Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ୮୩ ଲକ୍ଷ କରୋନା ସଂକ୍ରମିତ, ଗଲାଣି ଲକ୍ଷେ ୨୩ ହଜାର ଜୀବନ

ନୂଆଦିଲ୍ଲୀ: ସଚେତନତା ଓ ସତର୍କତା ଯୋଗୁ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ସୁସ୍ଥ ସଂଖ୍ୟା ବଢୁଛି । କିନ୍ତୁ ମହାମାରୀ ପ୍ରତିଦିନ ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୬ ହଜାର ୨୫୪ ପଜିଟିଭ କେସ୍ ବାହାରିଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ୧୩ ହଜାର ୮୭୭କୁ ବୃଦ୍ଧି…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଅନୁଗୋଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । କନିଷ୍ଠ ଯନ୍ତ୍ରୀଙ୍କ ନାଁ ବସନ୍ତ କୁମାର ବସ୍ତିଆ । ଏକକାଳୀନ 4ଟି ସ୍ଥାନରେ ରେଡ୍…

ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ

ମୁମ୍ବାଇ: ରିପବଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ୨୦୧୮ ମସିହାରେ ଇଣ୍ଟେରିୟର ଡିଜାଇନର୍ ଅନଭୟ ନାୟକ ଏବଂ ତାଙ୍କ ମା କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ମୁମ୍ବାଇ ପୋଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖିଛି। ଜାତୀୟ ନ୍ୟୁଜ ଏଜେନ୍ସି ସଂସ୍ଥା…

ଅନୁଗୋଳ ଜିଲ୍ଲାର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା, ୨ ମୃତ

ଅନୁଗୋଳ: ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଅନୁଗୋଳ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କିଶୋରନଗର ଥାନା ରାଇବାହଲ ନିକଟରେ ବ୍ରିଜ ତଳକୁ ବାଇକ୍ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଆଠମଲ୍ଲିକ ତେଲି ସାହିର ବିନ ପାଣ୍ଡେ । ସେହିପରି…

ମିଶନ ହ୍ୱାଇଟ୍ ହାଉସ୍: ଇଲେକ୍ଟୋରାଲ୍ ଭୋଟରେ ଆଗରେ ଜୋ ବିଡେନ୍

ନ୍ୟୁୟର୍କ: କାହା ଦଖଲକୁ ଯିବା ହ୍ୱାଇଟ୍ ହାଉସ୍ ? ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? ଆମେରିକାର ୪୬ତମ ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ ଗଣିତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗୁଆ ରହିଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ଇଲେକ୍ଟୋରାଲ୍ ଭୋଟରେ ସେ…

ଆଜି ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଭାରତକୁ ମିଳିବ ଆଉ ୩ ରାଫେଲ୍ ଯୁଦ୍ଧ ବିମାନ । ଆଜି ସଂନ୍ଧ୍ୟା ସୁଦ୍ଧା ଅମ୍ବାଲା ଏୟାରବେସରେ ପହଞ୍ଚିବେ ତିନିଟି ଲଢୁଆ ରାଫେଲ୍ ଯୁଦ୍ଧ ବିମାନ । ଏମାନଙ୍କ ଯୋଗଦାନ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବ । ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା ୪-୧୧-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୪ ରିଖ ବୁଧବାର ତୁଳା ୧୯ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର      ଘାତ ବାର-: କର୍କଟ ରାଶିର      ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର…

ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ହରାଇ IPL ପ୍ଲେ ଅଫରେ ସନରାଇଜର୍ସ ହାଇଦ୍ରାବାଦ

ସାରଜା: ଡେଭିଡ୍ ଓ୍ୱାର୍ଣ୍ଣର ଓ ରିଦ୍ଧିମାନ ଶାହଙ୍କ ଲଢୁଆ ଓ ବିସ୍ଫୋରଣ ଇନିଂସ ବଳରେ ଆଇପିଏଲ୍ ପ୍ଲେ ଅଫରେ ସନ୍ ରାଇଜରର୍ସ ହାଇଦ୍ରାବାଦ । ମୁମ୍ବାଇ ଇଣ୍ଡିଆନ୍,କୁ ୧୦ ଓ୍ୱିକେଟରେ ପର୍ସାତ କରି ପ୍ଲେ ଅଫକୁ ଯାଇଛି ହାଇଦ୍ରାବାଦ । ମୁମ୍ୱାଇ ଇଣ୍ଡିଆନ୍ସ ଦେଇଥିବା ୧୫୦ ରନ୍ ବିଜୟ ଲକ୍ଷକୁ ୧୭…

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

ବଲିଉଡ ଅଭିନେତା ବିଜୟ ରାଜ ଗିରଫ !

ମୁମ୍ବାଇ: ବେଶ କିଛିଦିନ ପୂର୍ବରୁ ଫ୍ୟାନମାନଙ୍କୁ ଡାକିଡାକି ଫଟୋ ଉଠାଇବା ନେଇ ଚର୍ଚ୍ଚାରେ ରହିଥିଲେ । ହେଲେ ଏବେ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ପାଇଁ ଅପମାନ ମୁଣ୍ଡାଇଛନ୍ତି ବଲିଉଡ ଅଭିନେତା ବିଜୟ ରାଜ । ଅଭିଯୋଗକୁ ଭିତ୍ତି କରି ମହାରାଷ୍ଟ୍ରର ଗୋଣ୍ଡିଆ ପୋଲିସ ତାଙ୍କୁ ଗିରଫ କରିଥିଲା…