Latest Odisha News

BREAKING NEWS

Browsing Category

ଫିଚର

ଗୁଜବରେ ବିଶ୍ୱାସ ନକରି ଟିକା ନେବାକୁ ଅପିଲ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ ଟିକା ନେଉଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ବି ଟିକା ନେଇଛନ୍ତି । ସେ କହିଛନ୍ତି, କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ନେବାର ଅଧଘଣ୍ଟା…

ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ତାଙ୍କ ନାଁ ରବି ଦୁଲ୍ଲା । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସେ ସଜା କାଟୁଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲେ ରବି ଦୁଲ୍ଲା । ୨୦୦୮ରେ ସେ…

ଟିକାକରଣ ଫିଡବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟିକା ନେଉଛି ଓଡିଶା । ଆଜିଠାରୁ ରାଜ୍ୟବ୍ୟାପୀ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ଟିକାକରଣ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେଇଥିବା ବ୍ୟକ୍ତି ନିଜ ଅନୁଭୂତି ବଖାଣିଛନ୍ତି । ସେମାନଙ୍କୁ ବ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି…

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ ଅବଜରଭେସନ ରୁମ୍‌ରେ ଅଛନ୍ତି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

ହାର୍ଦ୍ଦିକ ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କ ପିତୃ ବିୟୋଗ

ଅହମ୍ମଦାବାଦ: ପରଲୋକରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ବାପା । ଆଜି ସେମାନଙ୍କର ବାପା ହିମାଂଶୁ ପାଣ୍ଡ୍ୟାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବରୋଦରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ…

ପ୍ରତୀକ୍ଷାର ଅନ୍ତ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ । ବିଶ୍ୱରେ ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ । ଦେଶବ୍ୟାପୀ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆରେ ଦେଶର ୩ହଜାରରୁ ଅଧିକ କେନ୍ଦ୍ରରେ ଟିକାକରଣପ ସେ ଶୁଭାରମ୍ଭ କରିଛନ୍ତି । ପ୍ରତି…

ବାହୁଡ଼ିଲା ଶୀତ: ୧୧ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬ ଡିଗ୍ରୀ ତଳକୁ ଖସିଛି ସର୍ବନିମ୍ନ ତାପମାତ୍ରା । ୫.୮ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ଫୁଲବାଣୀ । ସେହିପରି…

ଲକ୍ଷେ ୫୨ ହଜାର ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମହାମାରୀ ସହ ଲଢ଼େଇ ଭିତରେ ଆଜି ଆରମ୍ଭ ହେଉଛି ଟିକାକରଣ । ଏହାସହ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ ହଜାର ୧୫୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୪୨ହଜାର ୮୪୧କୁ ବୃଦ୍ଧି ପାଇଛି ।…

ଓଡ଼ିଶାର ୧୬୧ଟି କେନ୍ଦ୍ରରେ ଟିକାକରଣ, ଫିଡବ୍ୟାକ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ଟିକାକରଣ ପାଇଁ ତୟାର ଓଡ଼ିଶା । ଆଉ କିଛି ସମୟ ପରେ ଆରମ୍ଭ ହେବ ମହାଅଭିଯାନ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହ ବିଭାଗର ବହୁ ବରିଷ୍ଠ ଅଧିକାରୀ…

ବ୍ରିସବେନ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ପ୍ରଥମ ଇନିଂସ ଖେଳ ଶେଷ କରିଛି ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୩୬୯ ରନରେ ଅଲ ଆଉଟ୍ କଙ୍ଗାରୁ ବାହିନୀ । ଶେଷ ଓ୍ୱିକେଟ ଭାବରେ ଜୋସ୍ ହେଜଲଉଡ ଟି. ନଟରାଜନଙ୍କ ଶିକାର…