Latest Odisha News

BREAKING NEWS

Browsing Category

ଫିଚର

ଆଜି ମୁଜାଫରନଗରରେ ଚାଷୀଙ୍କ ମହାପଞ୍ଚାୟତ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲିକୁ ନେଇ ହିଂସା ପରେ ଦିଲ୍ଲୀ ସୀମାରେ ପୋଲିସ ସକ୍ରିୟ ହୋଇଛି । ଗୁରୁବାର ଗାଜିପୁର ବର୍ଡରରେ ଆହୁରି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ରାକେଶ ଟିକାୟତଙ୍କ ସମର୍ଥକ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧର କରି ରାସ୍ତା ଜାମ କରିଛନ୍ତି । ଟିକାୟତଙ୍କୁ…

ରାଜନଗରରେ ଭୟାବହ ଅଗ୍ନିକାଣ୍ଡ; ବାପା-ମାଙ୍କ ଆଗରେ ଜଳିଗଲା କୁନି ଝିଅ

ରାଜନଗର: ରାଜନଗର ଓକିଲ ପାଳ ଗାଁରେ ଅଘଟଣ। ବାପା- ମାଆଙ୍କ ଆଖି ଆଗରେ ଜଳିଗଲା ୩ ବର୍ଷର ଝିଅ । ପଲାରେ ଶୋଇଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ । ଏହି ଅଗ୍ନିକାଣ୍ଡରେ ବାପା- ମା ସମେତ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି…

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରୁ ଶୀତ ଗାଏବ ହୋଇ ଯାଇଥିବା ବେଳେ ପୁଣି ଶୀତ ଫେରିଛି। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା।ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବା ନେଇ ଅନୁମାନ କରାଯାଇଛି।…

ନାଗାଲ୍ୟାଣ୍ଡର ୧୬ ବର୍ଷୀୟ ବୋଲରଙ୍କୁ ଟ୍ରାଏଲ ପାଇଁ ଡକାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ରେକର୍ଡ ୫ଥର ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯୁବ ଖେଳାଳିଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ । ଏଥିଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳି ଟିମ୍ ଇଣ୍ଡିଆ…

କ୍ୟାନ୍ସର ଆକ୍ରାନ୍ତ ଝିଅର ମନୋବଳ ବଢ଼ାଇବା ପାଇଁ ମାଆ ବି ନିଜ ଚୁଟି କାଟିଲେ

ନୂଆଦିଲ୍ଲୀ: ମାଆ ଶବ୍ଦ ସବୁ କିଛି ସମ୍ଭବ କରିପାରେ । ତ୍ୟାଗର ପ୍ରତିମୂର୍ତି ମାଆର ଆଉ ଏକ ରୂପ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି । ଲୁସିୟାନା ରିବେଲା ନାମକ ଜଣେ ମହିଳା କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି । ଏଥିଯୋଗୁ ତାଙ୍କ ଚୁଟି ଝଡିବା ଆରମ୍ଭ ହୋଇଥିଲା । ଏହା ଦେଖି ତାଙ୍କ ମାଆ ନିଜ ଝିଅର…

ସର୍କସ ପାଇଁ ରଣବୀର ସିଂ ନେବେ ୫୦ କୋଟି !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ପ୍ରତ୍ୟେକ ହିଟ ଫିଲ୍ମ ପରେ ତାଙ୍କ ଫିସ୍ ବଢ଼ାଇବାରେ ଲାଗିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସର୍କସ ପାଇଁ ରଣବୀର ୫୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ସେହିପରି ସେ ତାଙ୍କ ଫିଲ୍ମକୁ ଥିଏଟରରେ…

ପାକିସ୍ତାନ ପାଇଲଟଙ୍କ ଦାବୀ, ଏଲିଅନଙ୍କୁ ଦେଖିଛି !

ଇସଲାମବାଦ: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏଲିଅନଙ୍କୁ ଦେଖିଥିବା ଦାବୀ କରିଛନ୍ତି । ଏପରି କି ସେ ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଦୂରରୁ ଏହା ଏକ ୟୁଏଫଓ ପରି ଦେଖା ଯାଉଥିଲା । ଏହି ଖବର ପ୍ରସାରିତ ହେବା ପରେ ସାରା ବିଶ୍ୱରେ ଏ ନେଇ ଆଲୋଚନା ସୃଷ୍ଟି ହୋଇଛି । ପାଇଲଟଜଣଙ୍କ…

ଷଷ୍ଠ ଥର ବିବାହ କଲେ ପାମେଲା ଆଣ୍ଡରସନ: ଏଥର ନିଜ ବଡିଗାର୍ଡଙ୍କୁ କଲେ ଜୀବନସାଥୀ

ନ୍ୟୁୟର୍କ: ଅଭିନେତ୍ରୀ ତଥା ପ୍ଲେବୟ ମଡେଲ ପାମେଲା ଆଣ୍ଡରସନ ପୁନର୍ବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହା ତାଙ୍କର ଷଷ୍ଠ ବିବାହ । ଏଥର ସେ ତାଙ୍କ ବଡିଗାର୍ଡ ଡ୍ୟାନ ହେହେର୍ଷ୍ଟଙ୍କୁ ଜୀବନସାଥୀ ଭାବେ ଚୟନ କରିଛନ୍ତି । ୧୯୯୫ରେ ପାମେଲା ଟମ ଲୀଙ୍କ ସହ ପ୍ରଥମ ବିବାହ କରିଥିଲେ । ତାଙ୍କର…

ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ

କଟକ: ଚୌଦ୍ୱାର ଚାରବାଟିଆ ଏଆରସିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ କଟକ ଓ ଚୌଦ୍ୱାରର ୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ଏହି ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ । ପ୍ରାୟ ୪ ଘଣ୍ଟା ଧରି ଏଠାରେ ନିଆଁ ଲାଗି…

ଫେବୃଆରୀ ୬ରେ ଅଦାଲତରେ ହଜାର ହେବାକୁ ରାଜ ଠାକରେଙ୍କୁ କୋର୍ଟଙ୍କ ଆଦେଶ

ମୁମ୍ବାଇ:ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେଙ୍କୁ ନବୀ ମୁମ୍ବାଇର ଭାସି କୋର୍ଟ ଫେବୃଆରୀ ୬ ତାରିଖରେ ଅଦାଲତରେ ହଜାର ହେବାକୁ ଆଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ,ରାଜ ଠାକରେ ୨୦୧୪ ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ…