Latest Odisha News

BREAKING NEWS

Browsing Category

ଫିଚର

ଦୀପାବଳି ରାତିରେ ଅଟୋକୁ ପିଟିଲା ଟ୍ରକ, ୩ ମୃତ

ବରଗଡ଼: ଅଟୋକୁ ସାମନା ପଟରୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ସହର ସରସରା ଗାଁ ନିକଟରେ ଦୀପାବଳି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୁର୍ଘଟଣା ଘଟିଛି । ୩ ଜଣ ଯୁବକ ଗୋଟିଏ ଅଟୋରେ ବରଗଡ଼ରୁ ବରପାଲି…

ଟ୍ରମ୍ପ-ବିଡେନ୍ ସମର୍ଥକ ମୁହାଁମୁହିଁ, ଓ୍ୱାଶିଂଟନରେ ହିଂସାକାଣ୍ଡ

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ପରିଣାମକୁ ସହଜରେ ତାଙ୍କ ସମର୍ଥକ ବି ହଜମ କରି ପାରୁ ନାହାନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଜଣାଇବା ଏବଂ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ କରି ଓ୍ୱାଶିଂଟନରେ ବିରୋଧ…

ଲଜ୍ଜା ! ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ । ବନ୍ଧା ଗେଲେ ଜଣେ ଯୁବକ । ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଙ୍ଗଲକୁ ବୁଲାଇ ନେବା ବାହାନାରେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲା । ପରେ ଏକୁଟିଆ ପାଇ…

କୋଭିଡ୍ ହସ୍ପିଟାଲ ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ, ୧୦ ରୋଗୀ ମୃତ

କୋଭିଡ୍ ୧୯ ହସ୍ପିଟାଲରେ ଅଗ୍ନିକାଣ୍ଡ । ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରୋମାନିଆରେ । ଦୁର୍ଘଟଣାରେ ଆଉ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ରୋମାନିଆର ପିଏଟ୍ରା ନିମଟରେ ଥିବା ସରକାରୀ…

ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପାକ୍ ହାଇକମିଶନରଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଏନେଇ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ଭାରତ । ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମନା କରାଯାଇଛି । ଗତ କିଛି ଦିନ ଭିତରେ ଜାମ୍ମୁ କାଶ୍ମୀର…

ବିହାରରେ ଆଜି ଏନଡିଏ ବୈଠକ, ବିଧାୟକ ଦଳ ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ବସୁଛି ଏନଡିଏ ବିଧାୟକ ଦଳ ବୈଠକ । ଏଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯିବ । ବୈଠକରେ ଅଂଶୀଦାର ଦଳ ବିଜେପି, ଜେଡିୟୁ, ହାମ୍ ଓ ଭିଆଇପିର ନବନିର୍ବାଚିତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୫-୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୫ ରିଖ ରବିବାର ତୁଳା ୩୦ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଦିନ ୧୨ ଟା ପର୍ଯ୍ୟନ୍ତ ତାହା ପରେ ବିଛା ଚନ୍ଦ୍ର ଭୋଗ ହେବ   ଘାତ ବାର-: ମେଷ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରାଫିକ୍ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର ଶିଶୁ ଭବନ ଛକ ନିକଟରେ ଶନିବାର ଦିନ ଗୋଟିଏ କ୍ରେନ୍ ଟ୍ରାଫିକ୍ ପୋଷ୍ଟକୁ ଧକ୍କା ଦେଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍ଯ୍ୟରତ ଟ୍ରାଫିକ୍ କନଷ୍ଟେବଳ । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ବିଜୟ ସାହୁ ଓ ପ୍ରକାଶ ମାର୍ଥା ନାମକ ଦୁଇ ଜଣ ଟ୍ରାଫିକ୍…

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ଶିମଲା:ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶନିବାର ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଶିମଲସ୍ଥିତ ଆଇଜିଏମସି ଡାକ୍ତରଖାନାରେ ଭିର୍ତି କରାଯାଇଛି । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶୁକ୍ରବାରଠାରୁ ସେ ହିମାଚଳ ପ୍ରଦେଶ ଗସ୍ତରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୭୧ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ପ୍ରାୟ ୧୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ଯାହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨,୯୬,୫୧୬ରେ ପହଞ୍ଚିଛି । କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି?…