Latest Odisha News

BREAKING NEWS

Browsing Category

ଫିଚର

ଏଥର ଭାରତରେ ପ୍ରସ୍ତୁତ ହେବ ରାଫେଲ, ପାନ୍ଥର ହେଲିକପ୍ଟର

ନୂଆଦିଲ୍ଲୀ: ଫ୍ରାନ୍ସ ରବିବାର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଏକ ବହୁତ ବଡ ଅଫର ଦେଇଛି । ଏହା ମାଧ୍ୟମରେ ରାଫେଲ ବିମାନ ଓ ପାନ୍ଥର ହେଲିକପ୍ଟର ଭାରତରେ ଆସେମ୍ବଲ କରାଯିବ । ଏଥିଯୋଗୁ ଖର୍ଚ୍ଚ କମିବା ସହ ମେକ ଇନ ଇଣ୍ଡିଆ ଅଭିଯାନକୁ ଆଗକୁ ବଢ଼ାଇବାରେ ସହାୟ ହେବ । ଦୁଇ ଦେଶ ପରସ୍ପର ମଧ୍ୟରେ…

ଷ୍ଟିଭ୍ ସ୍ମିଥଙ୍କ କମାଲ: ଭାଙ୍ଗିଲେ ସଚିନ, କୋହଲି, କାଲିସଙ୍କ ଭଳି କ୍ରିକେଟରଙ୍କ ରେକର୍ଡ

ସିଡନୀ: ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଷ୍ଟିଭ୍ ସ୍ମିଥ୍ । ତୃତୀୟ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ମାରି ସଚିନ ତେନ୍ଦୁଲକର, ବିରାଟ କୋହଲି, ଜ୍ୟାକ୍ କାଲିସଙ୍କ ଭଳି ମହାନ୍ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ୧୦ ଥର ଗୋଟିଏ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ…

ସିଡନୀ ଟେଷ୍ଟ: ବିଜୟଠାରୁ ୩୦୯ ରନ୍ ପଛରେ ଟିମ୍ ଇଣ୍ଡିଆ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ଜିତିବାକୁ ହେଲେ ଭାରତକୁ ଆଗରେ ଆହୁରି ୩୦୯ ରନ୍ ଦରକାର । ହାତରେ ଗୋଟିଏ ଦିନ ଖେଳ ବାକି ଅଛି । ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ୍ ଇଣ୍ଡିଆ ଦୁଇ ଓ୍ୱିକେଟ ହରାଇ କରିଛି ୯୮ ରନ୍ । ଅପରାଜିତ ଅଛନ୍ତି ଚେତେଶ୍ୱର…

ଦିଦିଙ୍କ ବଡ଼ ଘୋଷଣା: ପଶ୍ଚିମବଙ୍ଗରେ ଲୋକଙ୍କୁ ମାଗଣାରେ କୋଭିଡ୍ ଭ୍ୟାକସିନ୍

କୋଲକାତା: ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି । ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ହୋଇଛି ରାଜନୈତିକ ବୟାନବାଜି । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ଲୋକଙ୍କୁ ମାଗଣାରେ କୋଭିଡ୍…

ବଣଭୋଜି କରିବାକୁ ଯିବା ବେଳେ ଦୁର୍ଘଟଣା, ଜଣେ ମୃତ ଓ ୭ ଆହତ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଉଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଜଣଙ୍କର ଜୀବନ ଯାଇଥିବା ବେଳେ ଆହତ ହୋଇଛନ୍ତି ସାତ ଜଣ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି…

ଆବୁଧାବିରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର, ଖର୍ଚ୍ଚ ହେବ ୯୦୦ କୋଟି

ଆବୁଧାବି: ଆବୁଧାବିରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର । ୧୬.୭ ଏକର ଜମିରେ ୯୦୦ କୋଟି ବଜେଟରେ ଏହାକୁ ତିଆରି କରାଯାଉଛି । ପ୍ରାରମ୍ଭିକ ଅଟକଳ ଅନୁସାରେ ଏହା ୨୦୨୩ ଭିତରେ ସମ୍ପୂର୍ଣ୍ଣ ହୋଇଯିବ । ୟୁଏଇରେ ପ୍ରାୟ ୩୩ ଲକ୍ଷ ଭାରତୀୟ ରହୁଛନ୍ତି । ଏହି ମନ୍ଦିର ସେମାନଙ୍କ ଆସ୍ଥାର କେନ୍ଦ୍ର…

ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି: ୨୪ ଘଣ୍ଟାରେ ରାଜ୍ୟରୁ ୨୬୦ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୯ଟି । ଆଜି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଚନ୍ଦକା ବନଖଣ୍ଡକୁ ଏବର୍ଷ ଆସିଛନ୍ତି ଅଧିକ ପକ୍ଷୀ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ବନଖଣ୍ଡରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି । ମୋଟ୍ ୨୧ ହଜାର ୯୪୮ଟି ପକ୍ଷା ଆସିଥିବା ଜଣାପଡ଼ିଛି । ଗତବର୍ଷ ଅପେକ୍ଷା ପ୍ରାୟ ୬ହଜାର ଅଧିକ ପକ୍ଷୀ ଏବର୍ଷ ଆସିଛନ୍ତି । ୨୦୨୦ରେ ଏହି ସମୟରେ ଚନ୍ଦକା-ଡମପଡ଼ା ବନଖଣ୍ଡକୁ ୧୬…

ପୁନର୍ବାର ସିରାଜଙ୍କୁ ଟାର୍ଗେଟ କଲେ ଅଷ୍ଟ୍ରେଲୀୟ ଦର୍ଶକ, ପୋଲିସର କାର୍ଯ୍ୟାନୁଷ୍ଠାନ

ସିଡନୀ: ଚଳିତ ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆର କେତେକ ଦର୍ଶକ ଉଦ୍ଦେଶ୍ୟମୂଳକ ଭାବେ ମହମ୍ମଦ ସିରାଜଙ୍କୁ ଟାର୍ଗେଟ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିରାଜଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରିଛନ୍ତି କେତେକ ଦର୍ଶକ । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ସିରାଜ ଏ…

ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ପୋଲିସ ଆଖିରେ ଧୂଳି ଦେବାକୁ ନୂଆ ନୂଆ କୌଶଳ ଆପଣଉଛନ୍ତି ବେପାରୀ । ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ଏଭଳି ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ମାଲକାନଗିରି ଥାନା ପୋଲିସ । ଦୁର୍ବୃତ୍ତ ନୀଳବତି ଲାଗିଥିବା ଗାଡ଼ି…