Latest Odisha News

BREAKING NEWS

Browsing Category

ଫିଚର

ବ୍ରାଜିଲ କିଣିବ କୋଭାକ୍ସିନର ୨ କୋଟି ଡୋଜ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା କୋଭାକ୍ସିନ୍‌ର କିଣିବ ବ୍ରାଜିଲ । କୋଭାକ୍ସିନର ୨ କୋଟି ଡୋଜ୍‌ କିଣିବା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି ବ୍ରାଜିଲ । ବ୍ରାଜିଲର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଏହି କ୍ରୟର ମୂଲ୍ୟ ୧.୬ ବିଲିୟନ ରିଏସ୍‌…

ମାର୍ଚ୍ଚ ୩୧ ଯାଏ କରୋନା କଟକଣା ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କିଛି ରାଜ୍ୟରେ ଦେଖାଦେଲାଣି କରୋନାର ଦ୍ବିତୀୟ ଲହର । ଏହାସହ କରୋନାକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି । ଏସବୁ ଭିତରେ ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢିଲା କରୋନା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ ।…

୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରି ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ, ମେ ୨ରେ ଭୋଟ ଗଣତି

ନୂଆଦିଲ୍ଲୀ : ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

ବିଜୟ ହାସଲ କରି ସମ୍ମାନର ସହ ଅଭିଯାନ ଶେଷ କରିବ ଓଡିଶା ଏଫସି: ଷ୍ଟିଭେନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଶନିବାର ଗୋଆରେ ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜନରେ ଓଡିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରି…

କ୍ରିକେଟ୍‌କୁ ଅଲବିଦା କହିଲେ ୟୁସୁଫ୍ ପଠାନ୍

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରେ ଆଜିଠୁ ସନ୍ୟାସ ଗ୍ରହଣ କଲେ ବିସ୍ଫୋରକ ଅଲ୍‌ରାଉଣ୍ଡର୍ ୟୁସୁଫ୍ ପଠାନ୍ । ବରୋଦାର ଏହି ଧୁଆଁଧାର କ୍ରିକେଟର୍ ଭାରତ ପକ୍ଷରୁ ୫୭ଟି ଦିନିକିଆ ଓ ୨୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ତା ଛଡା ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା…

୨୫ କିଲୋମିଟର ସ୍କୁଟି ଚଳାଇଲେ ସ୍ମୃତି, ଦିଦିଙ୍କୁ କହିଲେ ତୁମ ସମୟ ଗଲାଣି

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଏବଂ ଟିଏମସି ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଗୁରୁବାର ମମତା ବାନାର୍ଜୀଙ୍କ ସ୍କୁଟି ରାଲୀକୁ ଟାର୍ଗେଟ କରି ଆଜି ବିଜେପିର ବରିଷ୍ଠ ନେତ୍ରୀ ସ୍ମୃତି ଇରାନୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେ ସୋନାରପୁର ଅଂଚଳରେ ୨୫ କିଲୋମିଟର ସ୍କୁଟି…

ରିଲିଜ୍ ଅପେକ୍ଷାରେ “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ ଭଳି ଶବ୍ଦରେ ଅତିଷ୍ଠ ହୋଇପଡିଥିଲେ ସାରା ବିଶ୍ୱ ସମେତ ଓଡିଶାବାସୀ । ଖାସ ସେମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ଚଳଚଂଚଳ ହୋଇଉଠିଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଏହି ଧାରାରେ ସାମିଲ ହୋଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ “ଶହୀଦ ରଘୁ…

କ୍ରିକେଟରୁ ଅବସର ଘୋଷଣା କଲେ ବିନୟ କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଆର.ବିନୟ କୁମାର ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୫ ବର୍ଷ କ୍ୟାରିୟରକୁ ସମାପ୍ତ କରିବା ସହଜ ନ ଥିଲା ବୋଲି ୩୭ ବର୍ଷୀୟ ବିନୟ କହିଛନ୍ତି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ…

ହାତ ହରାଇଥିଲେ, ହେଲେ ସାହାସ ନୁହେଁ

ଭୁବନେଶ୍ୱର: ଦକ୍ଷିଣ କାଶ୍ମୀରର ୨୩ ବର୍ଷୀୟ ଛାତ୍ର ସୟର ଅବ୍ଦୁଲାହ । ଭିନ୍ନକ୍ଷମଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ । ପିଲାଦିନୁ ତାଙ୍କର ସ୍ୱପ୍ନ ଥିଲା ଅଫ ରୋଡ୍ ଆଡଭେଂଚରରେ ଯିବେ । ହେଲେ ମାତ୍ର ୧୧ ବର୍ଷ ବୟସରେ ଏକ ଦୁର୍ଘଟଣାରେ ସେ ନିଜର ଏକ ହାତ ହରାଇଥିଲେ । ତଥାପି ଫିକା…

ରାମ ମନ୍ଦିର ପାଇଁ ଆଦାୟ ହେଲାଣି ୧୯୦୦ କୋଟି ଟଙ୍କା

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିର ପାଇଁ ଭକ୍ତମାନେ ଦାନ ସୂତ୍ରରେ ଟଙ୍କା ଦେଇ ଚାଲିଛନ୍ତି । ଟ୍ରଷ୍ଟ ପାଖରେ ଏ ପର୍ଯ୍ୟନ୍ତ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ସାରିଛି । ଶୁକ୍ରବାର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ…