Latest Odisha News

BREAKING NEWS

Browsing Category

ଫିଚର

ଆଘାତ ସମସ୍ୟା ନେଇ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ବ୍ରିସବେନ୍‌: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳ ଆଘାତ ସମସ୍ୟାରେ ପଡିଛି । ପରିସ୍ଥିତି ଏପରି ଉପୁଜିଛି ଯେ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଚୂଡାନ୍ତ ଏକାଦଶ ଠିକା କରାଇବା କଷ୍ଟକର ହୋଇପଡିଛି । ଏହା ସତ୍ୱେ ବୁଧବାର ଟିମ୍ ଇଣ୍ଡିଆ ଗାବା ଷ୍ଟାଡିୟମରେ କଡା ଅଭ୍ୟାସ କରିଛି । ରୋହିତ…

ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କ ମହାପର୍ବ, ଆସନ୍ତୁ ଜାଣିବା ଏ ନେଇ କିଛି ଅଜଣା କଥା

ପୁରୀ: ୧୪ ଜାନୁୟାରୀ ଗୁରୁବାର ମକର ସଂକ୍ରାନ୍ତି ଏବଂ ସୂର୍ଯ୍ୟଙ୍କ ଉତରାୟଣ ଚଳନ । ସୂର୍ଯ୍ୟଙ୍କ ଯୋଗୁ ପୃଥ୍ୱୀରେ ଜୀବନ ସମ୍ଭବ ହୋଇଛି । ବିଭିନ୍ନ ଗ୍ରନ୍ଥରେ ଶିବ, ବିଷ୍ଣୁୁ, ଗଣେଶ, ଦୁର୍ଗା ଓ ସୂର୍ଯ୍ୟଙ୍କୁ ପଂଚଦେବ ଭାବେ ବର୍ଣ୍ଣିତ କରାଯାଇଛି । ପ୍ରତ୍ୟେକ ଦିନ ଏହି ମହାପ୍ରଭୁଙ୍କ ପୂଜା…

ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରେ ଶ୍ରୀ ରାଓଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ତାଙ୍କ ସହ ବିତେଇଥିବା ସମୟକୁ ମନେପକାଇ ଫଟୋ ସେୟାର କରିଛନ୍ତି । Saddened by the demise of Shri D Prakash…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୬୫ କୋଟି ବ୍ୟୟରେ କଟକରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ

ଭୁବନେଶ୍ବର: କଟକର ଖାନନଗର ଠାରେ ନିର୍ମିତ ହେବାକୁ ଯାଉଛି ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା…

ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ

ପୁରୀ: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମକର ଚାଉଳ ଲାଗି କରାଯିବ । ଏଥିନିମନ୍ତେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପୌଷମାସ ମାସନ୍ତ ଦିନ ଶ୍ରୀମନ୍ଦିରରେ…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ତାଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, 'ପଦ୍ମଶ୍ରୀ ପ୍ରକାଶ ରାଓଙ୍କ…

୮୩ ତେଜସ ଫାଇଟର ବିମାନ କିଣିବା ପାଇଁ ବାୟୁସେନାକୁୂ ଅନୁମତି, ୪୮,୦୦୦କୋଟିର ଅନୁମୋଦନ

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ପ୍ରତି ବିପଦକୁ ଆଖି ଆଗରେ ରଖି ଭାରତ ସୈନ୍ୟ ଶକ୍ତି ମଜଭୁତ କରୁଛି । ବୁଧବାର ୮୩ ତେଜସ ଫାଇଟର ବିମାନ କିଣିବାକୁ ସିସିଏସ ଅନୁମତି ପ୍ରଦାନ କରିଛି । ଏହି ବିମାନ କିଣିବା ପାଇଁ ୪୮,୦୦୦ କୋଟି ଟଙ୍କାର ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ…

ବିଜୟଙ୍କ ମାଷ୍ଟର ଫିଲ୍ମ ଦେଖିବା ପାଇଁ ସିନେମା ହଲ ନିକଟରେ ପ୍ରବଳ ଭୀଡ, କରୋନା ଭୟ ବି ଛାଡିଗଲା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟଙ୍କ ଅଭିନୀତ ତାମିଲ ଆକ୍ସନ ଡ୍ରାମା ମାଷ୍ଟର ବୁଧବାର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଗତକାଲି ରାତିରୁ ହଲ ଆଗରେ ପ୍ରବଳ ଭୀଡ ଏକତ୍ର ହୋଇଥିଲେ । ଏପରି କି ଫିଲ୍ମ ନିଶାରେ କରୋନା ଭୟ ସମସ୍ତଙ୍କ ଛାଡି ଯାଇଥିଲା ।…

ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପୁନୀତଙ୍କ ବିଶ୍ୱରେକର୍ଡ: ୫୧ ବଲରେ କଲେ ୧୪୬ରନ

ଚେନ୍ନାଇ:ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ମେଘାଳୟ ଦଳର ପୁନୀତ ବିଷ୍ଟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଟି୨୦ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ମିଜୋରମ ବିପକ୍ଷରେ ସେ ୫୧ ବଲରେ…

ଜୀବନ ରେସରେ ମୃତ୍ୟୁକୁ ହରାଇଲେ ରେସର ସନ୍ତୋଷ

ରିୟାଦ:ସାଉଦି ଆରବରେ ଡାକାର ରାଲୀ ମୋଟର ସ୍ପୋର୍ଟ୍ସ ରେସ ଅବସରରେ ଭାରତର ରାଇଡର ସିଏସ ସନ୍ତୋଷ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏପରି କି ସେ କୋମା ଷ୍ଟେଜକୁ ପଳାଇ ଯାଇଥିଲେ । ବୁଧବାର ସନ୍ତୋଷଙ୍କ ଅବସ୍ଥା ସ୍ଥିର ଥିଲା ଏବଂ ସେ ବିପଦମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।…