Latest Odisha News

BREAKING NEWS

Browsing Category

ଫିଚର

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର: ବେଙ୍ଗାଲୁରରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଏଲିଟ ଗ୍ରୁପ ସି’ର ଏକ ମୁକାବିଲାରେ ଓଡିଶାକୁ ୮ ଉଇକେଟରେ ରେଲୱେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୪୯.୩ ଓଭରରେ ୨୩୦ରେ ଅଲଆଉଟ ହୋଇ ଯାଇଥିଲା । ଅଙ୍କିତ ଯାଦବ(୪୮), ରାଜେଶ ଧୂପର (୩୬) ଓ…

ରାଜ୍ୟ ବଜେଟରେ ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ବର: ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ୯୦ କୋଟି ଟଙ୍କା…

ସମ୍ପୂର୍ଣ୍ଣ ଡିଜିଟାଲ ହେଲା ଓଡିଶା ବଜେଟ୍‌, ଉପଲବ୍ଧ ହେଲା ସ୍ୱତନ୍ତ୍ର ଓଡିଶା ବଜେଟ୍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡିଶା ବଜେଟ ଡିଜିଟାଲ ମୋଡକୁ ପରିବର୍ତ୍ତତ୍ତିତ ହୋଇଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପେପରଲେସ୍ ଭାବରେ ଆଇପ୍ୟାଡ୍ ଜରିଆରେ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ୨୦୨୧-୨୨ ରାଜ୍ୟ ବଜେଟ୍ । ଓଡିଶା ବଜେଟ୍ ୨୦୨୧-୨୨ ପାଇଁ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର ଆପଲ…

ଗୁଜରାଟର ୨ ଖାଲି ପଡିଥିବା ରାଜ୍ୟସଭା ସିଟ୍ ହାତେଇଲା ବିଜେପି

ନୂଆଦିଲ୍ଲୀ:ଗୁଜରାଟର ଖାଲି ପଡିଥିବା ୨ଟି ଯାକ ରାଜ୍ୟସଭା ସିଟ୍ ବିଜେପି ହାତେଇଛି । ଦିନେଶଚନ୍ଦ୍ର ଜେମାଲଭାଇ ଓ ରାମାଭାଇ ହରଜିବାଇ ଯଥାକ୍ରମେ ଅନବାଦିୟା ଓ ମୋକାରିୟାରୁ ସହଜରେ ରାଜ୍ୟସଭାକୁ ଯାଇପାରିଛନ୍ତି । କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ବିଜେପିର ଗଣପତରାୟ ଭରଦ୍ୱାଜଙ୍କ ମୃତ୍ୟୁ ପରେ ଏହି…

ସୁନ୍ଦରଗଡ଼ରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ’ର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମକୁ ଉଦଗାଟନ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୩୩୧ ଜଣ ଗର୍ଭବତୀ ମା’ ଓ…

ରାଜ୍ୟ ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି

ଭୁବନେଶ୍ୱର:ଆଜି ବିଧାନସଭାରେ ଆଗତ ହୋଇଥିବା ରାଜ୍ୟ ବଜେôରେ ଶିକ୍ଷା ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣ ସହିତ ମେଧାବୃତ୍ତି ଏବଂ ମଧ୍ୟାହ୍ନ ଭୋଜନ ସମ୍ପର୍କୀତ…

ଏଲଜେପିର ଏକମାତ୍ର ଏମଏଲସି ବିଜେପିରେ ମିଶିଲେ

ପାଟନା: ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । ଦଳର ଏକମାତ୍ର ଏମଏଲସି ନୂତନ ସିଂ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ ଓ ବିହାର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ନୀରଜ ସିଂ ବବଲୁଙ୍କ ଉପସ୍ଥିତିରେ ସେ ଦଳରେ…

ରାଜ୍ୟ ବଜେଟର ଫୋକସରେ କୃଷି ଓ କୃଷକ

ଭୁବନେଶ୍ୱର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ଏଥର ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଉପସ୍ଥାପନ ହୋଇଥିବା ବଜେଟରେ ୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ ୧ଶହ ୬୦ କୋଟି…

ଘରୋଇ ପରିବେଶରେ ଧୋନୀଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ

ମୋଟେରା: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଆଉ ଏକ ରେକର୍ଡ ଭାଙ୍ଗିବା ସୁଯୋଗ ଉପନୀତ ହୋଇଛି । ଘରୋଇ ପରିବେଶରେ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଜିତିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି ।…

୧ .୭୦ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥି ମଧ୍ୟରେ ରହିଛି ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି, ଯୋଜନା ବ୍ୟୟ ବାବଦରେ ୭୫ ହଜାର ଟଙ୍କା କୋଟି, ବିପର୍ଯ୍ୟୟ ପରିଚାଳନା ବାବଦରେ…