Latest Odisha News

BREAKING NEWS

Browsing Category

ଫିଚର

ଜ୍ୟାକ ମା କେଉଁଠାରେ ଅଛନ୍ତି ସୂଚନା ଦେଲା ପିପୁଲ୍ସ ଡେଲି

ବେଜିଂ: ଚୀନ ବ୍ୟବସାୟୀ ତଥା ଆଲିବାବା କମ୍ପାନୀର ମାଲିକ ଜ୍ୟାକ ମାଙ୍କ ନିଖୋଜ ଘଟଣା ଧିରେ ଧିରେ ସମଗ୍ର ଦୁନିଆରେ ଚର୍ଚ୍ଚାର କାରଣ ସାଜିଛି । ଏହା ଦେଖି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲି ସେ କେଉଁଠାରେ ଅଛନ୍ତି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଜ୍ୟାକ ମାଙ୍କୁ ଏକ ଅଜ୍ଞାତ ସ୍ଥାନରେ…

ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ: ଯଦୁପୁର ପରୀ ହତ୍ୟା ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ସରୋଜ ସେଠୀକୁ ହାଜର କରାଇଲା ଏସଆଇଟି । ଆଜି କୋର୍ଟରେ ସରୋଜର ମାଆ ଓ ଭଉଣୀ ବି ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର ଲୋକ । ଏହାର ଶୁଣାଣି ପାଇଁ…

ସୁନ୍ଦରଗଡରୁ ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼: ପାକିସ୍ତାନ ଫେରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର । ୩ଦିନ ପରେ ବିରଜୁଙ୍କୁ ଉଦ୍ଧାର କରିଛି ପୋଲିସ । ତାଳଚେର ଅଞ୍ଚଳରେ ବୁଲୁଥିବା ସମୟରେ ଉଦ୍ଧାର କଲେ ସ୍ଥାନୀୟ ପୋଲିସ । ମାନସିକ ଭାରସାମ୍ୟ ହରାଇ ଘରୁ ବାହାରି ଟ୍ରକରେ ପଳାଇଥିଲେ ବିରଜୁ କୁଲୁ । ଗତ…

ଟିକାକରଣ ପାଇଁ ତୟାର ଓଡ଼ିଶା: ରାଜ୍ୟରେ ଅଛି ୨୯ ହଜାର ସେସନ୍ସ ସାଇଟ୍

ଭୁବନେଶ୍ୱର: କରୋନା ଟିକା ଆସିବା କ୍ଷଣି ଓଡ଼ିଶାରେ ଆରମ୍ଭ ହେବ ଟିକାକରଣ । ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଟିକାକରଣ ପାଇଁ ୨୯ହଜାର ସେସନ ସାଇଟ ଅଛି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ବେଳେ ଏସବୁ ଆବଶ୍ୟକ ହେବନି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର…

ରାଜ୍ୟରୁ ବିଦା ହେଉଛି କରୋନା: ୨୪ଘଣ୍ଟାରେ ୧୯୮ ପଜିଟିଭ୍, ୨ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଣିକି ଆଉ ଚିହ୍ନଟ ହେଉ ନାହାନ୍ତି ଦୈନିକ ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୭ଜିଲ୍ଲାରୁ ଗାଏବ ହୋଇଛି ମହାମାରୀ । ଅର୍ଥାତ ୨୩ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଆଜି ଚିହ୍ନଟ ହୋଇଛନ୍ତି ୧୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି

ଭଦ୍ରକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି ଚରଣ ସିଂ ମୀନ । ଏସପିଙ୍କ ଗାଡିକୁ ପିଟିଲା ଏକ ଟ୍ରକ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ ଏସପିଙ୍କର କୌଣସି କ୍ଷତି ହୋଇ ନାହିଁ । ତେବେ ତାଙ୍କ କାର ଭାଙ୍ଗିରୁଜି…

ନୂତନ ସଂସଦ ଭବନ ନିର୍ମାଣ ପାଇଁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି…

ଆହତ କାରଣରୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଲୋକେଶ ରାହୁଲ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଦଳରୁ ବାଦ ପଡ଼ିଲେ ଲୋକେଶ ରାହୁଲ । ଆହତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଶନିବାର ଦିନ ନେଟ୍ ପ୍ରାକ୍ଟିସ ବେଳେ…

ଦେଶରେ ଆଜି ସୁସ୍ଥ ହେଲେ ୨୯ହଜାର କରୋନା ଆକ୍ରାନ୍ତ, ୧୬ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ଖସୁଛି କରୋନା କାୟା । ଗତକାଲି ଅପେକ୍ଷା ଆଜି ସଂଖ୍ୟା ଆହୁରି କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୮ଲକ୍ଷ ୯୬ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୬ହଜାର ୩୭୫ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫୬ହଜାର ୮୪୫କୁ…

ରାତିରେ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସମ୍ପୂର୍ଣ୍ଣ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଛି । ଭଦ୍ରକ ସହରାଞ୍ଚ ୨୦ନମ୍ୱର ଓ୍ୱାର୍ଡର ଶଙ୍କରପୁର ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ହାଜର ବିବିଙ୍କର ଘରେ ନିଆଁ ଲାଗିଥିଲା । ନିଆଁ ଚାହୁଁ ଚାହୁଁ ୩…