Latest Odisha News

BREAKING NEWS

Browsing Category

ଫିଚର

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ । ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର…

୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ବୈଠକ ସକାଳ ୧୧ଟାରେ ବସିବ। ବିଧାନସଭା…

ପାଣି ଗରମ କରୁଥିବା ବେଳେ ଚାଲିଗଲା ମା’-ଝିଅଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ଘଟିଛି ଅଭାବନୀୟ ଘଟଣା । ମା’-ଝିଅଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି…

ବରମୁଣ୍ଡାରୁ ଚୋରି ହେଲା, ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚୋରି ହେଲା ବସ୍‌, ବ୍ରହ୍ମପୁରୁର ଧରାପଡିଲା । ଗତ ବିଳମ୍ବିତ ରାତିରେ ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବସ୍ ମାଲିକ କେଦାର ଦାସ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ…

ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ପାଇଁ ଚାରିଆଡେ ହା ହା କାର । କରୋନା ମୁକାବିଲା ପାଇଁ ପ୍ରାୟ ବିଭିନ୍ନ ଦେଶ ଟିକା ଉତ୍ପାଦନରେ ଲାଗି ପଡିଛନ୍ତି । ଭାରତ ମଧ୍ୟ ଏହି ପ୍ରୟାସ ଜାରି ରଖିଛି। ଏହାରି ଭିତରେ ଆସିଛି ଏକ ଖୁସି ଖବର । ଡସେମ୍ବର ସୁଦ୍ଧା ଭାରତକୁ ୧୦ କୋଟି…

ଥମୁନି କରୋନା ମୃତ୍ୟୁ, ରାଜ୍ୟରେ ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂଖ୍ୟା ହେଲେ କମୁନି କରୋନା ମୃତ୍ୟୁ । ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଉଛି ପ୍ରାଣଘାତି ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୨୭ରେ…

ରାଜ୍ୟରେ ୮୦୦ ତଳକୁ ଖସିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର କୋପ । ଖସୁଛି କରୋନା ଗ୍ରାଫ । ହାରୁଛି କରୋନା ଜିତିଛୁ ଓଡ଼ିଶା । ଗତ ୨୪ ଘଂଟାରେ ରାଜ୍ୟରେ ୮ଶହ ତଳକୁ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ୩୦ ଜିଲ୍ଲାରୁ ୭୫୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୪ଜଣ…

ଦିଲ୍ଲୀରେ ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଅମାନିଆ ଦିଲ୍ଲୀବାସୀ । କଟକଣାକୁ ଉଡାଇଦେଲେ ଫୁ’ କରି । ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସରକାର ବାଣ ଫୁଟାଇବା ଓ ବିକ୍ରି ଉପରେ ବ୍ୟାନ କରାଯାଇଥିଲା । କିନ୍ତୁ ଦିପାବଳୀରେ କଟକଣାକୁ ମାନିଲେନି ଦିଲ୍ଲୀବାସୀ । କଟକଣାକୁ ଫୁ’…

କାଲିଠୁ ମହାରାଷ୍ଟ୍ରରେ କୋଭିଡ୍ କଟକଣା ଭିତରେ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର । କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଳିବା ନେଇ ଅନୁମତି ଦେଇଛନ୍ତି ସରକାର । ଦୀପାବଳି ରାତିରେ ଏହି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସର୍ତ୍ତ ସହ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କରୋନାକୁ…

କମୁଛି କରୋନା କେସ୍: ୨୪ ଘଣ୍ଟାରେ ଦେଶରୁ ୪୧ ହଜାର ଆକ୍ରାନ୍ତ, ୪୪୭ ମୃତ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମିବାରେ ଲାଗିଛି ଦୈନିକ କରୋନା କେସ୍ । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ଏବେ ଦୈନିକ ୫୦ ହଜାରରୁ କମ୍ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୧ ହଜାର ଶହେ ଜଣ । ମୋଟ୍…