Latest Odisha News

BREAKING NEWS

Browsing Category

ଫିଚର

ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ବ୍ୟାକଲେସ ଫଟୋ ଏବେ ଚର୍ଚ୍ଚାରେ

ମୁମ୍ବାଇ:ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ବେଦା କ୍ରିଷ୍ଣମୂର୍ତି ଏଥର ପ୍ରଦର୍ଶନ ବଦଳରେ ଫଟୋ ଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବେଦା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଶେୟାର କରିଥିଲେ । ଏହି ବ୍ୟାକଲେସ ଫଟୋରେ ସେ ପିଠିରେ ମହାଦେବ ଏକ…

ମହାକାବ୍ୟର ମହାଅଭିଶାପ

ପୁରୀ: ମହାଭାରତର ପ୍ରତ୍ୟେକ ଚରିତ୍ରର ମହତ୍ୱ ରହିଛି । ତେବେ ଏହି ପୌରାଣିକ ଚରିତ୍ର ମଧ୍ୟରେ କେତେକ କ୍ରୋଧର ବଶୀଭୂତ ହୋଇ ଶ୍ରାପ ଦେଇଛନ୍ତି । ଆସନ୍ତୁ ଜାଣିବା ମହାକାବ୍ୟର ମହାଶ୍ରାପଗୁଡିକ ବିଷୟରେ । ମାଆ କୁନ୍ତୀଙ୍କ ଅଭିଶାପ ଦେଲେ ଯୁଧିଷ୍ଠିର: କର୍ଣ୍ଣ ବଧ ପରେ ମାଆ କୁନ୍ତୀ ଯେତେବେଳେ…

ମୁମ୍ବାଇ ଛାଡିଲେ ରାମ ଗୋପାଳ ବର୍ମା

ମୁମ୍ବାଇ:ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମୁମ୍ବାଇ ଛାଡିଛନ୍ତି । ତେବେ ସବ-ଅର୍ବାନ ଏରିଆରେ ଏବେ ବି ତାଙ୍କ ଅଫିସ ରହିଛି । ରିପୋର୍ଟ ମୁତାବକ ବର୍ମା ଏବେ ଗୋଆରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ମୁଁ ଏବେ ଯେଉଁ ପ୍ରୋଜେକ୍ଟ ପାଇଁ କାମ କରୁଛି ସେଥିପାଇଁ ଗୋଆ ଉପଯୁକ୍ତ…

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

ସ୍କୁଲ ଛାତ୍ରଛାତ୍ରୀଙ୍କର ହୋଇପାରେ କରୋନା ଟେଷ୍ଟ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର କୋଭିଡ-୧୯ ଟେଷ୍ଟ ହୋଇପାରେ ବୋଲି ସୋମବାର ଦିନ ଓଡ଼ିଶା ସରକାର ପ୍ରକାଶ କରିଛନ୍ତି। ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ନିର୍ଦ୍ଦେଶକ ସିବିକେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍…

୭ ବର୍ଷୀୟା ରୋରୀ ଉଠାଉଛି ୮୦ କିଲୋର ଓଜନ !

ଓଟ୍ଟାୱା:କାନାଡାରେ ରହୁଥିବା ରୋରୀ ଭ୍ୟାନଙ୍କ ବୟସ ମାତ୍ର ୭ କିନ୍ତୁ ଏହି ବୟସରେ ସେ ୮୦ କିଲୋଗ୍ରାମର ଓଜନ ଉଠାଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି କୁନି ଝିଅଟି ଭାରୋତୋଳନରେ ୟୁଏସ ଅଣ୍ଡର ୧୧ ଓ ଅଣ୍ଡର ୧୩ରେ ୟୁଥ ନ୍ୟାଶନାଲ ଚାମ୍ପିୟନ ହୋଇସାରିଛି । ଏହି ଅବସରରେ ଏକ…

ପୃଥ୍ୱୀରାଜ ଫିଲ୍ମକୁ ନେଇ ୟଶରାଜ ପ୍ରଡକ୍ସନରେ ବିବାଦ, ଚନ୍ଦ୍ରପ୍ରକାଶଙ୍କୁ ବାହାର କଲେ ଆଦିତ୍ୟ

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ମାଲିକ ଆଦିତ୍ୟ ଚୋପ୍ରା ଓ ପୃଥ୍ୱୀରାଜ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଆଦିତ୍ୟ ତାଙ୍କ ଟିମରୁ ଚନ୍ଦ୍ରପ୍ରକାଶଙ୍କୁ ବାହାର କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆଦିତ୍ୟଙ୍କୁ ନ…

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ ବା ବ୍ରେନ୍ ମ୍ୟାପିଂ । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପକସୋ କୋର୍ଟରେ ଆବେଦନ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଅନୁମତି ମିଳିଲେ ସରୋଜ ସେଠୀରେ ବ୍ରେନ୍ ମ୍ୟାପିଂ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ, ଯୁବକଙ୍କୁ କାବୁ କଲା ପୋଲିସ

ଖୋର୍ଦ୍ଧା: ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କର ଆତ୍ମାହୁତି ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏତିକିବେଳେ ତାଙ୍କୁ କାବୁ କରିଥିଲା ପୋଲିସ । ଆତ୍ମାହୁତି ଉଦ୍ୟମ କରୁଥିବା ବ୍ୟକ୍ତି ହେଉଛନ୍ତି ବୋଲଗଡ ଥାନା ବାଙ୍କୋଇ ଗାଁରର…

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।…