Latest Odisha News

BREAKING NEWS

Browsing Category

ଫିଚର

କଟକରେ ବାଲିଘାଟରେ ଚଢ଼ାଉ: ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକ: ବାଲିଘାଟ ଉପରେ କମିଶନରେଟ ପୋଲିସର ଚଢ଼ାଉ । କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ ଚଢ଼ାଉ ହୋଇଛି । ଏତିକିବେଳେ ଜବତ ହୋଇଛି ୭ଟି ଟ୍ରାକ୍ଟର । ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛନ୍ତି । ଏହି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କେଉଁଠି କଣ ଓ କେତେ ସମ୍ପତ୍ତି ଅଛି ?

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଆପଣେଇଛନ୍ତି ଜିରୋ ଟଲେରାନ୍ସ ନୀତି । ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ କରିଛନ୍ତି ସରକାର । ତାପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି । ୨୦୨୦ ମାର୍ଚ୍ଚ…

ସିଡନୀ ଟେଷ୍ଟ: ଭାରତ ଆଗରେ ୪୦୭ ରନ୍ ବିଜୟ ଲକ୍ଷ୍ୟ

ସିଡନୀ: ତୃତୀୟ ଟେଷ୍ଟରେ ଭାରତ ଆଗରେ ୪୦୭ ରନ୍ ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ୬ ଓ୍ୱିକେଟରେ ୩୧୨ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଛି କଙ୍ଗାରୁ ବାହିନୀ । ଆଜି ମ୍ୟାଚର ଚତୁର୍ଥ ଦିନ । ତେଣୁ ଏତେ ବଡ଼ ଟାର୍ଗେଟକୁ ହାସଲ କରିବା ଭାରତ ପକ୍ଷେ ସହଜ ନୁହେଁ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ…

ଦେଶରୁ ୨୪ ଘଣ୍ଟାରେ ୧୮, ୬୪୫ କରୋନା ପଜିଟିଭ୍, ୨୦୧ ମୃତ

ନୂଆଦିଲ୍ଲୀ: ଦେଶରେ କୋଟିଏରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ସୁସ୍ଥସଂଖ୍ୟା ବି କୋଟିଏ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୮ହଜାର ୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୯ ହଜାର ୨୯୯ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା…

ସ୍କୁଲ ଖୋଲିବା ପରେ ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ, ୨ ବିଦ୍ୟାର୍ଥୀ ସଂକ୍ରମିତ

ପାରଳାଖେମୁଣ୍ଡି: ରାଜ୍ୟରେ ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପରେ ତଥା ଶନିବାର ଦିନ ଗଜପତି ଜିଲ୍ଲାରେ ୨୬ ଜଣ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଦିପ କୁମାର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସରକାରଙ୍କ…

ଅନ୍ଧାରରେ ଛଟପଟ ହେଲା ପୁରା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ରାତିରେ ଅଚାନକ ପଳାଇଗଲା ବିଜୁଳି । ଅନ୍ଧରରେ ରହିଲା ଅନେକ ପ୍ରମୁଖ ସହର । ଗତକାଲି ଗୁରୁତର ବିଜୁଳି ବିଭ୍ରାଟ ହୋଇଛି । କରାଚି, ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି, ମୁଲତାନ୍‌ ଓ ଅନ୍ୟ ସହରରେ ଲୋକ ଅନ୍ଧାରରେ ରାତି କାଟିଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ…

ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ନିକଟ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରୁ ପୁଣି ଜବତ ହେଲା ଲ୍ୟାଣ୍ଡମାଇନ୍ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁର ହାଣ୍ଡିଖାଲ ଜଙ୍ଗଲରୁ ଜବତ ହୋଇଛି ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡମାଇନ‌ । ବିଏସ୍‌ଏଫ୍‌ ଯବାନମାନେ ଲ୍ୟାଣ୍ଡମାଇନ୍ ସହ ମାଓବାଦୀଙ୍କ କିଛି ସାମଗ୍ରୀ ବି…

ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି: ଆଜି ଓଡ଼ିଶା-ବଙ୍ଗଳା ମୁକାବିଲା

କଟକ: ଆଜିଠାରୁ ଆରମ୍ଭ ହେଉଛି ସୟଦ୍‌ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ୱେଣ୍ଟି-20 ଟୁର୍ଣ୍ଣାମେଣ୍ଟ । କୋଲକାତାରେ ଆଜି ଅଭିଯାନ ଆରମ୍ଭ କରିବ ଓଡ଼ିଶା । ଏଲିଟ୍‌ ଗ୍ରୁପ୍ ‘ବି’ରେ ଥିବା ଓଡ଼ିଶା ଆଜି ଘରୋଇ ବଙ୍ଗଳା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । ଚଳିତବର୍ଷ ଏହା ପ୍ରଥମ ଘରୋଇ…

କୋହଳ ହୋଇପାରେ କାଳିଆ ଦର୍ଶନ, ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାରେ କୋହଳ ହୋଇପାରେ । ଉଠିପାରେ କୋଭିଡ୍ ଟେନେଗିଭ୍ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଦର୍ଶନ ବ୍ୟବସ୍ଥା ନେଇ ଏଠାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।…

ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା, ସମୁଦ୍ରରୁ ମିଳିଛି ଭଗ୍ନାଂବଶେଷ !

ଇଣ୍ଡୋନେସିଆରେ ନିଖୋଜ ବିମାନର ଏଯାଏ କୌଣସି ପତ୍ତା ମିଳିନି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ନିଖୋଜ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଦୁର୍ଘଟଣାର ସ୍ଥାନର ସନ୍ଧାନ ମିଳିଥିଲା ଇଣ୍ଡୋନେସିଆ ସରକାର…