Latest Odisha News

BREAKING NEWS

Browsing Category

ଫିଚର

ମଲାଲାଙ୍କୁ ପୁନର୍ବାର ହତ୍ୟା ଧମକ ଦେଲା ତାଲିବାନ, ଏଥର ଭୁଲ ହେବନି

ଲାହୋର: ନୋବେଲ ଶାନ୍ତି ପୁରସ୍କାର ବିଜେତା ପାକିସ୍ତାନର ମଲାଲା ୟୁସୁଫଜଇଙ୍କୁ ପୁନର୍ବାର ମିଳିଛି ହତ୍ୟା ଧମକ । ଏହି ଧମକ ତାଲିବାନ ପ୍ରବକ୍ତା ଅହଶାନଉଲ୍ଲା ଅହଶାନ ଦେଇଛନ୍ତି । ଏଥର ଆଉ ଭୁଲ ହେବନି ବୋଲି ସେ ଟୁଇଟ କରିଛନ୍ତି । ସୂଚନାଯୋଗ୍ୟ, ମଲାଲଙ୍କୁ ୯ ବର୍ଷ ତଳେ ଅହଶାନ ଓ ତାଙ୍କ ସାଥୀ…

ଶାହରୁଖ ଖାନ ୫ କୋଟି ୨୫ ଲକ୍ଷରେ ବିକ୍ରି!

ଚେନ୍ନାଇ: ସେ ବଲିଉଡର କିଙ୍ଗ ଖାନ ଆଉ ଏ ହେଉଛନ୍ତି କ୍ରିକେଟର କିଙ୍ଗ ଖାନ । ସିନେମାରେ ସାଇନ କଲେ କୋଟି କୋଟି ଟଙ୍କାର ବୋଲି ଲାଗେ । ଆଉ ଏ ଶାହରୁଖ ଙ୍କ ପାଇଁ ବି ଲାଗିଛି ଆଇପିଏଲର ବୋଲି । ତାଙ୍କୁ ୫କୋଟି ୨୫ ଲକ୍ଷ ଟଙ୍କାରେ ଶାହରୁଖ୍ ଖାନଙ୍କୁ କିଣିଛି ପଂଜାବ । ତାମିଲନାଡୁର ବିସ୍ଫୋରକ…

ରାମଗୋପାଳ ବର୍ମାଙ୍କ କଙ୍ଗନାଙ୍କୁ ପ୍ରଶଂସା ଟୁଇଟ ଭାଇରାଲ

ମୁମ୍ବାଇ:କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଧାକଡର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେ ଏହି ଫିଲ୍ମର କେତେକ ଫଟୋ ମଧ୍ୟ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ନିକଟରେ ତାଙ୍କର ଏହି ଫଟୋକୁ ରାମ ଗୋପାଳ ବର୍ମା ପ୍ରଶଂସା କରିଛନ୍ତି । ଏପରି କି ସେ ଟୁଇଟରେ କଙ୍ଗନାଙ୍କୁ…

ରାଜ୍ୟର ଏହିସବୁ ସ୍ଥାନରେ ଆସନ୍ତାକାଲି ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ସାମାନ୍ୟ ଧରଣର ବର୍ଷା ହୋଇଥିବା ନେଇ ଗୁରୁବାର ଦିନ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର (ଆଇଏମଡି)। ଆସନ୍ତା ଶୁକ୍ରବାର ସକାଳ ୮.୩୦ ପର୍ଯ୍ୟନ୍ତ ନୂଆପଡା,…

ଆଇପିଏଲ ଇତିହାସରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଶ୍ରେଷ୍ଠ ୫ କ୍ରିକେଟର, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ୱର: ଆଜି ଆଇପିଏଲ ନିଲାମୀ ବେଳେ ଦକ୍ଷିଣ ଆଫ୍ରିକାର ଆଲରାଉଣ୍ଡର କ୍ରିସ୍ ମୋରିସ୍ ୧୬.୨୫ କୋଟି ନିଲାମ ସହିତ ଇତିହାସ ରଚିଛନ୍ତି । ଆଇପିଏଲ ଆରମ୍ଭ ହେବା ଦିନଠାରୁ ଏ ଯାଏଁ କୌଣସି ଖେଳାଳିଙ୍କ ପାଇଁ ଏହା ହେଉଛି ସର୍ବାଧିକ । ତେବେ ଆଇପିଏଲରେ ପ୍ରଥମ ସର୍ବାଧିକ ମୂଲ୍ୟ ହାସଲ କରିଥିବା…

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ୍‌, ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ

ଚେନ୍ନାଇ: ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ୍ ଆଇପିଏଲର ସବୁଠାରୁ ଦାମୀ ଖେଳାଳି । ଆଇପିଏଲ ନିଲାମୀରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ଇଲେଭେନ ପଂଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ପ୍ରୀତି…

(ଭିଡିଓ)ନୟାଗଡ ପରୀ ମୃତ୍ୟୁ ମାମଲା: ଦୋଷ ସ୍ୱୀକାର କଲା ଅଭିଯୁକ୍ତ

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ସତ ମାନିଲା ଅଭିଯୁକ୍ତ । ସେ କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲା ତାହାର ପୁରା କଥା ସେ ବର୍ଣ୍ଣନା କରିଛି । ଏ ନେଇ ଏକ ଭିଡିଓ ପୋଲିସ ପ୍ର୍ରସ୍ତୁତ କରିଛି । ଏଥିରେ ଅଭିଯୁକ୍ତ କହିଛି ଯେ ସେ ପରୀକୁ ତଳେ ପକାଇ ତଣ୍ଟି ଚିପି ଦେଇଥିଲା । ଏହା…

ଖଣି ଓ ଧାତବ ଶିଳ୍ପ ଉପରେ ଓଡିଶା ବିଶ୍ବର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ମିଳିତ ଭାବେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହି…

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେରେନାଙ୍କୁ ହରାଇ ଫାଇନାଲରେ ପ୍ରବେଶ କଲେ ଓସକା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଗୁରୁବାର ଜାପାନର ନାଓମି ଓସକା ଆମେରିକାର ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେମିଫାଇନାଲ ମୁକାବିଲାରେ ଓସକା ୬-୩, ୬-୪ ସେଟରେ ସହଜ ବିଜୟ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ୨୪ତମ…