Latest Odisha News

BREAKING NEWS

Browsing Category

ଫିଚର

ପତ୍ନୀ ତୃଣମୂଳରେ ମିଶିଲେ, ରାଗରେ ବିଜେପି ଏମପିଙ୍କ ଛାଡପତ୍ର ଧମକ

କୋଲକାତା: କୋଲକାତାରେ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି । ତୃଣମୂଳ କଂଗ୍ରେସରୁ ନେତାମାନେ ବିଜେପିରେ ମିଶିବା ପରେ ସୋମବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ବିଜେପି ସାଂସଦ ସୌମିତ୍ର ଖାଁଙ୍କ ପତ୍ନୀ ସୁଜତା ମଣ୍ଡଳ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଏଥିରେ ରାଗିଯାଇ ସୌମେତ୍ର ତାଙ୍କୁ…

ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ଭେଟେରାନ ନେତା ମୋତିଲାଲ ଭୋରାଙ୍କର ସୋମବାର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବେ ୟୁରିନାରୀ ଇନଫେକସନ୍ ଯୋଗୁଁ ଭୋରାଙ୍କୁ ଓଖଲା ଏସକର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଥିଲା…

କଟକରେ ପୁଣି ନକଲି କାରଖାନା ଠାବ

କଟକ: ପୁଣି ଠାବ ହେଲା ନକଲି କାରଖାନା । ଏଥର ପିଠାପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଉପରେ ଚଢାଉ ହୋଇଛି । ବାଦାମବାଡି ପୋଲିସ ଏହି ଚଢଉ କରି ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ ଘିଅ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।…

ନିର୍ମାଣ ହେଲା ସୋନୁ ସୁଦଙ୍କ ମନ୍ଦିର !

ତେଲେଙ୍ଗାନା: ଜିଅନ୍ତା ଦିଅଁ ପାଲଟିଲେ ଅଭିନେତା ସୋନୁ ସୁଦ । କରୋନା ମହମାରୀରେ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶାରୁ ଉଦ୍ଧାର କରି ଏହି ଅଭିନେତା ଅନେକଙ୍କ ପାଇଁ ଭଗବାନ ପାଲଟିଛନ୍ତି । ସୋନୁ ସୁଦଙ୍କ ଅବଦାନର ପ୍ରତିଦାନ ସ୍ୱରୂପ ତେଲେଙ୍ଗାନାର ଡୁବା ତାଣ୍ଡା ଗାଁର ଲୋକେ ଏକ ମନ୍ଦିର ନିର୍ମାଣ…

ବ୍ରିଟେନରେ ବେକାବୁ କରୋନାଭାଇରସର ନୂଆ ଷ୍ଟ୍ରେନ଼; ଭାରତ ବନ୍ଦ କଲା ବିମାନ ଉଡାଣ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାଭାଇରସର ଏକ ନୂଆ ରୂପ ବେକାବୁ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଭାରତ ପକ୍ଷରୁ ବ୍ରିଟେନକୁ ସମସ୍ତ ବିମାନ ଉଡାଣ ବନ୍ଦ କରିଛି। ବ୍ରିଟେନରେ ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ସରକାରଙ୍କ…

ମନୋରଞ୍ଜନର ଅନ୍ୟ ନାମ ଗୋବିନ୍ଦା: ଡ୍ୟାନସରରୁ କମେଡି କିଙ୍ଗ

ମୁମ୍ବାଇ: ବଳିଉଡର ଲୋକପ୍ରିୟ କଳାକାର ଗୋବିନ୍ଦାଙ୍କ ଆଜି (୨୧ ଡିସେମ୍ବର) ୫୭ ତମ ଜନ୍ମଦିବସ । ୮୦/୯୦ ଦଶକରେ ଭଲ ଡ୍ୟାନସର ଭାବେ ନାମ କମାଇଥିବା ଗୋବିନ୍ଦା ସମସ୍ତ ପ୍ରକାର ଅଭିନୟ କରି ଦକ୍ଷତା ପ୍ରତିପାଦିତ କରିଛନ୍ତି । ଗୋବିନ୍ଦାଙ୍କ ବାପା ଅରୁଣ ଆହୁଜା ଓ ମାଆ ନିର୍ମଳା ଦେବୀ ମଧ୍ୟ ଫିଲ୍ମରେ…

ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲ୍ ଫେରିଲେ ଆକାଶ ପାଠକ

ଭୁବନେଶ୍ୱର: ସରିଲା ଚାରି ଦିନିଆ ରିମାଣ୍ଡ ଅବଧି । ଜେଲ ଫେରିଲେ ଜୁନିଅର ପାଠକ । ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇତିଲା କମିଶନରେଟ ପୋଲିସ । କ୍ରାଇମବ୍ରାଞ୍ଚ ଆଗରେ ଆକାଶ ସବୁ ସତ ମାନିଥିବା…

ବିଜେଡି ରାଜ୍ୟ ପରିଷଦ ବୈଠକରେ କର୍ମକର୍ତ୍ତାଙ୍କୁ ମତାମତ ମାଗିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ । ଭିଡିଓ କନଫରେନ୍ସିଂରେ ବୈଠକରେ ଯୋଗ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ସେ ମତାମତ ମାଗିଛନ୍ତି । ସରକାର ଓ ସଙ୍ଗଠନ ନେଇ ମତାମତା ଦେବାକୁ କହିଛନ୍ତି…

ମହାମାରୀ ରାଜ୍ୟରୁ ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ସାରା ରାଜ୍ୟରେ ଆଉ ୩ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । କଳାହାଣ୍ଡି ଜିଲ୍ଲାରେ ଜଣେ ୨୦ବର୍ଷୀ ଯୁବତୀ କରୋନାରେ ଆଖି ବୁଜିଛନ୍ତି । ସେ ହେପାଟାଇଟିସ୍…

ରାଜ୍ୟର ୨୭ ଜିଲ୍ଲାରୁ ୩୬୩ କରୋନା ପଜିଟିଭ୍, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ଭିତରେ ରହୁଛି । ତିନି ଚାରିଟି ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହେଉ ନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍…