Latest Odisha News

BREAKING NEWS

Browsing Category

ଫିଚର

କରୋନା ପାଇଁ ଅମରାବତୀ ଓ ଆଚଲପୁରରେ ମାର୍ଚ୍ଚ ୮ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ମୁମ୍ବାଇ : କରୋନାକୁ ନେଇ ଚିନ୍ତାରେ ମହାରାଷ୍ଟ୍ର । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଚିନ୍ତାରେ ସରକାର । ସଂକ୍ରମଣ ବଢୁଥିବାରୁ ଏବେ ଅମରାବତୀ ଜିଲ୍ଲାର ୨ଟି ସହରରେ ଲାଗୁ ହୋଇଥିବା ଲକଡାଉନ ଅବଧିକୁ ବଢ଼ାଇଛନ୍ତି ଜିଲ୍ଲାପାଳ । ପ୍ରଥମେ ୭ଦିନ ପାଇଁ ଅମରାବତୀ ଓ ଆଚଲପୁରରେ ଲକଡାଉନ…

ଛତ୍ରପତି ଶିବାଜୀ ହେବେ ଶାହୀଦ

ମୁମ୍ବାଇ: ବଲିଉଡ ଅଭିନେତା ଶହୀଦ କାପୁର ଛତ୍ରପତି ଶିବାଜୀଙ୍କ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ପ୍ରଡକ୍ସନ କମ୍ପାନୀ ଲାୟକା ଏ ନେଇ ଶାହୀଦଙ୍କ ସହ ଯୋଗଯୋଗ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କବିର ସିଂହର ନିର୍ଦ୍ଦେଶକ ଏହାର ମଧ୍ୟ ନିର୍ଦ୍ଦେଶନା ଭାର…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜା

ପୁରୀ : ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ହୋଇଛି । ଦଳ ମତ ନିର୍ବିଶେଷରେ ଏହାକୁ ସମସ୍ତେ ସମର୍ଥନ ଜଣାଇଚନ୍ତି । ତେବେ ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତ ବିଧାୟକଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ଯୋଜନା ସର୍ବସମ୍ମତିକ କ୍ରମେ ପାରିତ ହୋଇଥିବାରୁ…

କରୋନାରେ ଏବେ ସୁଦ୍ଧା ୪୮ ପୋଲିସ କର୍ମୀଙ୍କ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆଜି ପର୍ଯ୍ୟନ୍ତ ମୋଟ ୪୮ ଜଣ ପୋଲିସ ମୃତ୍ୟୁ ବରଣ କରିଛନ୍ତି ବୋଲି ଶନିବାର ଦିନ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ କହିଛନ୍ତି। ଶୂନ୍ୟ କାଳରେ ମନ୍ତ୍ରୀ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ୪୮ ଜଣ ପୋଲିସ କର୍ମୀ ମୃତ୍ୟୁବରଣ କରିଥିଲେ। ତେବେ ୧୦୦୨…

ମାର୍ଚ୍ଚ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ : ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ିଲା କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣା । ଏହାର ଅର୍ଥ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ । ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛି ଡିଜିସିଏ । କରୋନା…

୨୫୦ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ : ଆସନ୍ତା ସୋମବାରରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବି ଟିକା ନେବେ । ଯେଉଁମାନେ ବହୁବିଧ…

ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ପାଇଁ ମାର୍ଚ୍ଚ ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କରିପାରିବେ କଣ୍ଟେନମେଣ୍ଟ । ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ…

ଆସନ୍ତାକାଲି ଶ୍ରୀହରିକୋଟାରୁ ଆମାଜୋନିଆ-୧ ସହ ଅନ୍ୟ ୧୮ଟି ଉପଗ୍ରହର ଉତକ୍ଷେପଣ

ବିଶାଖାପାଟନମ : ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଏହା ରବିବାର ଭାରତୀୟ ସମୟ ୧୦ଟା ୨୪ରେ ଉତକ୍ଷେପଣ ହେବ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟାଡାଉନ୍ । ମିଳିଥିବା ସୂଚନା…

ଓଡିଶା ମହିଳା ଲିଗ୍ ଫୁଟବଲ ଫେବୃୟାରୀ ୨୮ରୁ

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଓଡିଶା ମହିଳା ଲିଗ୍ ଫୁଟବଲ ଟୁର୍ଣ୍ଣାମେଂଟ ୨୮ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି । ଏହା ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ମୁକାବିଲାର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମର ମୂଖ୍ୟ ଫୁଟବଲ…

ରବୀନା ଟଣ୍ଡନଙ୍କ ଝିଅ ରାଶାଙ୍କୁ ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ ହାସଲ କରିଛନ୍ତି । ଝିଅ ସହ ଫଟୋ ଶେୟାର କରି ସୋସିଆଲ ମିଡିଆରେ ରବୀନା ଲେଖିଛନ୍ତି ରାଶା ମୁଁ ତୁମ ପାଇଁ ଗର୍ବିତ । ବିଭିନ୍ନ ମହଲରୁ ଉଭୟ ମାଆ ଏବଂ ଝିଅଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।…