Latest Odisha News

BREAKING NEWS

Browsing Category

ଫିଚର

ବୀଭତ୍ସ ହତ୍ୟା: ପେଟ୍ରୋଲ ଢାଳି ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଅନୁଗୋଳ: ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ସମ୍ପର୍କୀୟ। ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ। ଏହି ବର୍ବରକାଣ୍ଡ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗାଁର କେନ୍ଦୁସାହିରେ। ମୃତକଙ୍କ ନାଁ ରାଜକିଶୋର…

୨୦୨୧ରେ ରିଲିଜ ହେବ ୫ ମହିଳା ପ୍ରାଧାନ୍ୟ ଫିଲ୍ମ

ମୁମ୍ବାଇ: ୨୦୨୧ରେ ବଲିଉଡରେ ୫ ମହିଳା ପ୍ରଧାନ୍ୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯାହାକୁ ଦର୍ଶକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରି ରହିଛନ୍ତି । ଆସନ୍ତୁ ଜାଣିବା ଏହି ୫ ଫିଲ୍ମ ବିଷୟରେ କାଜୋଲଙ୍କ ତ୍ରିଭଙ୍ଗା: ମା-ଝିଅଙ୍କ କାହାଣୀ ଉପରେ ଆଧାରିତ ତ୍ରିଭଙ୍ଗା ଫିଲ୍ମକୁ କାଜୋଲ ପ୍ରଡ୍ୟୁସ…

ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି ପରୀକ୍ଷା ଫିସ୍ । ଏହାକୁ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ…

ବିସିସିଆଇ ହସ୍ତକ୍ଷେପ ପରେ କଟକଣା କୋହଳ କଲା ସିଏ

ମୁମ୍ବାଇ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳିବା ପାଇଁ ମଙ୍ଗଳବାର ବ୍ରିସବେନରେ ପଂହଚିଛନ୍ତି । ତେବେ ସେଠାରେ ପଂହଚିବା ମାତ୍ରେ ଖେଳାଳିମାନଙ୍କ ଉପରେ କଠୋର କଟକଣା ଲଗାଯାଇଥିଲା । ଯାହାକୁ ନେଇ ବିସିସିଆଇ ନିକଟରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭିଯୋଗ…

ସାଇନା ନେହୱାଲଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ୍!

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କର କରୋନା ଟେଷ୍ଟ ରିପୋର୍ଟ ଭୁଲ୍ ଥିବା ନେଇ ସୂଚନା ମିଳିଛି। ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ମଙ୍ଗଳବାର ଦିନ ସେ ପଜିଟିଭ ଚିହ୍ନଟ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ…

ମୁମ୍ବାଇ ମୁଚ୍ଛଡ ପାନଦୋକାନୀକୁ ଗିରଫ କଲା ଏନସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କରୋବାର ଯାଂଚ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ମଙ୍ଗଳବାର ବଡ ସଫଳତା ହାସଲ ହୋଇଛି । ମୁମ୍ବାଇର ମୁଚ୍ଛଡ ପାନଦୋକାନୀ ଭାବେ ନାମ କମାଇଥିବା ରାମଶଙ୍କର ତିୱାରୀକୁ ଏନସିବି ଗିରଫ କରିଛି । ତିୱାରୀଙ୍କ କେମ୍ପ୍ସ କର୍ଣ୍ଣର ଦୋକାନରୁ…

ତୁତାନଖାମୁନଙ୍କ କବରକୁ ନ ଛୁଇଁବା ପାଇଁ କହିଲେ ସ୍ଥାନୀୟ ବାସିନ୍ଦା, ଭୟଙ୍କର ବିପଦ ଆସିବ

କାଇରୋ: ପ୍ରାଚୀନ ମିଶରର ରହସ୍ୟମୟ ରାଜା ତୁତାନଖମୁନଙ୍କ କବରକୁ ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ପାଇଁ ଯୋଜନା ଚାଲିଛି । ସ୍ଥାନୀୟ ବାସିନ୍ଦା ଏଥିନେଇ ଭୟଭୀତ ହୋଇ ପଡିଛନ୍ତି । ସେମାନେ କହିଛନ୍ତି ୩ ହଜାର ବର୍ଷ ହେବ ସେ ଶୋଇ ରହିଛନ୍ତି । ତାଙ୍କୁ ଉଠାଇଲେ ଭୟଙ୍କର ବିପଦ ମାଡି…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…

ଆସନ୍ତୁ ଜାଣିବା କେଉଁ କାରଣ ନେଇ ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନକୁ ଦିଆଗଲା ୧୦୭୫ ବର୍ଷର ଜେଲ୍ ଦଣ୍ଡାଦେଶ

ଇସ୍ତାନବୁଲ : ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ଭିନ୍ନ ଭିିନ୍ନ ଅପରାଧ ପାଇଁ ସ୍ଥାନୀୟ କୋର୍ଟ ୧୦୭୫ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨୦୧୮ରେ ସେ ଗିରଫ ହୋଇଥିଲେ । ସେ ଲୋକଙ୍କୁ କଟ୍ଟରପନ୍ଥୀ ହେବା ପାଇଁ ଉସୁକାଉଥିଲେ । ସେ ୧୦୦୦ ଗାର୍ଲଫ୍ରେଣ୍ଡଙ୍କ ସହ ମୌଜ ମସ୍ତିରେ…

ଶୀତ ସହିପାରୁ ନାହାନ୍ତି ଚୀନ ସେନା, ଲଦାଖ ସୀମାରୁ ପଛଘୁଂଚା ଦେଲେ ୧୦ ହଜାର ସୈନ୍ୟ

ଲେହ: ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତରେ ଦେଶ ପାଇଁ ପ୍ରାଣ ଲଗାଇ ଜଗିଛନ୍ତି । ମାତ୍ର ଚୀନ ସେନା ପୂର୍ବ ଲଦାଖରେ ଏହି ଥଣ୍ଡା ସାମ୍ନା କରିପାରି ନାହାନ୍ତି । ଫଳରେ ବାଧ୍ୟହୋଇ ପିଏଲଏ ୧୦ ହଜାର ସୈନ୍ୟଙ୍କୁ ଏଲଏଏସିରୁ ୨୦୦ କିଲୋମିଟର ପଛକୁ ପଠାଇବାକୁ ବାଧ୍ୟ ହୋଇଛି । ତଥାପି ଏବେ ବି ୪୦୦୦୦…