Latest Odisha News

BREAKING NEWS

Browsing Category

ଫିଚର

ବିରୁଷ୍କାଙ୍କୁ ଆତଙ୍କବାଦୀ ଆଖ୍ୟା ?

ମୁମ୍ବାଇ: କନ୍ୟା ସନ୍ତାନ ଜନ୍ମ ହେବାଠୁ ଚର୍ଚ୍ଚାରେ ରହିଛନ୍ତି ବିରାଟ ଓ ଅନୁଷ୍କା । ତେବେ ନିକଟରେ ଏକ ଖବର କାଗଜ ବିରାଟ ଓ ଅନୁଷ୍କାଙ୍କ ଫଟୋ ଏକ ସଙ୍ଗୀନ ମାମଲାରେ ଛାପିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ପାୱାର କପଲଙ୍କ ଫଟୋକୁ ଏକ ଆତଙ୍କବାଦୀ ସଙ୍ଗଠନ ସହ ଯୋଡି…

ମଗାଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ନାହିଁ । ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ସୂଚନା ଦେଇଛନ୍ତି ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ବିଏମସି ପକ୍ଷରୁ ଭୁବନେଶ୍ୱରରେ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବା…

ବନ୍ଦ ହେବନି କୌଣସି ରେଡିଓ ଷ୍ଟେସନ, ସ୍ପଷ୍ଟୀକରଣ ଦେଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ରେଡିଓର କେତେକ ଷ୍ଟେସନ ବନ୍ଦ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ପ୍ରସାର ଭାରତୀ । ସେଗୁଡିକ ଫେକ ନ୍ୟୁଜ, ତଥ୍ୟବିହୀନ ଓ ଭିତ୍ତିହୀନ ବୋଲି ପ୍ରସାର ଭାରତୀ କହିଛି । ପ୍ରସାର ଭାରତୀ ଆହୁରି କହିଛି ଯେ, ଆକାଶବାଣୀର…

ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀକୁ ଭିକାରୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ଉପରେ ମଧ୍ୟ ବିଏମସି ପ୍ରତିବନ୍ଧକ ଲଗାଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି…

ଦେଶରେ ବିଭିନ୍ନ ରାଜ୍ୟକୁ ପଠାଯାଉଛି କୋଭାକ୍ସିନ୍ ଟିକା

ହାଇଦ୍ରାବାଦ: କୋଭିସିଲ୍ଡ ପରେ କୋଭାକ୍ସିନ । ଆଜି ଦେଶର ବିଭିନ୍ନ ସ୍ଥାନରୁ ଆରମ୍ଭ ହୋଇଛି ସ୍ୱଦେଶୀ ଟିକା କୋଭାକ୍ସିନର ପରିବହନ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ପଠାଯାଉଛି । ଆଜି ଦିଲ୍ଲା ସମେତ ଦେଶରେ ୧୦ଟି ସହରରୁ ଭାରତ ବାୟୋଟେକର କୋଭାକ୍ସିନ ଟିକାର ପରିବହନ ଆରମ୍ଭ ହୋଇଛି ।…

ରାଜ୍ୟର ତିନି ଜଣ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ

ଭବାନୀପାଟଣା: ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । ରାଜ୍ୟର ତିନି ଜଣ ମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଭବାନୀପାଟଣାରେ ଏଭଳି ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଓ ଟୁକୁନି ସାହୁଙ୍କୁ କଳା…

୧୦୦ କୋଟି ଡଲା‌ରରେ ବିକ୍ରି ହୋଇଗଲା ନିଟ୍ ଓ ଜେଇଇ କୋଚିଂ ସେଣ୍ଟର ଆକାଶ ଇନଷ୍ଟିଚ୍ୟୁଟ୍‌!

ବେଙ୍ଗଳୁରୁ: NEET ମେଡିକାଲ ଓ JEE ଣ୍ଟ୍ରାନ୍‌ସରେ ବେଶ୍ ନାଁ କରିଥିବା କୋଚିଂ ସେଣ୍ଟର ଆକାଶ ଇନ୍‌ଷ୍ଟିଚ୍ୟୁଟ ବିକ୍ରି ହୋଇ ଯାଇଛି । ଅନଲାଇନ୍ ପାଠପଢାର ଷ୍ଟାର୍ଟ ଅପ୍ ବାଇଜୁସ୍ ଏହି କୋଚିଂ ସେଣ୍ଟରକୁ ୧ ବିଲିୟନ ଡଲାର ଅର୍ଥାତ ୧୦୦ କୋଟି ଡଲାରରେ କିଣିଛି । ଶିକ୍ଷା କ୍ଷେତ୍ରରେ ଏହା ଏକ…

ରାଜ୍ୟରୁ ୨୪ ଘଣ୍ଟାରେ ୨୧୦ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଏବେ ଅଢ଼େଇ ଶହ ଭିତରେ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ଜଣ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ପୁରୀ: ପ୍ରଥମ ପର୍ଯ୍ୟାୟରେ ପୁରୀର ପହଞ୍ଚିଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ୍ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ଟିକା ଭଣ୍ଡାରରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରାୟ ୭ହଜାର ଡୋଜ୍ ଭ୍ୟାକସିନ୍ ଆସିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସା…

ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡ଼ି, ୫ କର୍ମଚାରୀ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ପୋଲିସ ଗାଡ଼ି ବି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ପୋଲିସ ପାଟ୍ରୋଲିଂ ଗାଡ଼ି ।ଛତ୍ରପୁର…