Latest Odisha News

BREAKING NEWS

Browsing Category

ଫିଚର

ଉଦଳା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ, ୨ ବ୍ୟବସାୟୀ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡକୁ ବଡ଼ ସଫଳତା । ଉଦଳା ଥାନା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଥିସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ଫାଗୁ ହାଁସଦା ଓ ପିଥ ସୋରେନ । ଫାଗୁର ଘର ଉଦଳା ଥାନା…

ଚାଲାକ ଚୀନ ରୁତୋଗରେ ନିର୍ମାଣ କରୁଛି ସୈନ୍ୟ ଶିବିର

ଲଦାଖ: ଚାଲାକ ଚୀନ ତାର ଷଡଯନ୍ତ୍ର ଜାରି ରଖିଛି । ଗୋଟିଏ ପଟେ ଶାନ୍ତି ପାଇଁ ଉଦ୍ୟମ କରୁଥିବା ଅଭିନୟ କରୁଥିବା ବେଳେ ଅନ୍ୟ ପଟେ ସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି । ଉପଗ୍ରହ ଦ୍ୱାରା ଉତୋଳିତ ଚିତ୍ରରୁ ଜଣାପଡିଛି ପୂର୍ବ ଲଦାଖରୁ ଯେଉଁ ସୈନ୍ୟମାନଙ୍କୁ ଚୀନ ହଟାଇଛି ସେମାନଙ୍କୁ ରୁତୋଗରେ…

ଅକ୍ଷର ପଟେଲଙ୍କ ଘାତକ ବୋଲିଂ, ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ ହୋଇଛି ଭ୍ରମଣକାରୀ ଇଂଲଣ୍ଡ । ଓପନର ଜାକ୍ କ୍ରାଉଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିବାରେ ସକ୍ଷମ ହୋଇନାହାନ୍ତି ।…

୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ଆସନ୍ତା ଶୁକ୍ରବାର ଧର୍ମଘଟ କରିବ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିବ ଓଡ଼ିଶା ବ୍ୟବସାୟୀ ମହାସଂଘ । ଫଳରେ ଆସନ୍ତା ଶୁକ୍ରବାର ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ଗୁ଼ଡ଼ିକ…

ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧା ଲାଗି ଏଣିକି ପ୍ରତି ମଙ୍ଗଳବାର ବସିବ ବୈଠକ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢ଼ା ପରିଷ୍କାର ପରିଚ୍ଛନ୍ନତା ନେଇ ହୋଇଛି ସମୀକ୍ଷା ବୈଠକ । ଏଏସଆଇ ପକ୍ଷରୁ ଚାଲିଥିବା ମେଘନାଦ ପାଚେରୀ ଡିପ୍ଲାଷ୍ଟରିଂ କାର୍ଯ୍ୟ ଜୁନ୍ ଶେଷ ସୁଦ୍ଧା ଶେଷ ହେବ । ସେହିପରି ମାର୍ଚ୍ଚ ମାସରୁ…

ଭାଇରାଲ ପୋଷ୍ଟମୋର୍ଟମ: କେତେଦୂର ସତ ବିଜେପି ବିରୋଧରେ ଅଭିଯୋଗ ?

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ବିଜେପି କର୍ମୀଙ୍କ ପଥରମାଡ ଘଟଣା । ଲୋକେ ଦାବି କରିଛନ୍ତି ଏହି ଭିଡିଓଟି ପଶ୍ଚିମବଙ୍ଗରୁ ଆସିଛି । ହେଲେ ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । ଏକ ସମ୍ବେଦନଶୀଳ ମାମଲାକୁ ନେଇ ବିଜେପି କର୍ମୀ ଏଭଳି କାଣ୍ଡ ଘଟାଇଥିଲାବେଳେ ଦାବି ମୁତାବକ ସ୍ଥାନ ଓ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚ୍ଚ ନ୍ୟାୟାଳୟରୁ ମିଳିଛି ସର୍ତ୍ତମୂଳକ ଜାମିନ । ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗିରଫ ହୋଇ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହୋଇଥିବା…

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟକ

ଭୁବନେଶ୍ୱର: ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି । ନିଶାସକ୍ତ ଅବସ୍ଥାରେ ୪ଟି କାର୍‌କୁ ପିଟିଛନ୍ତି ୨ଜଣ ଯୁବକ । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚାଲିଥିଲେ । ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ…

ଅନନ୍ତନାଗ ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି…

ଏଥର ସଂସଦକୁ ଘେରିବା ଧମକ ଦେଲେ ଟିକାୟତ

ନୂଆଦିଲ୍ଲୀ: ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ନେତା ଗୋଟିଏ ପରେ ଗୋଟିଏ ଧମକ ଦେବାରେ ଲାଗିଛନ୍ତି । ବୁଧବାର ଟିକାୟତ କହିଛନ୍ତି ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରିବେ ତାହାହେଲେ ସଂସଦକୁ ଘେରାଉ କରାଯିବ । ଏଥର ୪ ଲକ୍ଷ ଟ୍ରାକ୍ଟର ଆନ୍ଦୋଳନରେ ସାମିଲ ହେବେ ବୋଲି ସେ ଚେତାଇ…