Latest Odisha News

BREAKING NEWS

Browsing Category

ଫିଚର

ଆବୁଧାବି ଟି୧୦ କ୍ରିକେଟ: ଗେଲ୍‌, ବ୍ରାଭୋ ଓ ଆଫ୍ରିଦୀଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଦେଖିବେ ପ୍ରଶଂସକ

ଆବୁଧାବି:ଆବୁଧାବି ଟି୧୦ ଲିଗର ୪ର୍ଥ ସଂସ୍କରଣ ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥର ବିଶ୍ୱ କ୍ରିକେଟର ୩ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍‌, ଡ୍ୱେନ ବ୍ରାଭୋ ଓ ପାକିସ୍ତାନର ଶାହୀଦ ଆଫ୍ରିଦୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି ।…

ଏଣିକି ଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ଏଣିକି ଜନସାଧାରଣ ମାତ୍ର ୧୦୦ ଟଙ୍କାରେ କରିପାରିବେ କରୋନା ଟେଷ୍ଟ। ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଏସଟି ସହିତ ଘରୋଇ ଲ୍ୟାବରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସର୍ବମୋଟ୍ ୧୦୦ ଟଙ୍କା…

ଡିସେମ୍ବର ୨୩ରୁ ଖୋଲିବ ଅଲାରନାଥ ଓ ବାଲିହରଚଣ୍ଡି ମନ୍ଦିର

ପୁରୀ: ବହୁ ପ୍ରତିକ୍ଷା ପରେ ଧିରେଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ଲାଗି ଅନୁମତି ମିଳୁଛି। ଏଭଳି ଭାବେ ପୁରୀ ଜିଲ୍ଲାର ଅଲାରନାଥ ମନ୍ଦିର ଡିସେମ୍ବର ୨୩ରୁ ପୁଣି ଖୋଲିବ ବୋଲି ବ୍ରହ୍ମଗିରି ତହସିଲଦାର କହିଛନ୍ତି। ଏହି ଦିନରେ ମଧ୍ୟ ଖୋଲିବ ବାଲିହରଚଣ୍ଡି ମନ୍ଦିର। ଏହି…

୨୦୨୧ ଆଇପିଏଲରେ ନୂତନ ଟିମ ସାମିଲ ହେବେନି : ରିପୋର୍ଟ

ମୁମ୍ବାଇ: ୨୦୨୧ ଆଇପିଏଲରେ ଅଧିକ ଟିମ୍ ଖେଳିବା ସମ୍ଭାବନା କ୍ଷୀଣ ହୋଇଛି । ଏଥିନେଇ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ବିଧିବଦ୍ଧ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ୨ଟି ନୂଆ ଟିମ୍ ସାମିଲ ହେବା ନେଇ ବିସିସିଆଇ ଘୋଷଣା କରିଥିଲା । ରିପୋର୍ଟ ମୁତାବକ ୨୦୨୧ ଆଇପିଏଲ…

ସ୍ଥାନୀୟ ଲୋକ, ଆଇଟିବିପି ମିଶି ଚୀନ ସେନାଙ୍କୁ ତଡିଲେ

ଲଦାଖ: ଚୀନ ପୁନର୍ବାର ଭାରତୀୟ ସୀମାରେ ପ୍ରବେଶ କରି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିଲେ । ତେବେ ତାଙ୍କର ଏହି ଯୋଜନା ସଫଳ ହୋଇପାରି ନ ଥିଲା । ରିପୋର୍ଟ ମୁତାବକ ପୂର୍ବ ଲଦାଖର ନ୍ୟାମା ଗ୍ରାମ ମଧ୍ୟକୁ ଦୁଇଟି ଗାଡିରେ ସିଭିଲ ଡ୍ରେସରେ ଥିବା ଚୀନ ସେନା ପ୍ରବେଶ କରିବା ପାଇଁ ଉଦ୍ୟମ…

ଜାନୁଆରୀ ୩ରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ଡିସେମ୍ବର ୨୮ରୁ ପୁଣି ଖୋଲିବ। ହେଲେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ଅନୁମତି ମିଳିବ। ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ। ସେ କହିଛନ୍ତି ଯେ କୋଭିଡ-୧୯ ପ୍ରୋଟୋକଲ ମଧ୍ୟରେ…

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ, ତାଙ୍କ ବାପା, ମାଙ୍କୁ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ଆସନ୍ତା ୨୯ ତାରିଖରେ କମିଶନରେ ହାଜର ହେବାରୁ ସମସ୍ତଙ୍କୁ ନୋଟିସ ହୋଇଛି । ଏହି ତିନି ଜଣ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ…

ରୋନାଲ୍ଡୋ ହାସଲ କଲେ ଗୋଲ୍ଡେନ ଫୁଟ ପୁରସ୍କାର

ମୋନାକୋ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ସମ୍ମାନଜନକ ଗୋଲ୍ଡେନ ଫୁଟ ପୁରସ୍କାର-୨୦୨୦ର ଅଧିକାରୀ ହୋଇଛନ୍ତି । ୟୁଇଏଫଏରେ ଚମତ୍କାର ପ୍ରଦର୍ଶନ କରି ଜୁଭେଂଟସ ଦଳକୁ ରୋନାଲ୍ଡୋ ଶୀର୍ଷରେ ପହଂଚାଇଥିଲେ । ଓଭରାଲ ୧୮ତମ ଖେଳାଳି ଭାବେ ସେ ଏହି ପୁରସ୍କାର ପାଇଛନ୍ତି…

ଦୁର୍ନୀତି ବିକାଶର ବଡ ଶତ୍ରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କ ଆହ୍ୱାନ । ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ  ଉଦବୋଧନ ଅବସରରେ ନବୀନ କହିଛନ୍ତି ଯେ, ''ଦୁର୍ନୀତି ବିକାଶର ବଡ ଶତ୍ରୁ ।  ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆମେ ଲଢେଇ କରିଛୁ ଗରିବି ବିରୋଧରେ,…

୧୦ ମାସ ପରେ ସାଇନା, ସିନ୍ଧୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ୧୦ ମାସ ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଉଛି । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ସୋମବାର ବ୍ୟାଙ୍କକରେ ଜାନୁୟାରୀଠାରେ ଆରମ୍ଭ ହେବାକୁ ଯାଉଥିବା ୩ଟି ଟୁର୍ଣ୍ଣାମେଂଟ ପାଇଁ ଖେଳାଳି ଚୟନ କରିଛି…