Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ଲାଞ୍ଚ ନେଇ ଧରାପଡ଼ିଲେ

ବଲାଙ୍ଗିର : ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା । ବଲାଙ୍ଗିର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲର ଭାରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ । ୮୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଟଙ୍କା ନେବା ବେଳେ ଗିରଫ କରିଛି…

ଗର୍ଜିଲେ ଶୁଭେନ୍ଦୁ, ମମତାଙ୍କୁ ନ ହରାଇଲେ ରାଜନୀତି ଛାଡିଦେବି

କୋଲକାତା: ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯଦି ତୃଣମୂଳ କଂଗ୍ରେସର ମମତାଙ୍କୁ ମୁଁ ଆଗାମୀ ନିର୍ବାଚନରେ ୫୦ହଜାର ଭୋଟ ବ୍ୟବଧାନରେ ହରାଇବି । ଯଦି ଏହା ନ ହୁଏ ତାହାହେଲେ ରାଜନୀତି ଛାଡିଦେବି ବୋଲି ଶୁଭେନ୍ଦୁ କହିଛନ୍ତି । ସୋମବାର…

ତେଜସ ପରେ ରୁଷିଆଠାରୁ ଭାରତ ଅଧିକ ସୁଖୋଇ, ମିଗ୍ ବିମାନ କିଣିବ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ଭାରତ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଥିବାରୁ ଏଥିପ୍ରତି କେନ୍ଦ୍ର ସରକାର ଯତ୍ନବାନ୍ ହୋଇଛନ୍ତି । ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ତେଜସ ପରେ ଭାରତ ୨୧ଟି ମିଗ୍‌-୨୯ ଓ ୧୨ ସୁଖୋଇ-୩୦ ବିମାନ କିଣିବା ପାଇଁ ନିଷ୍ପତି ନେଇଛି । ସୁରକ୍ଷା…

ନଟରାଜନଙ୍କ ନୋ ବଲ ନେଇ ସନ୍ଦେହ ବ୍ୟକ୍ତ କଲେ ୱାର୍ଣ୍ଣେ

ବ୍ରିସବେନ୍‌: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ଫଳରେ କଙ୍ଗାରୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ବିଭିନ୍ନ ପ୍ରକାର ମାନସିକ ଚାପ ଭାରତୀୟ ଖେଳାଳିଙ୍କ ଉପରେ ପକାଇବାରେ ଲାଗିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ…

ଚ୍ୟାଲେଞ୍ଜ ଦେଲେ ମମତା, ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ସମସ୍ତ ପ୍ରକାର କୂଟନୀତି ଆରମ୍ଭ ହୋଇ ଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସିଧାସଳଖ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ମୁଁ ନନ୍ଦିଗ୍ରାମରୁ ଟିଏମସି ପକ୍ଷରୁ ଲଢ଼ିବି ବୋଲି ସେ…

କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟ କହିଲେ ଦିଲ୍ଲୀରେ କାହାକୁ ଅନୁମତି ମିଳିବ ତାର ନିଷ୍ପତି ପୋଲିସ ନେବ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ନେଇ ସୋମବାର ସୁପ୍ରିମକୋର୍ଟ ତାଙ୍କ ନିଷ୍ପତି ଶୁଣାଇଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଚାଷୀମାନେ କରିବାକୁ ଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀରେ ପ୍ରବେଶ କରିବା ପାଇଁ କାହାକୁ ଅନୁମତି ମିଳିବ ତାର ନିଷ୍ପତି ପୋଲିସ ନେଉ । ପ୍ରଧାନ ବିଚାରପତି କହିଛନ୍ତି ଏଥିରେ…

ଆଜିଠୁ ଜାତୀୟ ସଡ଼କ ସୁରକ୍ଷା ମାସ: ପୁରୀରେ ସାଇକେଲ ଶୋଭାଯାତ୍ରା

ପୁରୀ: ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ । ଚଳିତବର୍ଷ ମାସେ ଧରି ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ପୁରୀରେ ଏକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ…

କାର ଉପରେ ଆକ୍ରମଣ ଘଟଣା: ବିଜେପିକୁ ଟାର୍ଗେଟ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟ୍ୱିଟ୍ । କାର୍ ଉପରେ ଆକ୍ରମଣ ଏବଂ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ବିଜେପିକୁ ସେ ଟାର୍ଗେଟ କରିଛନ୍ତି । ନିରଞ୍ଜନ ଲେଖିଛନ୍ତି, ‘ଆକ୍ରମଣକାରୀ ବିଜେପି ଯୁବ ମୋର୍ଚ୍ଚାର…

ରାଜ୍ୟରେ ଦ୍ୱିତୀୟ ଦିନରେ ଟିକାକରଣ: ୩୧ ହଜାର ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଟିକାକରଣ । ଦ୍ୱିତୀୟ ଦିନରେ ୩୧ହଜାର ୯୦୨ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୩୮୦ ସେସନ ମାଧମରେ ୩୧,୯୦୨ ଜଣଙ୍କୁ ଟିକାକରଣ କରାଯିବ । ଆଜିଠୁ ୨୫ ତାରିଖ ଯାଏ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା…

ମହାନ ସ୍ପିନର ଚନ୍ଦ୍ରଶେଖର ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ସ୍ପିନର ଭାଗବତ ଚନ୍ଦ୍ରଶେଖର ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ୭୫ ବର୍ଷୀୟ ଚନ୍ଦ୍ରଶେଖର ହଠାତ୍ କଥା କହି ପାରି ନ ଥିଲେ ଏବଂ ପଡି ଯାଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା…