Latest Odisha News

BREAKING NEWS

Browsing Category

ଫିଚର

ସ୍ପେଶ ଏକ୍ସ ମିଶନକୁ ପୁନର୍ବାର ଝଟକା: ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଜଳିଗଲା ରକେଟ

ନ୍ୟୁୟର୍କ: ଏଲନ ମସ୍କଙ୍କ ସ୍ପେଶ ଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ…

ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍ । ସେମାନଙ୍କ ଅଫିସରେ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ…

ଆଜି ରାଜ୍ୟରୁ ୭୧ କରୋନା ପଜିଟିଭ୍, ୯୪୬ଟି ରହିଛି ଆକ୍ଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ଲଢ଼େଇରେ ଓଡ଼ିଶା ଏବେ ଭଲ ସ୍ଥିତିରେ ରହିଛି । ଶହେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ସୁସ୍ଥ ହାର ବଢ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୧ ଜଣ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

କୃଷକଙ୍କ ସମର୍ଥନରେ ହଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଜିଦରେ ଅଟଳ କୃଷକ ସଂଗଠନ । ଦେଶ ବାହାରେ ବି ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ଲୋବାଲ୍ ସେଲିବ୍ରିଟି । ହଲିଉଡ୍ ପପ୍ ଷ୍ଟାର ରିହାନା ଏନେଇ ଚିନ୍ତା ପ୍ରକଟ କରିବା ସହ ଏକ ଟ୍ୱିଟ୍ କରିଛନ୍ତି…

କ୍ରିକେଟକୁ ବାଏ ବାଏ କହିଲେ ଅଶୋକ ଦିଣ୍ଡା

କୋଲକାତା: କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଅଶକୋ ଦିଣ୍ଡା । କ୍ରିକେଟର ସବୁ ଫର୍ମାଟ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ସେ ଅବସର ଘୋଷଣା କରିଛନ୍ତି । ୩୬ବର୍ଷୀୟ ଦିଣ୍ଡା ଏହି ସୂଚନା ଦେଇଛନ୍ତି । ବିସିସିଆଇ ଓ ଗୋଆ କ୍ରିକେଟ ଆସୋସିଏସନକୁ ମେଲ୍ କରି ଅବସର…

ଦେଶରୁ ସୁସ୍ଥ ହେଲେଣି ୯୭% କରୋନା ଆକ୍ରାନ୍ତ, ଆଜି ୧୧ ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମିଛି କରୋନା କାୟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୩୯ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୪ହଜାର ୨୨୫ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୭ଲକ୍ଷ…

ବେଙ୍ଗାଳୁରୁରେ ଏରୋ ଇଣ୍ଡିଆ ଶୋ ଉଦଘାଟିତ

ବେଙ୍ଗାଳୁରୁ: ବେଙ୍ଗାଳୁରୁରେ ଆଜିଠୁ ଆରମ୍ଭ ହୋଇଛି ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ଶୋ ଏରୋ ଇଣ୍ଡିଆ ୨୦୨୧ । ଆଜିଠାରୁ ତିନି ଦିନ ପାଇଁ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସିଡିଏସ ଜେନେେରାଲ୍ ବିପିନ ରାଓ୍ୱତ ଓ…

ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍

ବଲାଙ୍ଗିର: ଓଲଟିଲା ପିକଅପ ଗାଡି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତ ହୋଇଛନ୍ତି ୬ ଜଣ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନକୁ ନେଇ ଯାଉଥିବା ବେଳେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ବଙ୍ଗୋମୁଣ୍ଡା ପୋଲିସ ଓ…

ଇ-କମର୍ସ କମ୍ପାନୀ ‘ଆମାଜନ୍‌’ ସିଇଓ ପଦ ଛାଡ଼ିବେ ଜେଫ୍‌ ବେଜୋସ୍

ନୂଆଦିଲ୍ଲୀ: ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ଓହରିବେ ଜେଫ୍ ବୋଜେସ । ଏନେଇ ଆମାଜନ୍ ଡଟ୍ କମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଚଳିତବର୍ଷ ଶେଷ ସୁଦ୍ଧା ତାଙ୍କ ପଦ ଛାଡିବେ । ତାଙ୍କ ସ୍ଥାନରେ ଆମାଜନ ୱେବ୍ ସର୍ଭିସେସ୍ ମୁଖ୍ୟ ଆଣ୍ଡି…

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ । ବର୍ତ୍ତମାନ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା…