Latest Odisha News

BREAKING NEWS

Browsing Category

ଫିଚର

ବ୍ରିସବେନ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ପ୍ରଥମ ଇନିଂସ ଖେଳ ଶେଷ କରିଛି ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୩୬୯ ରନରେ ଅଲ ଆଉଟ୍ କଙ୍ଗାରୁ ବାହିନୀ । ଶେଷ ଓ୍ୱିକେଟ ଭାବରେ ଜୋସ୍ ହେଜଲଉଡ ଟି. ନଟରାଜନଙ୍କ ଶିକାର…

ବାଲୁକାକଳାରେ ଟିକାକରଣ ସଚେତନତାର ବାର୍ତ୍ତା

ପୁରୀ: କରୋନା ଟିକାକରଣ ନେଇ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳାରେ ଟିକାକରଣ ନେଇ ସଚେତନତାର ବାର୍ତ୍ତା ଦେିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ । ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବିଶାଳ ବାଲୁକା କଳାରେ ବୃହତ ଟିକାକରଣ ଅଭିଯାନରେ ସମସ୍ତଙ୍କୁ…

ଟିକା ନେବ ଭାରତ: ବିଶ୍ୱର ସବୁଠୁ ବଡ଼ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନର ଆଜି ଶୁଭାରମ୍ଭ କରିବ ଭାରତ । ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ । କୋଭିଡ୍ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫେରେନ୍ସିଂରେ ସକାଳ ସାଢ଼େ ୧୦ଟାରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର…

ନବୀନ ପୁଣି ନମ୍ବର ଏକ ନମ୍ବର: ଏବିପି ନ୍ୟୁଜ୍‌

ଭୁବନେଶ୍ୱର : ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କର ରାଜ୍ୟ ପାଇଁ କରିଥିବା କାମ ଓ ଲୋକଙ୍କ ମତ ଆଧାରରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ…

ଅବସର ନେଲେ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ରୁନୀ

ଲଣ୍ଡନ:ଇଂଲଣ୍ଡ ଫୁଟବଲର ମହାନ ଖେଳାଳି ଭାବେ ବିବେଚିତ ୱେନ ରୁନୀ ଶୁକ୍ରବାର ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ଏହି ପ୍ରତିଷ୍ଠିତ ଖେଳାଳି ଡର୍ବି କାଉଂଟିର ମ୍ୟାନେଜର ଦାୟିତ୍ୱ ତୁଲାଇବେ । କ୍ଲବ ତାଙ୍କ ସହ ଅଢ଼େଇ ବର୍ଷ ପାଇଁ ଚୁକ୍ତି କରିଛି । ଆନ୍ତର୍ଜାତୀୟ ସ୍ତରରେ ରୁନୀ ଇଂଲଣ୍ଡ…

ଲତା ମଙ୍ଗେସକରଙ୍କ ସମାଲୋଚନା ସହ୍ୟ କରିପାରିଲେନି ଅଦନାନ, ବିବେକ

ମୁମ୍ବାଇ: ଭାରତର ମହାନ ଗାୟିକା ଲତା ମଙ୍ଗେସକରଙ୍କ ସମାଲୋଚନା କରି ସୋସିଆଲ ସାଇଟରେ ଜଣେ ଯୁବକ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି । ଏପରି କି ଅଦନାନ ସାମି ଓ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଉକ୍ତ ପ୍ରଶଂସକ ଉପରେ ବିରକ୍ତ ହୋଇଛନ୍ତି । ଘଟଣାଟି ଏହିପରି.. ଗୁରୁବାର ଅଦନାନ ସାମି ସୋସିଆଲ ମିଡିଆରେ…

ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିଲେ ସଚିନଙ୍କ ପୁଅ ଅର୍ଜୁନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶୁକ୍ରବାର ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ସିନିୟର କ୍ରିକେଟ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଛନ୍ତି । ଏହି ମ୍ୟାଚରେ ସେ ଗୋଟିଏ ଉଇକେଟ ହାସଲ କରିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା । ସେ ୩ ଓଭର…

ଅପମାନ: ମାଲେସିଆ ଜବତ କଲା ପାକିସ୍ତାନର ବିମାନ

କୁଆଲାଲମ୍ପୁର: ପାକିସ୍ତାନ ଶୁକ୍ରବାର ଘୋର ଅପମାନର ସମ୍ମୁଖୀନ ହୋଇଛି । ବନ୍ଧୁ ଦେଶ ଭାବେ ପରିଚିତ ମାଲେସିଆ ପାକିସ୍ତାନ ଆନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ବିମାନକୁ ଜବତ କରିଛି । ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ କର୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛି । ୨୦୧୫ରେ ଭିଏତନାମ କମ୍ପାନୀରୁ ଲିଜ୍…

ଦିଆସିଲି କାଠିରେ ଯୁଦ୍ଧ ଟ୍ୟାଙ୍କ, ଯବାନଙ୍କୁ ଶାସ୍ୱତଙ୍କ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସେନା ଦିବସ ଅବସରରେ ଶୁକ୍ରବାର ଦିନ ଓଡିଶା କଳାକାର ଶାସ୍ୱତ ରଂଜନ ସାହୁ ଦିଆସିଲି କାଠିରେ ଏକ ଯୁଦ୍ଧ ଟ୍ୟାଙ୍କରର ମଡେଲ ତିଆରି କରିଛନ୍ତି। ସୂଚନା ଅନୁସାରେ ସେ ଏଥିପାଇଁ ୨,୨୫୬ ଦିଆସିଲି କାଠିର ବ୍ୟବହାର କରିଛନ୍ତି। ଆଉ ଏହି ମଡେଲକୁ ତିଆରି କରିବା ପାଇଁ ତାଙ୍କୁ ୬ ଦିନ ସମୟ…

ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ଓସ୍କାର ପୁରସ୍କାର ରେସରେ ସାମିଲ

ମୁମ୍ବାଇ: ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ୨୦୨୧ ଓସ୍କାର ପୁରସ୍କାର ରେସରେ ସାମିଲ ହୋଇଛି । ରନୀ ସ୍କ୍ରିଉୱାଲ ଭିଡିଓ ପ୍ରଡକ୍ସନ ତାର ଅଫିସିଆଲ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ନଟଖଟ ଶଟଫିଲ୍ମ କ୍ୟାଟାଗୋରୀରେ ସାମିଲ ହୋଇଛି । ବିଦ୍ୟା ବାଲାନ କହିଥିଲେ ଅଶାନ୍ତ ବର୍ଷ…