Latest Odisha News

BREAKING NEWS

Browsing Category

ଫିଚର

ସାତକୋଶିଆ ଇକୋ ରିଟ୍ରିଟରେ ଲାଗିଲା ନିଆଁ; ଜଳିଗଲା ୩ଟି ଟେଣ୍ଟ

ସାତକୋଶିଆ: ସାତକେୋଶିଆ ଇକୋ ରିଟ୍ରିଟରେ ଘଟିଛି ଅଗ୍ନିକାଣ୍ଡ । ଆଜି ଭୋର ୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଖିପିଛୁଳାକେ ଜଳି ଯାଇଛି ୩ଟି ଟେଣ୍ଟ । ସୂଚନାନୁସାରେ, ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ଏନେଇ ଆଇପିଏସ ସଞ୍ଜୀବ ପଣ୍ଡା…

ବୁର୍ଲା ଭିସୁଟ୍ ସଟ୍ ଡାଉନ

ସମ୍ବଲପୁର: ବୁର୍ଲା ଭିସୁଟ୍ ରେ କରୋନା ପଜିଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି । ଭିସୁଟ୍‌ର ହଷ୍ଟେଲଗୁଡିକୁ…

ଓଡିଶାରେ ଗ୍ରୀଷ୍ମପ୍ରବାହ; ଲଗାତାର ଚତୁର୍ଥ ଦିନ ପାଇଁ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ…

ଆଇଏସଏଲ:ବାମ୍ବୋଲିନରେ ଗୋଲବର୍ଷା, ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା । ଓଡିଶା ୬-୫ ଗୋଲରେ ଅପେକ୍ଷାକୃତ ଶକ୍ତିଶାଳୀ ଇଷ୍ଟବେଙ୍ଗଲକୁ ପରାସ୍ତ କରି…

ଦର୍ଶକଙ୍କ ବିନା ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପୁଣେରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଏପରି କି ଯଦି ଆବଶ୍ୟକ ପଢ଼େ ଆୟୋଜନ ସ୍ଥଳ ମଧ୍ୟ ବଦଳାଯାଇ ପାରେ । ମାର୍ଚ୍ଚ ୨୩, ୨୬…

ୱେଷ୍ଟଇଣ୍ଡିଜ ଦଳକୁ ଫେରିଲେ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ

ସେଂଟଜୋନ୍ସ: ୨ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳକୁ ଫେରିଛନ୍ତି ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ । ଘୋଷିତ ଦଳର ନେତୃତ୍ୱ କିରନ ପୋଲାର୍ଡ ନେବେ । ପେସ ବୋଲର ଫିଡେଲ ଏଡୱାର୍ଡସ ୯ ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି । ଆଂଟିଗୁଆରେ ନୂତନ ଭାବେ ନିର୍ମିତ…

ବ୍ରହ୍ମପୁରରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ଯୁବକ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହି ଚତୁର୍ଥ ଲାଇନରେ ବୋମାମାନ । ଦୁର୍ବୃତ୍ତଙ୍କ ବୋମାମାଡ଼ରେ ଅଳ୍ପକେ ବର୍ତ୍ତିଲେ ଯୁବକ । ୨ଟି ମୋଟର ସାଇକେଲରେ କିଛି ଦୁର୍ବୃତ୍ତ ଆସି ବୋମାମାଡ କରିଥିବା ଜଣାପଡିଛି । ଯୁବକଙ୍କ ଉପରକୁ ବୋମାମାଡ଼ ପରେ ଦୁର୍ବୃତ୍ତମାନେ…

ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶାରେ ଖରା ତାତି ବୃଦ୍ଧି ପାଉଥିବା ବେଳେ ଶନିବାର ଦିନ ସବୁଠାରୁ ଅଧିକ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର (୪୦.୬ ଡିଗ୍ରୀ)। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଭୁବନେଶ୍ୱର ବ୍ୟତୀତ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଦେଶରେ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୬ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ…

ହ୍ରିତିକଙ୍କୁ ୩ଘଂଟା ୪୫ ମିନିଟ ଜେରା କଲା କ୍ରାଇମବ୍ରାଂଚ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ଆଜି ମୁମ୍ବାଇ କ୍ରାଇମବ୍ରାଂଚ କଙ୍ଗନା ରାନାୱତ ଇ-ମେଲ ଘଟଣାରେ ୩ଘଂଟା ୪୫ ମିନିଟ ଧରି ଜେରା କରିଛି । କଙ୍ଗନାଙ୍କୁ ସେ ଜାଲ ଇ-ମେଲ ପଠାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାକୁ ମୁମ୍ବାଇ ପୋଲିସ ଆଇଟି ସେଲ ଯାଂଚ କରୁଥିଲା । ଏବେ…