Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ପୁଣି ଡରାଇଲାଣି ମହାମାରୀ : ମହାରାଷ୍ଟ୍ରରେ ୨ଟି ନୂଆ ପ୍ରକାରର କରୋନା ଭୁତାଣୁ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ମହାରାଷ୍ଟ୍ରରେ ଦୁଇଟି ନୂଆ ପ୍ରକାରର କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହି ଦୁଇ ପ୍ରକାରର କରୋନା ଭୁତାଣୁ ହେଉଛି ଏନ-୪୪୦କେ ଓ ଇ୪୮୪ କେ । କେବଳ…

ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ: ଉମେଶ, ହାର୍ଦ୍ଦିକଙ୍କ ପକ୍ଷରୁ କାହାକୁ ଖେଳାଯିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ୍ ଇଣ୍ଡିଆ

ମୋଟେରା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ବୁଧବାର ମୋଟେରାର ଭବ୍ୟ ଷ୍ଟାଡିୟମରେ ଖେଳାଯିବ । ଏହି ଦିବାରାତ୍ର ମୁକାବିଲାରେ ଉମେଶ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶରେ କାହାକୁ ସାମିଲ କରାଯିବ ସେ ନେଇ ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ଦ୍ୱନ୍ଦ୍ୱରେ…

ରାଜ୍ୟରେ ଆଉ ୭୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭ କରୋନା ଆକ୍ରାନ୍ତ । ବରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୯ ଜଣ ଓ ମୟୂରଭଞ୍ଜରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ନୂଆପଡ଼ା, ସମ୍ବଲପୁରରୁ ୬ ଜଣ ଲେଖାଏଁ ସୁସ୍ଥ…

ଫୁଡ ଆଣ୍ଡ ବେଭେରେଜ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ କଙ୍ଗନା

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ଫୁଡ ଏବଂ ବେଭେରେଜ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି । ମଙ୍ଗଳବାର ସେ ଏ ନେଇ ଟୁଇଟରରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ମନାଲୀରେ ତାଙ୍କର ପ୍ରଥମ କାଫେ ଏବଂ ରେଷ୍ଟରୁଂଟାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଶଂସକମାନେ ଖୁବ୍ ଶୀଘ୍ର ମନାଲୀରେ ଏହାର ମଜା ଉଠାଇ…

ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ ଫିଲ୍ମର ଅଫିସିଆଲ ଲୋଗୋ ଜାରି

ମୁମ୍ବାଇ: ମହାଭାରତର ବଳିଷ୍ଠ ଚରିତ୍ର କର୍ଣ୍ଣଙ୍କ ଉପରେ ପୂଜା ଏଂଟରଟେନମେଂଟ ଏକ ଫିଲ୍ମ ପ୍ରସ୍ତୁତ କରୁଛି । ମଙ୍ଗଳବାର ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣର ଅଫିସିଆଲ ଲୋଗୋ ଜାରି କରାଯାଇଛି । ବାସୁ ଭାଗୱାନ, ଦୀପଶିଖା ଦେଶମୁଖ ଓ ଜ୍ୟାକୀ ଭାଗୱାନ ମିଳିତ ଭାବେ ଏହି ଫିଲ୍ମ ପ୍ରଡ୍ୟୁସ କରୁଛନ୍ତି ।…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା

କଲମ୍ବୋ: ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୯ ପରଠାରୁ ସେ ଆଉ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରୁ ନ ଥିଲେ । କ୍ରିକେଟକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ ଥିଲା ବୋଲି ସେ ଏହି ଅବସରରେ…

ନାବାଳିକାଙ୍କୁ ବିବାହ କରି ଫସିଲେ ପାକିସ୍ତାନର ଏମପି ସଲ୍ଲାଉଦ୍ଦିନ

ଇସଲାମବାଦ: ୧୪ ବର୍ଷୀୟା ଜନୈକ ନାବାଳିକାଙ୍କୁ ବିବାହ କରି ଫସିଛନ୍ତି ପାକିସ୍ତାନ ଏମପି ମୌଲାନା ସଲ୍ଲାଉଦ୍ଦିନ ଆୟୁବି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବାଲୁଚିସ୍ତାନର ଏହି ଏମପିଙ୍କ ବିରୋଧରେ ମହିଳାଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ପ୍ରଥମେ ଅଭିଯୋଗ ଆଣିଥିଲା ।…

କଟକରୁ ପୁଣି ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ, କାରଖାନା ମାଲିକ ଫେରାର୍

କଟକ: ଅସଲି ବ୍ରାଣ୍ଟ ନାଁରେ ନକଲି କାରବାର । କଟକରୁ ପୁଣି ଠାବ ହୋଇଛି ଭେଜାଲ୍ ସିମେଣ୍ଟ କାରଖାନା । ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡ୍ ଅନ୍ତର୍ଗତ ଖଇରା ବ୍ରିଜ ନିକଟରେ ଚାଲିଥିଲା ଏକ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି । ସୂଚନା ଆଧାରରେ ଆଜି ଚଢ଼ାଉ କରିଥିଲା କମିଶନରେଟ ପୋଲିସ ।…

ଏକାମ୍ର କ୍ଷେତ୍ର ବାଇ-ଲ’ ନେଇ ବର୍ଷିଲା ବିଜେଡି, ‘ଏତେ ଦିନରୁ କେଉଁଠି ଶୋଇଥିଲା ASI ?’

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ନେଇ ବିଜେଡି ବର୍ଷିଛି । ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏତେ ଦିନରୁ କେଁଉଠି ଶୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର…

ତୈଳ ଦର ବୃଦ୍ଧି ସାମୟିକ, ଖୁବଶୀଘ୍ର ସୁଧାର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ତୈଳ ଦର ବୃଦ୍ଧି ସାମୟିକ । ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ତୈଳ…