Latest Odisha News

BREAKING NEWS

Browsing Category

ଫିଚର

ପୁଣି ଚାଷୀ-ସରକାର ଆଲୋଚନା ନିଷ୍ଫଳ, ୮ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: ଆଲୋଚନା ପରେ ଆଲୋଚନା। ଫଳ କିନ୍ତୁ ଶୂନ। ଚାଷୀ ଆନ୍ଦୋଳନରୁ ବାହାରି ପାରୁନି ସମାଧାନର ବାଟ। ଚାଷୀଙ୍କ ଦାବିକୁ ନେଇ ସହମତି ହୋଇପାରୁନାହିଁ। ଆଜି ମଧ୍ୟ ଚାଷୀ- କେନ୍ଦ୍ର ସରକାରଙ୍କ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ଆସନ୍ତା ୮ତାରିଖରେ ପରବର୍ତ୍ତୀ ବୈଠକ ବସିବ।…

ସମାଲୋଚକଙ୍କୁ କଡା ଜବାବ ଦେଲେ ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଏଲ୍ଲା

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ କରୋନା ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ DCGI ଅନୁମତି ଦେବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏହାପରେ ଆଜି ସମାଲୋଚକ ଙ୍କୁ କଡାଗଣ୍ଡା ଜବାବ ଦେଇଛନ୍ତି ଭାରତ ବାୟୋଟେକ ଏମଡି କ୍ରିଷ୍ଣା ଏଲ୍ଲା। ସେ କହିଛନ୍ତି, ବିଶ୍ବବ୍ୟାପୀ ଲୋକଙ୍କୁ ଟିକା ଉପଲବ୍ଧ…

ମୋଇନ ଅଲୀଙ୍କୁ କରୋନା

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର ମୋଇନ ଅଲୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଶ୍ରୀଲଙ୍କା ଗସ୍ତରେ ଆସିଥିବା ଇଂଲଣ୍ଡ ଖେଳାଳିମାନଙ୍କ ମଧ୍ୟରେ ତାଙ୍କ ରିପୋର୍ଟ କେବଳ ପଜିଟିଭ ଆସିଛି । ସମସ୍ତ ଖେଳାଳିଙ୍କ ଆରଟି-ପିସିଆର ଟେଷ୍ଟ ହୋଇଥିଲା । ମୋଇନ ଏବେ ୧୦ ଦିନ ଆଇସୋଲେସନରେ…

ସମସ୍ତ ନିୟମ ମାନିବାକୁ ରାଜି ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ:ଶେଷରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମସ୍ତ କରୋନା ପ୍ରୋଟୋକଲ ମାନିବାକୁ ରାଜି ହୋଇଛି । ଫଳରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ସିଡନୀରେ ଜାନୁୟାରୀ ୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ଏଠାରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ…

ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ…

କରୋନା କାଳରେ ପ୍ରଥମ ଥର ଘଟିଲା ଏହି ୮ ଘଟଣା

ନୂଆଦିଲ୍ଲୀ: କରୋନା ମହାମାରୀ ଆମକୁ ଅନେକ ନୂଆ କଥା ଶିଖାଇଛି ଓ ଦେଖାଇଛି । ଆସନ୍ତୁ ଜାଣିବା ଏପରି କିଛି ଘଟଣା ଯାହା ଆମେ ପ୍ରଥମ ଥର କରୋନ କାଳରେ ଜାଣିବାକୁ ପାଇଲେ । ହଜ ଯାତ୍ରା ବନ୍ଦ: ପ୍ରଥମ ଥର ପାଇଁ ହଜ ଯାତ୍ରା ବନ୍ଦ ହୋଇଛି । ଆଧୁନିକ ଇତିହାସରେ ଏହା ପ୍ରଥମ ଘଟଣା । ମଣିଷ ଶରୀରରେ…

ନୂଆ ରୂପ ପାଇବ କେନ୍ଦୁଝରର ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର

କେନ୍ଦୁଝର: ନୂଆ ରୂପରେ ଶୋଭା ପାଇବ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉ ବିଜେଙ୍କର ମନ୍ଦିର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ଆର୍ଥିକ ଅନୁଦାନରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୦୨୧ ମସିହା ଶେଷ ସୁଦ୍ଧା ସରିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।…

ଆସନ୍ତୁ ଜାଣିବା ବିଗତ ୬ ବର୍ଷରେ ଅକ୍ଷୟଙ୍କ ଆୟ କେତେ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ ବିଗତ ୬ ବର୍ଷର ଆୟ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ କୁମାର ୨୦୧୪ରୁ ୨୦୨୦ ମଧ୍ୟରେ ୧୭୪୪ କୋଟି ଟଙ୍କା ଆୟ କରିଛନ୍ତି । ୨୦୨୦ରେ କରୋନା କାଳରେ ମଧ୍ୟ ଅକ୍ଷୟ ୩୫୬.୫୭ କୋଟି…

ଜାନୁଆରୀ ୩୦ ସୁଦ୍ଧା ଓଡ଼ିଶାକୁ ମିଳିପାରେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୩୦ ସୁଦ୍ଧା କୋଭିଡ-୧୯ ଟିକା ଓଡିଶାରେ ପହଞ୍ଚିବାର ସମ୍ଭାବନା ଥିବା ନେଇ ସୋମବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ରାଜ୍ୟରେ ପ୍ରଥମ ଡୋଜ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ତଥା ଡାକ୍ତରଙ୍କ ଭଳି…

ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ବ୍ୟାକଲେସ ଫଟୋ ଏବେ ଚର୍ଚ୍ଚାରେ

ମୁମ୍ବାଇ:ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ବେଦା କ୍ରିଷ୍ଣମୂର୍ତି ଏଥର ପ୍ରଦର୍ଶନ ବଦଳରେ ଫଟୋ ଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବେଦା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଶେୟାର କରିଥିଲେ । ଏହି ବ୍ୟାକଲେସ ଫଟୋରେ ସେ ପିଠିରେ ମହାଦେବ ଏକ…