Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ମହିଳା ଟି୨୦ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୫ ଦିନିକିଆର ଏବଂ ୩ଟି ଟି୨୦ ମ୍ୟାଚ ଖେଳିବ । ସମସ୍ତ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବ । ସମସ୍ତ ଖେଳାଳିଙ୍କୁ ୫ ଦିନ କ୍ୱାରେଂଟାଇନରେ ରଖାଯିବ…

ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ

ସମ୍ବଲପୁର: ବୁର୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତମାନେ ଘରକୁ ଚାଲି ଯାଇଛନ୍ତି । ଗୁରୁବାର ୨୪ ଜଣ ଛାତ୍ର ପଜିଟିଭ୍ ଥିବା ରିପୋର୍ଟ ଆସିଥିବା ବେଳେ ଆଜି ଆଉ ଜଣେ ଛାତ୍ର…

ବ୍ୟକ୍ତିଗତ କାରଣରୁ ଅହମ୍ମଦାବାଦ ଟେଷ୍ଟରୁ ଓହରିଲେ ବୁମରାହ

ଅହମ୍ମଦାବାଦ: ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି । ଅନ୍ତିମ ଟେଷ୍ଟ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି । ବୁମରାହ ୨ଟି ଟେଷ୍ଟ…

BCCI ଓ ICC ମଧ୍ୟରେ ନୂଆ ବିବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଓ ଅନ୍ତର୍ଜତାୟୀ କ୍ରିକେଟ୍ ପରିଷଦ (ICC) ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ଆଇସିସି ଆଗାମୀ ୮ ବର୍ଷ ଲାଗି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ବିଡିଂ ଆହ୍ୱାନ କରିଛି । ଆଇସିସିର ଏହି ନୀତିକୁ ବିରୋଧ କରିଛି ବିସିସିଆଇ । ଆଇସିସିର…

ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତାଙ୍କ ତଥ୍ୟ ଚୋରି ପାଇଁ ଚେଷ୍ଟା କରୁଛନ୍ତି ଚୀନ୍ ଓ ଋଷ ହ୍ୟାକର୍ସ

ନୂଆଦିଲ୍ଲୀ: ଚୀନ ଓ ଋଷିଆ ହ୍ୟାକର୍ସ ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତା, ଉତ୍ପାଦନକାରୀ ଓ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି । ଇଣ୍ଟେଲ୍ ଫାର୍ମର ରିପୋର୍ଟ ଅନୁସାରେ, ହ୍ୟାକର୍ସ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍, ପତଞ୍ଜଳି ଓ ଏମ୍ସରୁ ତଥ୍ୟ ଚୋରି ପାଇଁ ଉଦ୍ୟମ…

କମ୍ବିଂ ବେଳେ କୋରାପୁଟ ଜିଲ୍ଲା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କୋରାପୁଟ: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ପିଣ୍ଟାପଦର ଜଙ୍ଗଲରୁ ବିପୁଳ ପରିମାଣ ବିସ୍ଫୋରକ ଜବତ ହୋଇଛି । କମ୍ବିଂ ଅପରେସନ ବେଳେ ସେସବୁକୁ…

ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ପ୍ରଥମ ରାଜନୀତିକ ହିଂସା

କୋଲକାତା: ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଜନୀତିକ ହିଂସା ଘଟିଛି । କଡ଼ାପାରା ଅଞ୍ଚଳରେ ବିଳମ୍ବିତ ରାତିରେ କିଛି ଲୋକ ବିଜେପିର ପରିବର୍ତ୍ତନ ରଥ ଭଙ୍ଗାରୁଜା କରିଛନ୍ତି । ଗାଡ଼ି ଉପରେ ଆକ୍ରମଣ କରିବା ସହ ଟିଏମସି କର୍ମୀ ଏଲଇଡି ଭାଙ୍ଗି ଦେଇଥିବା ବିଜେପି…

ଆଜି ଦେଶରୁ ୧୬ ହଜାର କୋଭିଡ୍ ପଜିଟିଭ୍, ୧୧୩ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୮୮ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୦ଲକ୍ଷ ୭୯ ହଜାର ୯୭୯କୁ ବୃଦ୍ଧି ପାଇଛି । ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୮ହଜାର ୩୩୩ ନୂଆ ସଂକ୍ରମିତ…

୫ଟି ସଂକ୍ରମଣ ପ୍ରବଣ ରାଜ୍ୟର ଫେରନ୍ତାଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ଓଡ଼ିଶାକୁ ୫’f ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଲାଗୁ ହେଲା କଟକଣା । ଏହି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ।…

ଅପମିଶ୍ରଣକାରୀ ସାବଧାନ, ଧରାପଡ଼ିଲେ ଆଜୀବନ ଜେଲ୍

ଭୋପାଳ: ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ବଢ଼ି ବଢ଼ି ଚାଲିଛି । ଅଧିକ ଦାମ ଦେଉଥିବା ବେଳେ ଆପଣଙ୍କୁ ଭଲ ଜିନିଷ ମିଳୁନାହିଁ । ମୁନାଫାଖୋର ଖାଦ୍ୟ ପ୍ରସ୍ତୁତକାରୀଙ୍କ ଯୋଗୁଁ ଆପଣଙ୍କ ଟଙ୍କା ଯିବା ସହ ସ୍ୱାସ୍ଥ୍ୟହାନୀ ହେଉଛି । ଏହାକୁ ନେଇ କଠୋର ହୋଇଛନ୍ତି ମଧ୍ୟପ୍ରଦେଶର ଶିବରାଜ ସରକାର ।…