Latest Odisha News

BREAKING NEWS

Browsing Category

ଫିଚର

କିଛି ଦେଶରେ ଏବେବି ଭାରତୀୟଙ୍କୁ ପ୍ରବେଶ ଅନୁମତି ମିଳିନି: ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଏବେ ଯାଏଁ କିଛି ଦେଶରେ ଭାରତୀୟଙ୍କୁ ପ୍ରବେଶ ଅନୁମତି ମିଳିନି ବୋଲି ମଙ୍ଗଳବାର ଦିନ କହିଛନ୍ତି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ସେସବୁ ଦେଶ ପ୍ରତିବନ୍ଧକ ହଟାଇଲେ ବିମାନ ଚଳାଚଳ ପାଇଁ ପ୍ରସ୍ତୁତି କରାଯିବ ବୋଲି ସେ କହିଛନ୍ତି ।…

ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ମନା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୦ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ବାଣ ଫୁଟାଇବା କିମ୍ବା ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବୟସ୍କ ବ୍ୟକ୍ତି, ଶିଶୁ ଓ ଅସୁସ୍ଥ…

[ଭିଡିଓ] ଆଣ୍ଟି କହିବାରୁ ଯୁବତୀଙ୍କୁ ନିର୍ଘାତ ତଣ୍ଟିଆ !

ଉତ୍ତରପ୍ରଦେଶ: ଓଡିଆଙ୍କ ପରମ୍ପରାରେ ନାହିଁ କରୱାଚୌଥ୍ । ହେଲେ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ଏହି ଉତ୍ସବ ପାଳନ ହୋଇଥାଏ । ଆସନ୍ତାକାଲି କରୱାଚୌଥ ପଡୁଥିବାବେଳେ ଉତ୍ତରପ୍ରଦେଶରେ ବଜାରରେ ମହିଳାଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଇଟାହ…

କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିଭଳି ନେବେ ଯତ୍ନ? ଜାଣନ୍ତୁ

ଭୁବନେଶ୍ୱର: କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ଯତ୍ନ ଦେବା ଆବଶ୍ୟକ । ନଚେତ ଏହା ଶରୀରକୁ ଅଧିକ କ୍ଷତି କରିଦେବ । ତେଣୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍…

ନୀତିଶଙ୍କ ଉପରକୁ ପଥର ଓ ପିଆଜ ମାଡ

ପାଟନା: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ମତାଦାନ ପାଇଁ ଅରମ୍ଭ ହୋଇଛି ଜୋରଦାର ପ୍ରଚାର । ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲଖିରେ ପ୍ରଚାର କରିଛନ୍ତି । ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ…

ବିରାଟ୍ କୋହଲି ଓ ଗାଙ୍ଗୁଲିଙ୍କୁ କୋର୍ଟର ନୋଟିସ୍ !

ତାମିଲନାଡୁ: ଆଇପିଏଲ ମ୍ୟାଚ୍ ଦେଖୁଥିବାବେଳେ ଏକାଧିକ ବିଜ୍ଞାପନ ଟିଭି ପରଦାରେ ଆସିବା କିଛି ନୂଆ କଥା ନୁହେଁ । ବିଜ୍ଞାପନରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ସିନେ ତାରକା ମଧ୍ୟ ନଜର ଆସିଥାନ୍ତି । ଏହି ତାଲିକାରେ ନିକଟରେ ଗାଙ୍ଗୁଲି ଓ ବିରାଟ କୋହଲିଙ୍କୁ ଏକ ଅନ୍‌ଲାଇନ୍ ସ୍ପୋର୍ଟସ୍…

ଭୟଙ୍କର ଏୟାର ଷ୍ଟ୍ରାଇକ, ୫୦ ଆତଙ୍କବାଦୀ ସଫା

ପ୍ୟାରିସ: ଆତଙ୍କବାଦୀଙ୍କ ବିରୋଧରେ ଭୟଙ୍କର ଏୟାର ଷ୍ଟ୍ରାଇକ । ସଫା ହୋଇଗଲେ ୫୦ ଆତଙ୍କବାଦୀ । ଫ୍ରାନ୍ସର ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଅଲକାଏଦାର ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଏୟାର ଷ୍ଟ୍ରାଇକ୍‌ରେ ଫ୍ରାନ୍ସ ବାୟୁସେନା ମିରାଜ ଯୁଦ୍ଧ ବିମାନ ଓ…

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨…

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ହିନ୍ଦୁ ସେନାର ସ୍ୱତନ୍ତ୍ର ପୂଜାର୍ଚ୍ଚନା !

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଘୋଷଣା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । କିଏ ଜିତିବ, କିଏ ହାରିବ । ଏ ନେଇ ବିଭିନ୍ନ ଆକଳନ ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତି ସନ୍ତୁଳିତ ରହିଛି । ତେବେ ନିର୍ବାଚନରେ ଯେପରି ତାଙ୍କର ବିଜୟ ହେଉ ସେ ନେଇ ଦିଲ୍ଲୀରେ ତାଙ୍କ ସମର୍ଥକ…

୨୦୫୦ ସୁଦ୍ଧା ଭାରତର ୩୦ ସହରରେ ଦେଖାଦେବ ଜଳ ସଙ୍କଟ

ନୂଆଦିଲ୍ଲୀ: ଆଗାମୀ କିଛି ଦଶନ୍ଧି ବେଳକୁ ଭାରତର ୩୦ ସହରରେ ଜଳ ସଙ୍କଟ ଦେଖାଯିବ ବୋଲି ୱାଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ)ର ଏକ ରିପୋର୍ଟରୁ ସୂଚନା ମିଳିଛି । ଡବ୍ଲ୍ୟୁଡବ୍ଲ୍ୟୁଏଫ ୱାଟର୍ ରିସ୍କ ଫିଲ୍ଟର ରିପୋର୍ଟ ଅନୁଯାୟୀ, ଜୟପୁର, ଇନ୍ଦୋର, ଅମୃତସର, ପୁଣେ, ଶ୍ରୀନଗର,…