Latest Odisha News

BREAKING NEWS

Browsing Category

ଫିଚର

ବ୍ରିଟେନ ପ୍ରଧାନମନ୍ତ୍ରୀ ବାତିଲ କଲେ ଭାରତ ଗସ୍ତ, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ମଙ୍ଗଳବାର ଭାରତ ଗସ୍ତ ଶେଷ ମୂହର୍ତରେ ବାତିଲ କରିଛନ୍ତି । ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ବୋରିସ ଜନଶନ ଫୋନ ଯୋଗେ ଏ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ ଆଦାନୀ ଗ୍ରୁପ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କ୍ଷତି ସହିଛି । ସୁଶାନ୍ତ ସିଂ ରାଜପୁତ କେସ୍ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଏହି ଅବସରରେ ଆଦାନୀ ଗ୍ରୁପର ଗୌତମ ଆଦାନୀ ଏହାର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି…

ମମତାଙ୍କୁ ଆଉ ଏକ ଝଟକା, କ୍ରୀଡା ମନ୍ତ୍ରୀ ପଦରୁ ଶୁକ୍ଲାଙ୍କ ଇସ୍ତଫା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖକୁ ଆସୁଛି ମମତା ବାନାର୍ଜୀଙ୍କ ସରକାରକୁ ସେତେ ଝଟକା ଲାଗୁଛି । ମଙ୍ଗଳବାର ପୂର୍ବତନ କ୍ରିକେଟ ଖେଳାଳି ତଥା କ୍ରୀଡା ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା ଦଳରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ସେ ହାୱଡା ଜିଲ୍ଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡିଛି । । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ବର୍ତ୍ତମାନ ପଚରାଉଚରା ଚାଲିଛି । ଏଥି ସହ ଅଟକ…

ଦୁର୍ନୀତି ଅଭିଯୋଗରେ ୭ ବରିଷ୍ଠ ଅଧିକାରୀ ବିଦା, ଜାଣନ୍ତୁ କାହା ବିରୋଧରେ କଣ ରହିଛି ଅଭିଯୋଗ

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ୭ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଓ ୨ ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ ଅଛନ୍ତି । ଏବେ ଆସନ୍ତୁ ନଜର…

ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଛାଟ: ବିଦା ହେଲେ ଡିଆଇଜିଙ୍କ ସମେତ ୭ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ପୁଣି ନେଲେ ବଡ କାର‌୍ୟ୍ୟାନୁଷ୍ଠାନ । ଦୁର୍ନୀତି ମାମଲା ଥିବା ଡିଆଇଜି, ଜେଲ ଗୋପବନ୍ଧୁ ମଲ୍ଲିକଙ୍କ ସମେତ ୭ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ମଧ୍ୟରେ ଅଛନ୍ତି ଇସ୍ପାତ ଓ ଖଣି ବିଭାଗର ୨ ଅଧିକାରୀ, ଜଣେ ସିଡିପିଓ, ଜଣେ…

ଅରବାଜ ଓ ସୋହେଲ ଖାନଙ୍କୁ ଏହି କାରଣ ପାଇଁ କ୍ୱାରେଣ୍ଟିନ୍ କଲା ବିଏମସି

ମୁମ୍ୱାଇ: କୋଭିଡ୍ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା । ବଲିଉଡ ଷ୍ଟାର ଅରବାଜ ଖାନା ଓ ସୋହେଲ ଖାନଙ୍କୁ କ୍ୱାରେଣ୍ଟିନ୍ କରିଛି ବିଏସି । ସେମାନଙ୍କୁ ମୁମ୍ୱାଇର ରାଜ୍ ଲ୍ୟାଣ୍ଡସ ଏଣ୍ଡ ହୋଟେଲରେ କ୍ୱାରେଣ୍ଟିନ୍ କରାଯାଇଛି । ସେମାନଙ୍କ ସହ ଅରବାଜଙ୍କ ପୁଅ ନିର୍ବାଣ ଖାନ ବି ଅଛନ୍ତି । ଗତକାଲି…

ନୂତନ ବର୍ଷରେ ନୂଆ ରେକର୍ଡ: ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ରୁତ ୭୦୦୦ ରନ କଲେ ୱିଲିୟମସନ

ହାମିଲଟନ: ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ନୂଆ ବର୍ଷ ଅବସରରେ ନିଜ ନାମରେ ଆଉ ଏକ ନୂତନ ରେକର୍ଡ ଯୋଡିଛନ୍ତି । ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ପକ୍ଷରୁ ସବୁଠାରୁ ଦ୍ରୁତ ୭୦୦୦ ରନ କରିବାର କୀର୍ତିମାନ ସ୍ଥାପନ କରିଛନ୍ତି । ପାକସ୍ତାନ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ସେ ବ୍ୟକ୍ତିଗତ…

ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ପିଲା, ଆଉ କମିବନି ସିଲାବସ୍

ଭୁବନେଶ୍ୱର: ଦୁଇ ଦିନ ପରେ ରାଜ୍ୟରେ ଖୋଲିବ ସ୍କୁଲ । ନଅ ମାସ ପରେ ଛାତ୍ରଛାତ୍ରୀ କ୍ଲାସରୁମରେ ପାଠ ପଢ଼ିବେ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବାକୁ ଆସିବେ । ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ଛାତ୍ରଛାତ୍ରୀ । ଅଧିକ ପିଲା ହେଲେ ଅଧିକ ସେକ୍ସନ କରାଯିବ । ଏନେଇ ସୂଚନା…

ଭୁବନେଶ୍ୱର ଶିଶୁ ଭବନ ଛକରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ଭୁବନେଶ୍ୱର ଶିଶୁଭବନ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ର କଂଗ୍ରେସ…