Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ୧୫ ତାରିଖରୁ OCA ଆୟୋଜନ କରିବ ମହିଳା କ୍ରିକେଟ ଲିଗ୍‌

ଭୁବନେଶ୍ୱର: ମହିଳା କ୍ରିକେଟ ଲିଗର ଆୟୋଜନ କରିବ ଓଡ଼ିଶା କ୍ରିକେଟ ଆସୋସିଏସ୍- ଓସିଏ । ୯୦ ଖେଳାଳିଙ୍କୁ ନେଇ ଗଠନ କରାଯାଇଛି ୬ଟି ଟିମ୍ । ଓଡ଼ିଶା ଜୁନିୟର ଓ ସିନିୟର କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରୁଥିବା ୫୪ ଜଣ ଖେଳାଳିଙ୍କ ସମେତ ପ୍ରତିଭା ଅନ୍ୱେଷଣ ମାଧ୍ୟମରେ ୩୬ ନୂଆ ଖେଳାଳିଙ୍କୁ ଚୟନ…

ବ୍ରିଜ ସ୍ଲାବ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର: କେମିତି ଓ କିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରଠାରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିଲା ? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ…

ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ, ଜାଣନ୍ତୁ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୩ ସେଟ୍ ସ୍ୱର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ସମ୍ପୃକ୍ତ ଦାତାଙ୍କ ନାମ ପଦ୍ମ ଚରଣ ପାତ୍ର ହୋଇଥିବା ବେଳେ ସେ ଭୁବନେଶ୍ୱରର ବାସିନ୍ଦା । ରବିବାର ଦିନ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ…

ନବରଙ୍ଗପୁରରେ ବ୍ରିଜ ଭୁଶୁଡିବାରୁ ଜଣେ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ରବିବାର ଏକ ନିର୍ମାଣାଧୀନ ବ୍ରିଜର କଂକ୍ରିଟ ସ୍ଲାବ ଖସି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଉମରକୋଟ ଅଞ୍ଚଳର ତାଳପଦର ନିକଟ ବିଜୁ ସେତୁରେ ଶ୍ରମିକମାନେ କାମ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଏକ ସ୍ଲାବ…

ଓଡ଼ିଶାରେ ୩ ଲକ୍ଷ ୨୮ ହଜାର ଟପିଲା ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୪୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୮ ହଜାର ୦୪୩ରେ ପହଞ୍ଚିଛି। https://twitter.com/HFWOdisha/status/1348250519093956608?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ତାପସୀ ପନ୍ନୁଙ୍କ ଫଟୋଶୁଟ ନେଇ ସମାଲୋଚନା କଲେ କଙ୍ଗନା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ରବିବାର ଏକ ଫଟୋଶୁଟ କରିଛନ୍ତି । ଯାହାକୁ କୁଇନ କଙ୍ଗନା ରାନାୱତ ସମାଲୋଚନା କରିବା ସହ ଏହାକୁ ଅବିକଳ ନକଲ ବୋଲି ମଧ୍ୟ କହିଛନ୍ତି । ମୋ ବିନା ବୋଧହୁଏ ତାଙ୍କର ଅସ୍ତିତ୍ୱ ନାହିଁ । ମିଷ୍ଟର ଅମିତାଭ ବଚ୍ଚନଙ୍କ ପରେ ମୋତେ ସବୁଠାରୁ ବେଶି କପି…

କୋହଳ ହେଲା କଟକଣା, ୨୧ରୁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ହଟିଲା କୋଭିଡ ନେଗେଟିଭ ସାର୍ଟିଫିକେଟ କଟକଣା। ଆସନ୍ତା ୨୧ ତାରିଖରୁ ଭକ୍ତ ମାନେ ଏହାକୁ ଦେଖାଇବା ଜରୁରୀ ନୁହେଁ। ପ୍ରଶାସନର ସୂଚନା ଅନୁଯାୟୀ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା ହେବ ସହ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ସୁବିଧା…

୧୦୦ତମ ଜନ୍ମଦିବସ ପାଳନ କଲେ କୁଇନ ଅଫ ଜିମ୍ନାଷ୍ଟିକ

ବୁଡାପେଷ୍ଟ: କୁଇନ ଅଫ ଜିମ୍ନାଷ୍ଟିକ ଭାବେ ପରିଚିତ ହଙ୍ଗେରୀର ଏଗ୍ନେସ କେଲେଟି ୧୦୦ତମ ଜନ୍ମଦିବସ ପାଳନ କରିଛନ୍ତି । ୧୯୨୧ରେ ଜନ୍ମିତ କେଲେଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ବାତିଲ ହୋଇଥିବା ୧୯୪୦ ଓ ୧୯୪୪ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ନ ଥିଲେ । ୩୧ ବର୍ଷ ବୟସରେ ୧୯୫୨ ହେଲସିଙ୍ଗ…

ଈଶା ଦେଓଲଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଦେଓଲଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ ହୋଇଛି । ଈଶା ତାଙ୍କ ଟୁଇଟର ଆକାଂଉଟ ମାଧ୍ୟମରେ ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୋର ଆଇଆମଇଶାଦେଓଲ ଆକାଂଉଟକୁ କେହି ଜଣେ ହ୍ୟାକ କରି ନେଇଛି । ସେ ଏକ ସ୍କ୍ରିନଶଟ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ…

ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସେହ୍ୱାଗ, ହରଭଜନ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପ୍ରଶଂସକ ଯେଉଁ ଭଳି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ତାହା ଗ୍ରହଣୀୟ ନୁହେଁ…