଟାଲିୟନର ଯବାନ ଇନ୍ଦ୍ର ସିଂହ ଆତ୍ମହତ୍ୟା କରିଛନ୍ତି । ମିଳଥିବା ସୂଚନା ଅନୁସାରେ ଛୁଟିରେ ଘରକୁ ଯାଇ ରାଜସ୍ଥାନରୁ ଶୁକ୍ରବାର ଇନ୍ଦ୍ର ସିଂହ ଜଲାପୁଟ…