Latest Odisha News

BREAKING NEWS

Browsing Category

ଫିଚର

ଦିନକରେ ଦେଶରୁ ୧୧ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୪ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଧିରେଧିରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ହଜାର ୬୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୪ ହଜାର ୩୦୧ ସଂକ୍ରମିତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ…

ରାଷ୍ଟ୍ରପତି ପୁରସ୍କାର ପାଇବ‌େ ଶୁୁଭକାନ୍ତ ପ୍ରଧାନ

ଭୁବନେଶ୍ବର: ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇବ‌ାକୁ ଯାଉଛନ୍ତି ଶୁୁଭକାନ୍ତ ପ୍ରଧାନ। ଯିଏକି କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦ‌େଶାଳୟ (ଡି.ଆର୍ ଆଇ) ଭୁବନେଶ୍ବରର ସିନିୟର୍ ଇଣ୍ଟ‌େଲିଜେନ୍ସ ଅଫିସର ଭାବ‌େ କାର୍ଯ୍ୟରତ। ଶୁଭକାନ୍ତ ୨୦୨୧ ବର୍ଷ ଲାଗି…

ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ଚୀନକୁ ଜୋ ବାଇଡେନଙ୍କ ଚେତାବନୀ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ଗୋଟିଏ ସପ୍ତାହ ଭିତରେ ଜୋ ବାଇଡେନ୍ ବେଜିଂଙ୍କୁ ଚେତାବନୀ ଦେଇଛନ୍ତି । ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ବର୍ଷିଛନ୍ତି ବାଇଡେନ । ଏକାଧିକ ବୟାନରେ ବାଇଡେନ୍ ପ୍ରଶାସନ ଓ ବରିଷ୍ଠ ସୁରକ୍ଷା…

କାର୍ଯ୍ୟାନୁଷ୍ଠାନ ଡର, ବର୍ଡରରେ ରାତି ସାରା ଉଜାଗର ରହିଲ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନକୁ ନେଇ ବିଳମ୍ବିତ ରାତିରେ ଗାଜିପୁର ବର୍ଡରରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଅଧ ରାତିରେ ବିଦ୍ୟୁତ୍ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ ।…

ହାଇଓ୍ୱାକୁ ପିଟିଲା ଯାତ୍ରୀବାହୀ ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭  ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ଦୁର୍ଘଟଣା । ପୂର୍ବରୁ ଛିଡା ହୋଇଥିବା ହାଇଓ୍ୱାକୁ ପଛ ପଟୁ ପିଟିଛି ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୪ବସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪୦ ଯାତ୍ରୀ । ସୂଚନାନୁସାରେ…

ପଶ୍ଚିମ କେମରୁନରେ ଭୟଙ୍କର ଦୁର୍ଘଟଣା ୫୩ ବସ୍ ଯାତ୍ରୀ ମୃତ

କେମରୁନ: ତୈଳ ଇନ୍ଧନ ଭର୍ତ୍ତି ଟ୍ରକ୍ ଓ ଯାତ୍ରୀବାସୀ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଗୁରୁତର ଆହତ ହୋଇଛନ୍ତି । ମଧ୍ୟ ଆଫ୍ରିକାର ପଶ୍ଚିମ କେମରୁନର ଏକ ଗାଁରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଯାଉଥିବା ତୈଳ ଇନ୍ଧନ ଭର୍ତ୍ତି ଟ୍ରକଟି…

ଭଡାରେ କାର ନେଲେ, ଡ୍ରାଇଭରକୁ ମର୍ଡର କଲେ

କୋରାପୁଟ: ଭୁବନେଶ୍ୱରରୁ ଗାଡି ଭଡା ନେଇ ଯାଇଥିବା ଡ୍ରାଇଭରଙ୍କୁ କୋରାପୁଟରେ ନିର୍ମମ ଭାବେ ହତ୍ୟା । ମୃତକଙ୍କ ନାଁ ସୁଧୀର କୁମାର ସାହୁ ବୋଲି ଜଣାପଡିଛି । ସେ ଦୁଇ ଦିନ ତଳେ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋରାପୁଟ ଯାଇଥିବା ବେଳେ ଗତକାଲିଠାରୁ ତାଙ୍କ ଫୋନ ସୁଇଚ ଅଫ୍ ଆସିଥିଲା ।…

ଦେଶରେ ଟିକା ନେଲେଣି ୨୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ଟିକା ନେଇ ସାରିଲେଣି । ଆଜି ପ୍ରାୟ ୩ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି । ଟିକା ନେବା ପରେ ଏଯାଏଁ କେବଳ ୦.୦୦୦୭ ପ୍ରତିଶତ ଲୋକ ଡାକ୍ତରଖାନାରେ…

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ପ୍ରାୟ ୭ ହଜାର କିଲୋମିଟର ଯାତ୍ରା କରିବା ପରେ ଭାରତରେ ଅବତରଣ କରିଛି ଏହି ଲଢୁଆ ଯୁଦ୍ଧ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ…

ଓଟିଟିରେ ରିଲିଜ ହୋଇପାରେ ସାଇନାଙ୍କ ବାୟୋପିକ୍‌

ମୁମ୍ବାଇ: ଭାରତର ସୁନାମଧନ୍ୟ ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ ଓଟିଟିରେ ରିଲିଜ ହୋଇପାରେ । ସାଇନା ନାମକ ଏହି ଫିଲ୍ମରେ ପରିଣୀତି ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଗତ ବର୍ଷ ଏହି ଫିଲ୍ମ ରିଲିଲ ହେବାକୁ ଥିଲେ ମଧ୍ୟ କରାନା ମହାମାରୀ ଯୋଗୁ ଏହା…